Browsing Category
ରାଜନୀତି
ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି…
ଭୁବନେଶ୍ୱର: କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ କରିଛନ୍ତି ଅସନ୍ତୁଷ୍ଟ ଯୁବକ । ମୁହଁରେ ମୁଖା ପିନ୍ଧି ଆସି କାଳିମାଡ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । କାଳିମାଡ କରିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ…
କାମଚଳା ବାଚସ୍ପତି ହେଲେ ଭର୍ତ୍ତୃହରି…
ଭୁବନେଶ୍ୱର: ବିଜେପି ସାଂସଦ ଭର୍ତ୍ତୃହରି ମହତାବ ୧୮ତମ ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବେ । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି । ସେ ସଂସଦରେ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ ।
ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର…
ସୁରମା ପାଢ଼ୀ ହେଲେ ବାଚସ୍ପତି.. ଓଡ଼ିଶା…
ଭୁବନେଶ୍ୱର:ସସୁରମା ପାଢ଼ୀ ହେଲେ ଓଡିଶା ବିଧାନସଭାର ବାଚସ୍ପତି। ପ୍ରମିଳା ମଲ୍ଲିକଙ୍କ ପରେ ପୁଣି ଜଣେ ମହିଳା ବାଚସ୍ପତି ପାଇଲା ଓଡିଶା ବିଧାନସଭା। ରଣପୁର ବିଧାୟିକା ତଥା ରାଜ୍ୟ ବିଜେପିର ଆଗ ଧାଡିର ନେତ୍ରୀ ନିର୍ଦ୍ବନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ…
ମହାନଦୀ ପ୍ରସଙ୍ଗରେ ପ୍ରସନ୍ନ- ସୁରେଶ…
ଭୁବନେଶ୍ୱର:ମହାନଦୀ ପ୍ରସଙ୍ଗରେ ମୁହାଁମୁହିଁ ଶାସକ ଓ ବିରୋଧୀ। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ମହାନଦୀ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। କହିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ବର୍ତ୍ତମାନ ସହଜ ହେବ। ରାଜ୍ୟ କେନ୍ଦ୍ର ଓ ଛତିଶଗଡ଼ରେ ସମାନ ସରକାର । ରାଜ୍ୟ ସରକାର ରାଜ୍ୟର…
ସୁରମା ପାଢ଼ୀ ହେଲେ ନୂଆ ବାଚସ୍ପତି
ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବାଚସ୍ପତି ଚୟନ ନେଇ ଆଲୋଚନା ହେବା ପରେ…
ନବୀନ ହେବେ ବିରୋଧୀ ଦଳ ନେତା ! ଶଙ୍ଖ…
ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ବିରୋଧୀ ଦଳ ନେତା। ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ଏବେ ବିରୋଧୀ ଦଳ ନେତା ହୋଇପାରନ୍ତି। ଆସନ୍ତା ୧୯ ତାରିଖରେ ଶଙ୍ଖ ଭଵନରେ ବସିବାକୁ ଯାଉଛି ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ନବୀନ ହିଁ ବିରୋଧୀ ଦଳ ନେତା ଭାବେ…
ସଂସଦ ଯିବେ ପ୍ରିୟଙ୍କା ଗାନ୍ଧୀ, ଭାଇ…
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ସଂସଦକୁ ଯିବାକୁ ବାଟ ଫିଟିଲା।ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ୱାୟନାଡ ଆସନ ଛାଡ଼ିବେ ରାହୁଲ ଗାନ୍ଧୀ।ଏ ନେଇ ନିଜେ ରାହୁଲ ବିଦ୍ଧିବଦ୍ଧ ଘୋଷଣା କରିଛନ୍ତି। ରାଏବ ରେଲି ଆସନକୁ ରଖି ୱାଏନାଡ଼ ଆସନ ଛାଡିଛନ୍ତି ରାହୁଲ। ଉତ୍ତରପ୍ରଦେଶରେ ଏଥର କଂଗ୍ରେସ ଭଲ…
ବାଚସ୍ପତି ସସ୍ପେନ୍ସରେ ସରଗରମ ରାଜନୀତି,…
ନୂଆଦିଲ୍ଲୀ:ଅଷ୍ଟାଦଶ ଲୋକସଭାରେ କିଏ ହେବେ ବାଚସ୍ପତି। କାହାକୁ ମିଳିବ ଉପ ବାଚସ୍ପତି ତାରି ଉପରେ ଅଟକିଛି ଦେଶର ରାଜନୀତି।ଆସନ୍ତା ୨୪ ତାରିଖରେ ଆରମ୍ଭ ସ୍ୱତନ୍ତ୍ର ଅଧିବେଶନ।୮ ଦିନିଆ ସ୍ୱତନ୍ତ୍ର ଅଧିବେଶନ ସହିତ ବାଚସ୍ପତି ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ୨୪ ଓ ୨୫ ତାରିଖରେ ନୂଆ…
ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ: ଗୋଡ ହରାଇ…
ଭୁବନେଶ୍ୱର: ସମୟ ଥିଲା ଅପରାହ୍ନ। ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି। ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ। ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା।…
ଆଉ ନାହାନ୍ତି ଓଡିଶାର ପୂର୍ବତନ…
ଭୁବନେଶ୍ୱର:ପରଲୋକରେ ଓଡିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ।ବୟସାଧିକ ଦୃଷ୍ଟିରୁ ବିଭିନ୍ନ ରୋଗରେ ପୀଡିତ ଥିଲେ ମୁରଲୀଧର।ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି। କେବେଳ ରାଜନୈତିକ ମହଲରେ ନୁହେଁ ସାମାଜିକ ଏବଂ ସାହିତ୍ୟ ଜଗତରେ ମଧ୍ୟ ଶୋକ…