Browsing Category
ରାଜନୀତି
ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ
ଝାଡଖଣ୍ଡ:ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି ମିଳିଛି।ବେଆଇନ ଜମି କାରବାର ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିଲା । ହେମନ୍ତଙ୍କୁ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ। ବେଆଇନ ଜମି…
ସୁଭଦ୍ରା ଯୋଜନା: କେମିତି କରିବେ ଆବେଦନ ?…
ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ବଢ଼ୁଛି ଉତ୍କଣ୍ଠା। ତେବେ କେମିତି କରିବେ ଆବେଦନ କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ? କେଉଁମାନେ ଏହାର ଲାଭ ପାଇ ପାରିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଚାଲିଛି।
ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି ।…
ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ…
କେନ୍ଦୁଝର:ଜନ୍ମମାଟି କେନ୍ଦୁଝରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। ସାଧାରଣ ଗରିବ ଆଦିବାସୀ ଘରର ପୁଅ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ କାମ କରିବି ବୋଲି ଜନ୍ମମାଟି କେନ୍ଦୁଝରରୁ ଏଭଳି ପ୍ରତିଶୃତି ଭରାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି କେନ୍ଦୁଝରର ବିକାଶ ସହ ଭାରତରେ କେନ୍ଦୁଝରକୁ ଏକ…
ପୁଣି ପୁତୁରାଙ୍କୁ ଉତ୍ତରାଧିକାରୀ କଲେ…
ବ୍ୟୁରୋ :ପୁତୁରାଙ୍କୁ ଭବିଷ୍ୟତ ଦାୟିତ୍ୱ। ପୁତୁରା ଚଳାଇବେ ରାଜନୈତିକ ଗୋଟି।ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ବିଏସପି ସୁପ୍ରିମୋ ମାୟାବତୀ ଦଳର ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରାଜୟର କାରଣ ଓ ଭବିଷ୍ୟତ ରଣନୀତି ସମୀକ୍ଷା କରିଛନ୍ତି ମାୟାବତୀ। ପୁତୁରା ଆକାଶ…
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ…
ନୂଆଦିଲ୍ଲୀ: କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା…
ସମ୍ଭାବ୍ୟ ବନ୍ୟାକୁ ନେଇ…
ଭୁବନେଶ୍ୱର:ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟାକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ବନ୍ୟା ପରିଚାଳନା ନୀତି, ମହାନଦୀ ରିଯୁଭେନେସନ ଓ ଜଳ ସଂରକ୍ଷଣ ନୀତି ସହିତ ଅନ୍ତ୍ ନଦୀ ଜଳ ପଥର ଉନ୍ନତି ପାଇଁ ଗଠନ ହେବ କମିଟି।୧୦୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…
ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି…
ଭୁବନେଶ୍ୱର: କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ କରିଛନ୍ତି ଅସନ୍ତୁଷ୍ଟ ଯୁବକ । ମୁହଁରେ ମୁଖା ପିନ୍ଧି ଆସି କାଳିମାଡ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । କାଳିମାଡ କରିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ…
କାମଚଳା ବାଚସ୍ପତି ହେଲେ ଭର୍ତ୍ତୃହରି…
ଭୁବନେଶ୍ୱର: ବିଜେପି ସାଂସଦ ଭର୍ତ୍ତୃହରି ମହତାବ ୧୮ତମ ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବେ । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି । ସେ ସଂସଦରେ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ ।
ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର…
ସୁରମା ପାଢ଼ୀ ହେଲେ ବାଚସ୍ପତି.. ଓଡ଼ିଶା…
ଭୁବନେଶ୍ୱର:ସସୁରମା ପାଢ଼ୀ ହେଲେ ଓଡିଶା ବିଧାନସଭାର ବାଚସ୍ପତି। ପ୍ରମିଳା ମଲ୍ଲିକଙ୍କ ପରେ ପୁଣି ଜଣେ ମହିଳା ବାଚସ୍ପତି ପାଇଲା ଓଡିଶା ବିଧାନସଭା। ରଣପୁର ବିଧାୟିକା ତଥା ରାଜ୍ୟ ବିଜେପିର ଆଗ ଧାଡିର ନେତ୍ରୀ ନିର୍ଦ୍ବନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ…
ମହାନଦୀ ପ୍ରସଙ୍ଗରେ ପ୍ରସନ୍ନ- ସୁରେଶ…
ଭୁବନେଶ୍ୱର:ମହାନଦୀ ପ୍ରସଙ୍ଗରେ ମୁହାଁମୁହିଁ ଶାସକ ଓ ବିରୋଧୀ। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ମହାନଦୀ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। କହିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ବର୍ତ୍ତମାନ ସହଜ ହେବ। ରାଜ୍ୟ କେନ୍ଦ୍ର ଓ ଛତିଶଗଡ଼ରେ ସମାନ ସରକାର । ରାଜ୍ୟ ସରକାର ରାଜ୍ୟର…