Browsing Category
ରାଜନୀତି
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର। ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି ବିଭାରାଣୀ। ଆଗାମୀ ଅଗଷ୍ଟ ୬ ତାରିଖରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲ୍ବ୍ରସ୍ ଆରୋହଣ ପାଇଁ ଅଭିଯାନ…
କୋରାପୁଟରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ…
କୋରାପୁଟ/ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ପ୍ରଥମ ସରକାର ରାଜ୍ୟରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରିଛି । ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା, ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରଥମ ବଜେଟ୍ରେ ହିଁ ବ୍ୟୟବରାଦ କରି ବିଜେପି ଏକ ନୂତନ…
ମମତା ମହନ୍ତଙ୍କ ବିଜେପିରେ ଯୋଗଦାନ,…
ଭୁବନେଶ୍ୱର, ତା.୦୨/୦୮: ଓଡିଶାବାସୀ, ମୟୂରଭଞ୍ଜ ଜିଲ୍ଲାବାସୀ, କୁଡୁମୀ ସମାଜ ତଥା ଅଧିକରୁ ଅଧିକ ଲୋକଙ୍କ ସେବା ପାଇଁ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ମମତା ମହନ୍ତ ଗତକାଲି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ…
ମୟୂରଭଞ୍ଜ ବାସୀଙ୍କୁ ଧୋକା ଦେଇଛନ୍ତି…
ଭୁବନେଶ୍ୱର:ମମତା ମହନ୍ତ ମୟୁରଭଞ୍ଜବାସୀଙ୍କୁ ଧୋକା ଦେଇଛନ୍ତି। ନିଜ ଜିଲ୍ଲାବାସୀଙ୍କୁ ପ୍ରତାରଣା ଦେଇଛନ୍ତି। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଚଞ୍ଚକତା କରି ମମତା ଇସ୍ତଫା ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି କହିଛି।ବିଜେଡି ଅତୀତରେ ଅନେକ ମହିଳାଙ୍କ ସାମର୍ଥ୍ୟ ନେଇ ସେମାନଙ୍କୁ ସୁଯୋଗ…
ବିଜେଡିକୁ ବାଏ ବାଏ କଲେ ମମତା ମହନ୍ତ
ଭୁବନେଶ୍ୱର:ବିଜେଡି ରାଜ୍ୟସଭା ସାଂସଦ ପଦ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ। ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ ବିଜେଡିକୁ ବାଏ ବାଏ କହିଛନ୍ତି। ଇସ୍ତଫା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ମମତା ମହନ୍ତ ।…
ପିସିସି ସଭାପତି ନେଇ ଦିଲ୍ଲୀରୁ ଆସିଲା…
ଭୁବନେଶ୍ୱର:କଂଗ୍ରେସର ନୂଆ ସଭାପତି କିଏ ହେବେ ତାକୁ ନେଇ ରାଜନୀତି କରିଡ଼ରରେ ଅନେକ ଚର୍ଚ୍ଚା ଆଲୋଚନା। ଏ ସବୁ ଭିତରେ କଂଗ୍ରେସ ଶିବିରରୁ ଆସିଛି ବଡ ପ୍ରତିକ୍ରିୟା। ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦିଲ୍ଲୀରୁ ଫେରିଏଭଳି ପ୍ରତିକ୍ରିୟା ଦେଇଛନ୍ତି ଯାହାକୁ ନେଇ କଂଗ୍ରେସ ଶିବିର ଚଳ ଚଞ୍ଚଳ…
ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଳୁ…
ଭୁବନେଶ୍ୱର: ମମତା ବାନାର୍ଜୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ନୂଆ ଦିଲ୍ଲୀରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଆଳୁ ସମସ୍ୟାର ସମାଧାନ ପାଇଁ ମମତାଙ୍କ ସହିତ ଆଲୋଚନା କରିଛନ୍ତି। ପଶ୍ଚିମ ବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦରଦାମ…
ସ୍ମୃତି ଇରାନୀ ହୋଇପାରନ୍ତି ବିଜେପି…
ନୂଆଦିଲ୍ଲୀ:ବିଜେପିର ନୂଆ ରାଷ୍ଟ୍ରୀୟ ଅଧକ୍ଷ କିଏ ହେବେ ? କାହା ଉପରେ ଭରଷା କରିବ ଦଳ? ସେ ଉତ୍ତର ଅଗଷ୍ଟ ସୁଦ୍ଧା ଜଣାପଡିବ। ବିଜେପି ଶିବିରରୁ ଆସିଥିବା ସୂଚନା ଅନୁସାରେ ଦଳ ନୂଆ ଅଧକ୍ଷଙ୍କୁ ନେଇ ବିଚାର ବିମର୍ଶ କରୁଛି। ଅଧକ୍ଷ ରେସରେ ସବୁଠାରୁ ଆଗରେ ଅଛଣ୍ଟି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି…
ନବୀନଙ୍କ ଆଳୁଚିନ୍ତା, ବିରୋଧୀ କହିଲେ…
ଭୁବନେଶ୍ୱର:ରାଜ୍ୟରେ ଆଳୁର ଅଭାବ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଳୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ମମତାଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ । ଏନେଇ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ବୋଲି ଚିଠିରେ ଦର୍ଶାଇଛନ୍ତି…
ମୋହନଙ୍କ ରେକର୍ଡ,୨ ଘଣ୍ଟା ୮ ମିନିଟ୍…
ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପାଇଁ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ପଢ଼ିଛନ୍ତି।…