thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

୩ ଘଣ୍ଟା ପାଇଁ ସାବଧାନ ରୁହ: ପ୍ରବଳ…

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା  ଏନେଇ ୧୨ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା, ଭୁବନେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର,…

ବିଜେଡିର ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ

ଭୁବନେଶ୍ୱର: ଭରତପୁର ଥାନାରେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତିକରଣ। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିଜେଡି ଦେଇଛି ବନ୍ଦ ଡାକରା। ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି…

ଜାମିନ ପାଇଲେ ରୋଡ଼ରୋମିଓ:ଗିରଫ ହେବାର…

ଭୁବନେଶ୍ୱର:ଭରତପୁର ଥାନା ଘଟଣାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଜାମିନ ମଞ୍ଜୁର କରିଛନ୍ତି ମାନ୍ୟବର ଜେଏମଏଫସି 2 କୋର୍ଟ। ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ ବୋଲି କୋର୍ଟ କହିଛନ୍ତି।ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ ବୋଲିକୋର୍ଟ କହିବା ପରେ…

ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ…

ଭୁବନେଶ୍ୱର: ଭରତପୁର ଥାନାଘଟଣାରେ ରୋଡ଼ ରୋମିଓଙ୍କ କ୍ରାଇମ ସିନ ରିକ୍ରିଏସନ କରାଯାଇଛି। ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ଚନ୍ଦକା ଥାନା ପୋଲିସ। କୋର୍ଟରେ ହଜାର ପୂର୍ବରୁ ଘଟଣା ସ୍ଥଳକୁ ନେଇ ଆଜି କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ। ଗତ ୧୫ତାରିଖ ରାତିରେ ତାରିଖ କଣ ଘଟିଥିଲା। କେଉଁ…

ଆଜିଠାରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ…

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଆଜି ଠାରୁ ତିନି ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି। ଆଜିର ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ଶେଷ…

ଭରତପୁର ଥାନା ଘଟଣା: ନିଜ ଆଡୁ ମାମଲା…

ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିଶନ। ଘଟଣାର ଗୁରୁତ୍ବ ଦେଖି ନିଜ ଆଡୁ ମାମଲା ରୁଜୁ କରିବା ସହିତ ତଦନ୍ତକୁ ଆଗକୁ ବଢ଼ାଇଛନ୍ତି ମହିଳା କମିଶନ।ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ…

ଭରତପୁର ଥାନା ଘଟଣା: ଏସଆଇଟି ତଦନ୍ତ ଦାବି…

ଭୁବନେଶ୍ୱର: ଭରତପୁର ଥାନାରେ ଯେପରି ଭାବେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଗଲା ତାକୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣାକୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା…

ଶହେ ଦିନର ସରକାରକୁ ପାଠ ପଢାଉଛି ବିଜେଡି 

ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ଶୁନ୍ୟ ସହନାଶୀଳତା ନୀତି ଅବଲମ୍ବନ କରିଛନ୍ତି ସରକାର। ମହିଳା ଅପରାଧ ମାମଲାରେ ସରକାର ଶୁନ୍ୟ ସହନାଶିଳତା ନେତୀ ରହିଛି। କାହାକୁ ଛାଡ ହେବ ନାହିଁ। ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେତେ ପ୍ରଭାବଶାଳୀ ଲୋକ ହେଲେ ବି କାହା ମୁହଁ ଦେଖା ଯିବନି। ନବୀନ ବାବୁ ଯେଉଁ…

ଭରତପୁର ଥାନା ଘଟଣା: ଆସନ୍ତାକାଲି ରାଜଭବନ…

ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି। ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ଦେବ ବିଜେଡି। ପରେ ସବୁ ସ୍ତରରେ ପ୍ରତିବାଦ କରାଯିବ। ଯେ ପର୍ଯ୍ୟନ୍ତ ଏ ଘଟଣାରେ ନାୟିକ କାର୍ଯ୍ୟନୁଷ୍ଠାନ ହୋଇନି ସେ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱରକୁ ଶାଣିତ କରିବ…

ଆସନ୍ତା ସେପଟେମ୍ବର ୨୪ ସୁଦ୍ଧା…

ପୁରୀ: ଆସନ୍ତା ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ )ର ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଗତକାଲି ୧୮ ସେପଟେମ୍ବର ଦିନ ଶ୍ରୀମନ୍ଦିର…