Browsing Category
ରାଜନୀତି
ସୁରମା ପାଢ଼ୀ ହେଲେ ନୂଆ ବାଚସ୍ପତି
ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବାଚସ୍ପତି ଚୟନ ନେଇ ଆଲୋଚନା ହେବା ପରେ…
ନବୀନ ହେବେ ବିରୋଧୀ ଦଳ ନେତା ! ଶଙ୍ଖ…
ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ବିରୋଧୀ ଦଳ ନେତା। ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ଏବେ ବିରୋଧୀ ଦଳ ନେତା ହୋଇପାରନ୍ତି। ଆସନ୍ତା ୧୯ ତାରିଖରେ ଶଙ୍ଖ ଭଵନରେ ବସିବାକୁ ଯାଉଛି ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ନବୀନ ହିଁ ବିରୋଧୀ ଦଳ ନେତା ଭାବେ…
ସଂସଦ ଯିବେ ପ୍ରିୟଙ୍କା ଗାନ୍ଧୀ, ଭାଇ…
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ସଂସଦକୁ ଯିବାକୁ ବାଟ ଫିଟିଲା।ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ୱାୟନାଡ ଆସନ ଛାଡ଼ିବେ ରାହୁଲ ଗାନ୍ଧୀ।ଏ ନେଇ ନିଜେ ରାହୁଲ ବିଦ୍ଧିବଦ୍ଧ ଘୋଷଣା କରିଛନ୍ତି। ରାଏବ ରେଲି ଆସନକୁ ରଖି ୱାଏନାଡ଼ ଆସନ ଛାଡିଛନ୍ତି ରାହୁଲ। ଉତ୍ତରପ୍ରଦେଶରେ ଏଥର କଂଗ୍ରେସ ଭଲ…
ବାଚସ୍ପତି ସସ୍ପେନ୍ସରେ ସରଗରମ ରାଜନୀତି,…
ନୂଆଦିଲ୍ଲୀ:ଅଷ୍ଟାଦଶ ଲୋକସଭାରେ କିଏ ହେବେ ବାଚସ୍ପତି। କାହାକୁ ମିଳିବ ଉପ ବାଚସ୍ପତି ତାରି ଉପରେ ଅଟକିଛି ଦେଶର ରାଜନୀତି।ଆସନ୍ତା ୨୪ ତାରିଖରେ ଆରମ୍ଭ ସ୍ୱତନ୍ତ୍ର ଅଧିବେଶନ।୮ ଦିନିଆ ସ୍ୱତନ୍ତ୍ର ଅଧିବେଶନ ସହିତ ବାଚସ୍ପତି ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ୨୪ ଓ ୨୫ ତାରିଖରେ ନୂଆ…
ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ: ଗୋଡ ହରାଇ…
ଭୁବନେଶ୍ୱର: ସମୟ ଥିଲା ଅପରାହ୍ନ। ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି। ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ। ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା।…
ଆଉ ନାହାନ୍ତି ଓଡିଶାର ପୂର୍ବତନ…
ଭୁବନେଶ୍ୱର:ପରଲୋକରେ ଓଡିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ।ବୟସାଧିକ ଦୃଷ୍ଟିରୁ ବିଭିନ୍ନ ରୋଗରେ ପୀଡିତ ଥିଲେ ମୁରଲୀଧର।ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି। କେବେଳ ରାଜନୈତିକ ମହଲରେ ନୁହେଁ ସାମାଜିକ ଏବଂ ସାହିତ୍ୟ ଜଗତରେ ମଧ୍ୟ ଶୋକ…
ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ…
ମନ୍ତ୍ରୀମାନଙ୍କୁ ଆଜି ବିଭାଗ ଦିଆଯାଇଥିବା ନେଇ ସୂଚନା ମିଳିଛି । ୧୨ ତାରିଖରେ ଶପଥ ୧୫ରେ ବିଭାଗ ଦିଆଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ…
ରଣେନ୍ଦ୍ର ପ୍ରତାପ ହେଲେ କାମଚଳା…
ଭୁବନେଶ୍ୱର:କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ରାଜ୍ୟପାଳ ରଘୁବାର ଦାସ ଶପଥ ପାଠ କରାଇଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତରେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆସନ୍ତା ୧୮ ଓ ୧୯ତାରିଖରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ…
ଅଡୁଆରେ କର୍ଣ୍ଣାଟକ ପୂର୍ବତନ…
ନୂଆଦିଲ୍ଲୀ :କର୍ଣ୍ଣାଟକ ରାଜନୀତି ସରଗରମ।କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ବଢ଼ିଲା ଅଡୁଆ। ଗିରଫ ହୋଇପାରନ୍ତି କର୍ଣ୍ଣାଟକର ଏଇ ପୂର୍ବତନ ମୁଖ୍ୟମନ୍ତ୍ରୀ।ବେଙ୍ଗାଲୁରୁର ଏକ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ୟେଦିୟୁରପ୍ପାଙ୍କ ବିରୁଦ୍ଧରେ। ପୋକ୍ସୋ ମାମଲାରେ…
ବିନା କାରଣ ଦର୍ଶାଅ ନୋଟିସରେ ବହିଷ୍କାର..…
ଭୁବନେଶ୍ୱର:ବିନା ନୋଟିସରେ ଦଳରୁ ବହିଷ୍କାର। କାରଣ ଦର୍ଶାଅ ନୋଟିସ ନ ଦେଇ ଜଣେ ଶୃଙ୍ଖଳିତ କର୍ମୀଙ୍କୁ ଦଳରୁ ବହିଷ୍କାର କରିବା ରାଜ୍ୟ କଂଗ୍ରେସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି।କଂଗ୍ରେସର ଆଗଧାଡିର ୪ନେତାଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁରରୁ…