Browsing Category
ଅପରାଧ
ମେଜରଙ୍କୁ ଥାନାରେ ନିର୍ଯ୍ୟାତନା ମାମଲା:…
କଟକ: ହାଇକୋର୍ଟରେ ହାଜର ହେବେ ଭାରତ ପୁର ଥାନାର ନିଲମ୍ବିତ ଆଇଆଇସି। ସେନା ଅଧିକାରୀ କ୍ୟାପଟେନ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଭରତପୁର ଥାନାରେ ମାଡ଼ ଓ ଅସଦାଚରଣ ଘଟଣାରେ ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ହାଇକୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି…
ହଠାତ ରାଗିଯାଇ ମାଆକୁ ହତ୍ୟା କରିଥିଲେ…
କଟକ : ସଡନ୍ ପ୍ରୋଭୋକେଶନ ବା ହଠାତ୍ ରାଗିଯାଇ ମାଆକୁ ଦୁଇ ପୁଅ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡୁଛି।କଟକ ମହାନଦୀବିହାର ଅଞ୍ଚଳରେ ମାଆଙ୍କୁ ହତ୍ୟା ଘଟଣାରେ ଅତିରିକ୍ତ ଡିସିପି ଅନିଲ ମିଶ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ଦୁଇ ପୁଅ ହଠାତ ରାଗିଯାଇ ଏଭଳି କାଣ୍ଡ ଭିଆଇଛନ୍ତି।…
ମାଆକୁ ମାରିଲା ସୈତାନ ପୁଅ: ଗଳା କାଟି…
କଟକ: ଯେଉଁ ମା ଜନ୍ମଦେଇ କୋଳେଇ କାଖେଇ ମଣିଷ କଲା ସେଇ ମାକୁ ଅତି ନୃଂଶସ ଭାବେ ହତ୍ୟା କଲା ପୁଅ। ବିଭତ୍ସ.. ଅମାନୁଷିକ.. ବର୍ବର.. ଯେତେ ନିନ୍ଦା କଲେ କମ ପଡ଼ିଯିବ। ଦୁଇ ପୁଅ ମିଶି ଜନ୍ମକଲା ମାଆକୁ ହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ଘଟିଛି କଟକ ମହାନଦୀବିହାର ସେକ୍ଟର…
ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ…
ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା। ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT & GST। ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି। ୨୦ କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ…
ପୁଣି ଟ୍ରେନ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର,…
ସୋଲାପୁର: ମହାରାଷ୍ଟ୍ରର ସୋଲାପୁରରେ ଏକ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଷଡଯନ୍ତ୍ର ହୋଇଥିବା ସୂଚନା। ସୋଲାପୁରର କୁର୍ଡୁବାଡି ଷ୍ଟେସନ ଠାରୁ ପ୍ରାୟ ଏକ କିମି ଦୂରରେ ଥିବା ରେଳ ଟ୍ରାକରେ ଏକ ବଡ଼ ସିମେଣ୍ଟ ପଥର ଦେଖିବାକୁ ମିଳିଛି। ହେଲେ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଟ୍ରେନ ଦୁର୍ଘଟଣାଗସ୍ତ ହେବାରୁ…
ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ:…
ଭୁବନେଶ୍ୱର: ରେମୁଣା , ଭୁବନେଶ୍ୱର,ପାଟଣା ଓ ସମ୍ବଲପୁରରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସରକାରଙ୍କ ମାନସିକତା ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ୨୪ ବର୍ଷର ବିଜେଡି ସରକାରର ନା ଜପିଜପି ୫ବର୍ଷ ପଳାଇବ। ବିଜେଡି ସରକାର ଅମଳରେ ଘଟଣାକୁ ଚପାଇ ଦିଆଯାଉ ନଥିଲା। ମାମଲା…
ନୀଳାଚଳ ହସ୍ପିଟାଲର ଲାଞ୍ଚୁଆ ସିକ୍ୟୁରିଟି…
ଲାଇଫ ଲାଇନ: ସୁରକ୍ଷା ନାଁରେ ଟଙ୍କା ଲୁଟୁଛନ୍ତି ସିକ୍ୟୁରିଟି ଗାର୍ଡ । ସେବା ଦେବା ଆଳରେ ଲୋକଙ୍କ ଠାରୁ ଲୁଟୁଛନ୍ତି ପୁଳା ପୁଳା ଟଙ୍କା। ନୀଳାଚଳ ହସ୍ପିଟାଲରେ କିଛି ଏଭଳି ସିକ୍ୟୁରିଟି ଗାର୍ଡଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଦଲାଲ ସିକ୍ୟୁରିଟି ଗାର୍ଡଙ୍କ…
ଲାଇଫ ଲାଇନ ମିଡ଼ିଆର ବଡ ଖୁଲାସା,…
ଭୁବନେଶ୍ୱର: ନୀଳାଞ୍ଚଳ ହସ୍ପିଟାଲ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ରୋଗୀ ଚିକିତ୍ସା ନାଁରେ ଗରିବ ଲୋକଙ୍କ ଠାରୁ ଚେୟାରମ୍ୟାନ ପ୍ରଦୀପ ରାଉତ ୪ ଦିନର ଅପରେସନ ନାଁରେ ୮୦ ହଜାର ହଡପ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅଭିଯୋଗକାରୀ କହିଛନ୍ତି ମୋତେ ଅର୍ଥପେଡିକ ଅପରେସନ କରିବାକୁ କହି ଆଇସିୟୁରେ ଭର୍ତ୍ତି…
ଲଜ୍ଜା ପିଛା ଛାଡ଼ୁନି ପଶ୍ଚିମବଙ୍ଗର,…
କୋଲକାତା:ଲଜ୍ଜା ପିଛା ଛାଡୁନି ପଶ୍ଚିମବଙ୍ଗର । ଆର ଜି କର ମେଡିକାଲ ଭିତରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ପୁରା ଦେଶରେ ଅସନ୍ତୋଷ ତେଜିବାରେ ଲାଗିଛି । ଖାଲି ଅସନ୍ତୋଷ ତେଜିବାରେ ଲାଗିଛି ତାହା ନୁହେଁ ବରଂ ଦୋଷୀଙ୍କୁ ଯେଉଁ ପରି ଭାବରେ ଘଣ୍ଟ ଘଉଡାଉଥିଲେ ଦିଦି ତାହାର ପର୍ଦ୍ଦାଫାଶ ହୋଇଛି ।…
ମାହାଙ୍ଗା ଡବଲ ମର୍ଡର ଘଟଣା, ୯…
କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୨ ତାରିଖରେ…