Browsing Category
ରାଜ୍ୟ
ଆସନ୍ତକାଲି ଠାରୁ ପୁଣି ଆନ୍ଦୋଳନ କରିବେ…
ଭୁବନେଶ୍ୱର: ଓଡ଼ିଶା ନର୍ସିଂ ଅଫିସର ସଂଘ ଆସନ୍ତା କାଲି ଠାରୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ପର୍ଯ୍ୟନ୍ତ ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି…
ଏଥର ମଦ ଓ ପ୍ଲାଷ୍ଟିକ୍ ମୁକ୍ତ…
ଭୁବନେଶ୍ବର: ଜଗତଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ପାଇଁ ପୀଠ ଓ ମଣ୍ଡପରେ ଜୋରଦାର ପ୍ରସ୍ତୁତି ଚାଲିଛି। ଦେବୀ ମନ୍ଦିରଗୁଡ଼ିକ ସାଜସଜ୍ଜା ଚାଲିଥିବା ବେଳେ ପୂଜାମଣ୍ଡପ କାମ ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ବରରେ ପରିଚାଳିତ ହେବଥିବା ଦୁର୍ଗାପୂଜା ସ୍ଥଳୀକୁ ଆକର୍ଷଣୀୟ…
ସୃଷ୍ଟି ହେଲା ଲଘୁଚାପ: ଆଜିଠୁ ପ୍ରବଳ…
ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମକେନ୍ଦ୍ରୀୟ ତତ-ସଂଲଗ୍ନ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ…
ଯୋଜନାର ରଙ୍ଗ ନ ବଦଳାଯାଉ, ଯୋଜନା ଉପରେ…
ଭୁବନେଶ୍ୱର :ଯୋଜନାର ରଙ୍ଗ ନ ବଦଳାଇ, ଯୋଜନା ଉପରେ କାର୍ଯ୍ୟ କଲେ ବିକାଶ ହେବ। 24 ବର୍ଷରେ ରାଜ୍ୟରେ ବିକାଶ ଯାହା ହୋଇଛି, ତାହା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟ କହୁଛି। ଗତ ସପ୍ତାହରେ ଏ ରିପୋର୍ଟ ଆସିଛି। ମୁଣ୍ଡ ପିଛା ଆୟ ଦେଶ ତୁଳନାରେ ଓଡ଼ିଶାରେ ଭଲ। 2001ରେ ଏହା…
ଲୋକଙ୍କୁ କନ୍ଦାଉଛି ପିଆଜ: ଦର ଛୁଇଁଲାଣି…
ଭୁବନେଶ୍ୱର: ରାଜ୍ୟରେ ପୁଣି ପିଆଜ ଦର ମହଙ୍ଗା। ଦର ଆକାଶ ଛୁଆଁ ହେଲାଣି।ଆଳୁ ପରେ ଏବେ ପିଆଜ ଦର ଉପର ମୁଁହା। ଏବେ ମାର୍କେଟରେ କିଲୋ ପ୍ରତି ପିଆଜ ୬୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି। ଓଡ଼ିଶାକୁ ମୁଖ୍ୟତଃ ବେଙ୍ଗାଲୁରୁ, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରର କର୍ନୁଲରୁ…
ଭରତପୁର ଥାନା ଘଟଣା: ସିସିଟିଭି…
କଟକ: ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଓ ସିସିଟିଭି ସମ୍ପର୍କରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବାକୁ ଅତିରିକ୍ତ ଡିଜି ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି…
ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚାଷୀଙ୍କ ଦୁଃଖ କାହାଣୀ ଶୁଣିଲେ ମୁଖ୍ୟମନ୍ତ୍ରୀ। ସମସ୍ୟା ଶୁଣିଲେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ। ସୁଦୂର କେନ୍ଦ୍ରାପଡା ଜିଲ୍ଲା ରାଜକନିକାରୁ ୧୭ଜଣ ଚାଷୀ ତାଙ୍କ ଅଞ୍ଚଳର ବରୁଣା ପ୍ରାଥମିକ କୃଷି ସମବାୟ ସମିତିରେ ହୋଇଥିବା ଆର୍ଥିକ ହେରଫେର ବିଷୟରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ…
ଆସନ୍ତାକାଲି ହେବାକୁ ଥିବା ଆନ୍ଦୋଳନ…
ଭୁବନେଶ୍ୱର: ଆସନ୍ତାକାଲି ବିଜେଡି ଦେଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସରକାର ଗତକାଲି ରାତ୍ରିରେ ନବୀନ ପଟ୍ଟନାୟକଙ୍କ ଦାବିକୁ ଗ୍ରହଣ କରିଛନ୍ତି। ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।୬୦ ଦିନ ମଧ୍ୟରେ ଏହି ରିପୋର୍ଟ ଆସିବ ନେଇ କୁହାଯାଇଛି। ତେଣୁ ଆମେ ଆସନ୍ତାକଲି ଯେଉଁ ଆନ୍ଦୋଳନର…
ଭରତପୁର ଥାନା ଘଟଣା: ନବୀନଙ୍କ ଦାବିକୁ…
ଭୁବନେଶ୍ୱର: ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା…
ଭରତପୁର ଥାନା ଘଟଣା: ପଲ୍ଲୀରୁ…
ଭୁବନେଶ୍ୱର:ଭରତପୁର ଘଟଣାରେ କଂଗ୍ରେସ କରିବ ବ୍ୟାପକ ଆନ୍ଦୋଳନ। ଘଟଣାର ସମ୍ବେଦନଶୀଳତାକୁ ଦେଖି ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ।ଗଣମାଧ୍ୟମକୁ ସୂଚନା ଦେଇ ପ୍ରସାଦ କହିଛନ୍ତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରାଯିବ। ଭରତପୁର ଥାନା…