Browsing Category
ରାଜନୀତି
ପଶ୍ଚିମବଙ୍ଗରେ ଦିଦିଙ୍କ ଗଡରେ ଫିଟିବ…
ନୂଆଦିଲ୍ଲୀ:ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ ଏବଂ ପୁଡୁଚେରିରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ମତଦାନ ହୋଇଥିଲା। ମତଦାନ ଶେଷ ହେବା ପରେ ଏବେ ଏକଜିଟ ପୋଲ ଆସିଛି। ଯାହାକୁ ନେଇ…
ହିଲଟନ ଗୁଳି ମାଡ଼ ନେଇ ଟ୍ରମ୍ପଙ୍କ ପ୍ରେସ୍…
ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ନିଶ୍ଚିତ ବିପଦରୁ ରକ୍ଷା ପାଇଗଲେ। ୱାଶିଂଟନର ହିଲଟନରେ ଘଟିଥିବା ଗୁଳି ମାଡ଼ ନେଇ ଟ୍ରମ୍ପ ପ୍ରେସ୍ ମିଟ୍ରେ କହିଛନ୍ତି, ସୁରକ୍ଷା କର୍ମୀ ମୋତେ ବଞ୍ଚାଇଦେଲେ। ସୁରକ୍ଷା କର୍ମୀ ଯୋଗୁଁ ସେ ନୂଆ ଜୀବନ ପାଇଛନ୍ତି।ସମସ୍ତ…
କେଜ୍ରିୱାଲଙ୍କ ଉପରେ ବର୍ଷିଲେ ରାଘବ…
ନୂଆଦିଲ୍ଲୀ: ଆପ୍ ଏବେ ଦୁର୍ନୀତିରେ ଭରିଛି । ଦଳ ଆଉ ନୀତି ଆଦର୍ଶରେ ନାହିଁ ବୋଲି ଦଳ ଛାଡିଥିବା ସାଂସଦ ରାଘବ ଚଡ୍ଡା କହିଛନ୍ତି। କେଜ୍ରିୱାଲଙ୍କ ଉପରେ ବର୍ଷିଲେ ରାଘବ।ଆପ୍ ଛାଡ଼ିବାର କିଛି ଘଣ୍ଟା ପରେ ବିଜେପିରେ ମିଶିଥିଲେ ରାଘବ ଚଡ୍ଡା। ତାଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ବିଧିବଦ୍ଧ ଭାବେ…
ରେକର୍ଡ ମତଦାନ: ECIଙ୍କ ପ୍ରଶଂସା: SIRକୁ…
ବ୍ୟୁରୋ: ତାମିଲନାଡୁ ଓ ପଶ୍ଚିମବଙ୍ଗରେ ରେକର୍ଡ ଭୋଟିଂ ପାଇଁ ECIଙ୍କ ପ୍ରଶଂସା। ସ୍ବାଧୀନତା ପରେ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ। ତାମିଲନାଡୁ ୮୪.୬୯% ଓ ପଶ୍ଚିମବଙ୍ଗରେ ୯୧.୭୮% ଭୋଟିଂ। SIRକୁ ନେଇ ଦୁଇ ରାଜ୍ୟରେ ବିରୋଧାଭାଷ ସତ୍ତ୍ବେ ସର୍ବାଧିକ ମତଦାନ।ତାମିଲନାଡୁ (୨୩୪ ଆସନ) ଏବଂ…
ରାଜ୍ୟର ୫୮ଟି ସ୍ଥାନ ନାଁର ଇଂରାଜୀ ବନାନର…
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ ଓ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ବନାନକୁ ଓଡ଼ିଆ ନାମ ଅନୁରୂପ କରିବା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ପୂର୍ବରୁ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କଠୁ ପ୍ରସ୍ତାବ ଲୋଡ଼ାଯାଇଥିଲା। ଯାହା ଆଧାରରେ ଶ୍ରୀମତୀ ରାୟଙ୍କ…
ତାମିଲନାଡୁ ବିଧାନସଭା ନିର୍ବାଚନ: ଟିଭିକେ…
ଚେନ୍ନାଇ:ତାମିଲନାଡୁ ବିଧାନସଭା ନିର୍ବାଚନ ନେଇ ସରଗରମ ହୋଇଛି ପୁରା ରାଜ୍ୟ। ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଉଛି। ୟାରି ଭିତରେ ଟିଭିକେ ମୁଖ୍ୟ ଅଭିନେତା ବିଜୟଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତ୍ୟେକ କଲେଜ ଛାତ୍ରଙ୍କୁ ସ୍ନାତକ ଠାରୁ ଡକ୍ଟରେଟ୍…
ଜାତୀୟ ରାଜନୀତିର ଅପ୍ରତିଦ୍ୱନ୍ଦୀ ସମ୍ରାଟ…
ଭୁବନେଶ୍ୱର:ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳିତ ହେଉଛି। ସାରା ଓଡ଼ିଶା ଆଜି ବିଜୁ ବାବୁଙ୍କୁ ମନେ ପକାଉଛି। ଆଜି ଓଡ଼ଶା ରାଜନୀତିରେ ଐତିହାସିକ ଦିନ ହେବାକୁ ଯାଉଛି। ବିଜୁ ବାବୁଙ୍କ ତିରୋଧାନ ଦିବସରେ ଦେଖିବାକୁ ମିଳିବ ବିଜୁ ଲିଗାଶୀ ବା ବିଜୁ ପ୍ରେମୀଙ୍କ ଶକ୍ତି…
ଦକ୍ଷିଣ ଭାରତୀୟ ରାଜ୍ୟର କ୍ଷତି ହେବନି:…
ନୂଆଦିଲ୍ଲୀ: ଡିଲିମିଟେସନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରାଯାଉଛି। ସଂସଦରେ ଆଲୋଚନା ବେଳେ ଡିଲିମିଟେସନକୁ ନେଇ ବଡ଼ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। କହିଛନ୍ତି, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର କୌଣସି କ୍ଷତି ହେବନି।ଏବେ ସଂସଦରେ ଦକ୍ଷିଣ ଭାରତୀୟ ପ୍ରତିନିଧି ସଂଖ୍ୟା ୧୨୯। ସୀମା…
ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ କଂଗ୍ରେସର…
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା ଜାରି ରହିଛି। ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା କଂଗ୍ରେସରୁ ସୃଷ୍ଟି ବୋଲି କହିଲେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ। କହିଲେ, ପଞ୍ଚାୟତିରାଜ ଓ ପୌରପାଳିକାରେ ୩୩% ସଂରକ୍ଷଣ କଂଗ୍ରେସ ଶାସନରୁ ଆରମ୍ଭ ହୋଇଛି।ସ୍ବର୍ଗତ…
୪୮ ଘଣ୍ଟାରେ ବିଧାନସଭା ଡାକ:…
ଭୁବନେଶ୍ୱରେ: ୪୮ ଘଣ୍ଟାରେ ବିଧାନସଭା ଡାକ।ଡିଲିମିଟେସନ ପ୍ରସଙ୍ଗ ଉଠାଇ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ CMଙ୍କୁ ନବୀନଙ୍କ ଚିଠି। ୪୮ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ…