Browsing Category
ରାଜ୍ୟ
ପିପିଲିରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର…
ଭୁବନେଶ୍ୱର:ପିପିଲିରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର ଘଟଣା। ଗୁଡ଼ିଆପୋଖରୀ ସ୍ଥିତ ଆପାର୍ଟମେଣ୍ଟ ଭିତରୁ ମିଳିବା ପରେ IICଙ୍କ ସୂଚନା। ଭୁବନେଶ୍ବର ମହିଳା ଥାନା ପୋଲିସ ଦୁଷ୍କର୍ମ ମାମଲାରେ ଖୋଜିବାକୁ ଆସିଥିଲା। ପିପିଲିର ଜଣେ ଯୁବତୀ ସମ୍ପୃକ୍ତ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ସମ୍ପୃକ୍ତ…
ନୂଆପଡାରେ ହୀରା ଖଣିର ସନ୍ଧାନ:ଓଡ଼ିଶା…
ଭୁବନେଶ୍ୱର:ଓଡିଶା ମାଟିତଳେ ହୀରା ରହିଥିବା ବିଧାନସଭାରେ ତଥ୍ଯ ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତ ଭୂଷଣ ଜେନା। ନୂଆପଡା କାଲମିଦାଦରରେ ହୀରାପଥର ଥିବାର ଚିହ୍ନଟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।ଜୁନାଗଡରେ ମାଣିକ ଥିବାର ଚିହ୍ନଟ ହୋଇଛି। ଏବେ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ ହୋଇନି…
ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ…
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ଦର୍ଶନ ସାରି ଫେରିବା ପରେ ଦିଲ୍ଲୀପ ରାୟ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜିତିଛି। ଓଡ଼ିଶାବାସୀଙ୍କ ସେବା କରିବାକୁ ଶକ୍ତି, ସାହସ ଦେବାକୁ ଭିକ୍ଷା…
କଟକରେ କଡ ଲେଉଟାଇଲା ରାଜନୀତି:ଦଳ ନୁହେଁ…
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ରୋଚକ ହୋଇଛି କଟକ ଜିଲ୍ଲା ରାଜନୀତି। ବାରବାଟୀ କଟକର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଡୋସ... ଚୌଦ୍ୱାର କଟକର ବିଜେଡି ବିଧାୟକ ସୌଭିକ ବିଶ୍ବାଳ.. ବଞ୍ଜୀ ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। ଦଳ ବିରୁଦ୍ଧରେ କଟକର ଏହି ତିନି ଯୁବ ବିଧାୟକ କ୍ରସ ଭୋଟିଙ୍ଗ କରିବା…
ନବୀନଙ୍କୁ ଆଇନ ଜଣା ନାହିଁ:ନବୀନଙ୍କ…
ଭୁବନେଶ୍ୱର: ଆଜି ଓଡିଶାର 4 ରାଜ୍ୟସଭା ଆସନ ପାଇଁ ମତଦାନ ଚାଲିଛି। ତିନି ପ୍ରମୁଖ ରାଜନୈତିକ ଡ଼ଲାର ବିଧାୟକମାନେ ଭଟ୍ ଦେଉଛନ୍ତି। ୟାରି ଭିତରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜାରି ରହିଛି। ନବୀନଙ୍କୁ ଆଇନ ଜଣା ଅଛି କି ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ ସରୋଜ ପାଢ଼ୀ। କହିଲେ, ଦୁଇଟି ବାଲଟ ଦେବା ବେଆଇନ…
ରାଜ୍ୟର ବଡ ମେଡିକାଲରେ ଭୟାବହ…
କଟକ: କଟକ ଏସସିବିରେ ଅଗ୍ନିକାଣ୍ଡ ଘଟି ୧୦ ନିରୀହ ଜୀବନ ଚାଲିଯାଇଛି। ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଘଟଣା ଘଟିଥିଲା ମଧ୍ୟରାତ୍ରୀରେ । ଯେତେବେଳେ ରୋଗୀ ଓ ରୋଗୀ ସଂପର୍କୀୟମାନେ ଶୋଇ ପଡ଼ିଥିଲେ, ଠିକ୍ ସେହି ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ହଠାତ ଅଗ୍ନିକାଣ୍ଡ ହେବାରୁ ରୋଗୀ ଓ…
ଡରାଇଲାଣି ତାତି:ରାଜ୍ୟରେ ଉପରମୁହାଁ…
ଭୁବନେଶ୍ୱର: ଖରା ଦିନ ନ ଆସୁଣୁ ରଜ୍ୟରେ ତାତି କଲବଲ କଲାଣି। ସବୁଠି ତାତିର କହର ଥିବା ବେଳେ ପଶ୍ଚିମ ଓଡିଶାରେ ତାତି ଅଧିକ ରହୁଛି। ଆଜି ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଗାତାର କିଛି ଦିନ ହେବ ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଭାବେ ପରିଗଣିତ…
ବିଜେଡିର ଭିଜନ ନାହିଁ:ବିଜେପିରେ…
ଭୁବନେଶ୍ୱର: ଗଣତନ୍ତ୍ରରେ ଶାସନ ପ୍ରକ୍ରିୟା ଓ ନେତୃତ୍ବକୁ ଦେଖନ୍ତି ଭୋଟର ଓ ନେତା। ଶାସନ ପ୍ରକ୍ରିୟା ଓ ନେତୃତ୍ବକୁ ଦେଖି ନେତା ଓ ଭୋଟର ଦଳ ବାଛନ୍ତି। ବିଜେଡିରେ ନେତୃତ୍ବ ନାହିଁ, ଗତକାଲି ରବୀନ୍ଦ୍ର ଜେନା ନିଜେ କହି ସାରିଛନ୍ତି ବୋଲି ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି। କହିଛନ୍ତି…
ରାଜ୍ୟସଭା ଭୋଟ୍: ସସ୍ପେନ୍ସ ବଢ଼ାଇଲେ…
ଭୁବନେଶ୍ୱର: ବିଜେଡ଼ି ଛାଡ଼ି ନିକଟରେ ବିଜେପିରେ ମିଶିଥିବା ପୂର୍ବତନ ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ପ୍ରତିକ୍ରିୟା ଏବେ ରାଜ୍ୟସଭା ଭୋଟ ରାଜନୀତିକୁ ସରଗରମ କରିଛି ମୁଁ ଜଣେ ଶୃଙ୍ଖଳିତ କର୍ମୀ ଓ ଦଳର ନିର୍ଦ୍ଦେଶ ଅନୁସାରେ କାମ କରିବି। ଦଳର ଶୃଙ୍ଖଳାରେ ବାନ୍ଧି…
BJD ସହ ହାତ ମିଶାଇବା କଂଗ୍ରେସର ବଡ଼…
ଭୁବନେଶ୍ୱର: ବିଜେଡି ସହ ହାତ ମିଶାଇବା କଂଗ୍ରେସ ପାଇଁ ବଡ଼ କ୍ଷତିକାରକ ହେବ ବୋଲି କହିଛନ୍ତି ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ବିଜେଡ଼ି ସହ କଂଗ୍ରେସର ବୁଝାମଣା ମୋ ବିଚାରରେ ଏହା ବହୁତ ବଡ଼ ଭୁଲ୍ ବୋଲି ମହମ୍ମଦ ମୋକିମ୍ କହିଛନ୍ତି।୨୪ ବର୍ଷ କାଳ ବିଜେଡି କଂଗ୍ରେସକୁ ଦରମଲା କରିଛି।…