thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ବିଜେଡିର ସାଙ୍ଗଠନିକ ନବକଳେବର

ଭୁବନେଶ୍ୱର:ବିଜେଡିର ସାଙ୍ଗଠନିକ ନବକଳେବର। ଦଳକୁ ନୂଆ ରୂପରେଖ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ବିଜେଡ଼ିର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଛି । ନୂତନ ଭାବେ ମିଡ଼ିଆ ଓ ମୁଖପାତ୍ରଙ୍କର ଟିମ୍‌ ଗଢ଼ାଯାଇଛି । ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ…

ନବୀନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲେ…

ପୁରୀ:ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା।ମହାପ୍ରଭୁଙ୍କ ପରମ ଭକ୍ତ ତଥା ପୂର୍ବତବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବିରଳ ରଥଯାତ୍ରାରେ ସାମିଲ ହେବା ସହ ତିନି ରଥ ନିକଟକୁ ଯାଇ ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ସହ ସେବାୟତଙ୍କ ସହ ଆଲୋଚନା…

ଜନସମୁଦ୍ର ବଡଦାଣ୍ଡ, ବିଶ୍ୱ ଦେଖୁଛି…

ପୁରୀ :ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା।କାଳିଆ ଠାକୁରଙ୍କ ପବିତ୍ର ଘୋଷଯାତ୍ରା।ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ଭକ୍ତ ଓ ଭଗବାନ ଏକାକାର ହୋଇଯାଇଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ବଡଦାଣ୍ଡରେ । କେବଳ ଓଡ଼ିଶା କି ଭାରତ ନୁହେଁ, ବରଂ ବିଦେଶରୁ ମଧ୍ୟ ଭକ୍ତଙ୍କ ଆଗମନ ହୋଇଛି ପୁରୀକୁ।…

ରାତି ପାହିଲେ ରଥଯାତ୍ରା: ରଥ.. ପଥ..…

ପୁରୀ :ରାତି ପାହିଲେ ପବିତ୍ର ଘୋଷଯାତ୍ରା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବେ କୋଟି କୋଟି ଭକ୍ତ। ନିଜକୁ ହଜେଇ ଦେବେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ। ପୁରୀରେ ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ l ଆବେଗ ଭରା ପରିବେଶ ପୁରୀ ବଡଦାଣ୍ଡରେ।ବଡ଼ଦେଉଳରୁ ବଡ଼ଦାଣ୍ଡ ଭକ୍ତ ଗହଳିରେ ଉଛୁଳି ପଡ଼ିଲାଣି…

ଡୁପ୍ଲିକେଟ ଚାବିରେ ଖୋଲାଯିବ…

ପୁରୀ:ଡୁପ୍ଲିକେଟ ଚାବିରେ ଖୋଲାଯିବ ରତ୍ନଭଣ୍ଡାର। ଯଦି ଡୁପ୍ଲିକେଟ ଚାବିରେ ନ ଖୋଲେ ତା ହେଲେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏହାକୁ ଭଙ୍ଗା ଯାଇ ରତ୍ନ ଭଣ୍ଡାର ଖୋଲାଯିବ। ଆଗାମୀ ୯ତାରିଖରେ ପୁଣିଥରେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ବସି ରତ୍ନଭଣ୍ଡାର କେବେ ଖୋଲାଯିବ ସେ ନେଇ ନିଷ୍ପତ୍ତି ନେବା ସହ…

ପୁରୀ ବଡ଼ ଦାଣ୍ଡରେ ସଫେଇ କଲେ…

ପୁରୀ:ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତା ପୂର୍ବରୁ ପୁରୀ ବଡଦାଣ୍ଡରେ ସଫେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଝାଡୁ କରି ସାଧାରଣ ସେବକର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଡ ଦାଣ୍ଡରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି। ପୁରୀ ବଡ଼…

ମହାପ୍ରଭୁଙ୍କ ଆଜ୍ଞାମାଳ ନୀତି ଅନୁଷ୍ଠିତ

ପୁରୀ:ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ।ଆଜ୍ଞାମାଳ ବିଜେ ପରେ ସିଂହଦ୍ବାରକୁ ଯିବ ୩ ରଥ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହାପରେ ରଥଖଳାରୁ…

ରଥଯାତ୍ରାରେ ସ୍ୱତନ୍ତ୍ର ବସ୍ ସେବା

ଭୁବନେଶ୍ୱର:ଆସନ୍ତା ରବିବାର ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ । ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪…

ଲୋକଙ୍କ ପାଖରେ ସରକାର ୨୪ ଘଣ୍ଟା…

ଭୁବନେଶ୍ୱର:ଲୋକମାନଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ।୨୪ଘଣ୍ଟା ଲୋକଙ୍କ ଉତ୍ତରଦାୟୀ ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ସଚିବଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ…

ଦରଦାମ ବୃଦ୍ଧିକୁ ନେଇ ବିଜେପି ସରକାରକୁ…

ଭୁବନେଶ୍ୱର:ରାଜ୍ୟରେ ଦରଦାମ ବୃଦ୍ଧିକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି। ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ବିଜେପି ସରକାର ଦରଦାମ ଆକାଶଛୁଆଁ କରିଛନ୍ତି ବୋଲି ବିଜେଡି କହିଛି। ଶଙ୍ଖ ଭବନରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ…