Browsing Category
ରାଜ୍ୟ
ଦଶମ ପରୀକ୍ଷା ଦେବାକୁ ଥିବା…
ଭୁବନେଶ୍ୱର: ଦଶମ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ପରୀକ୍ଷା ହେବ। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ…
ରାଜ୍ୟରେ ବଢିବ ଶୀତ
ଭୁବନେଶ୍ୱର: ନଭେମ୍ବର ୧୬ରୁ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା…
ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା…
ଭୁବନେଶ୍ୱର: ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ…
ସମବାୟ ସମିତି ଗୁଡିକ ସରକାରୀ ନିୟମ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି।
ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ…
ଜୟନାରାୟଣ ମିଶ୍ରଙ୍କ ଗିରଫ ଦାବି କଲା…
ଭୁବନେଶ୍ୱର:ଜୟନାରାୟଣ ମିଶ୍ର ସବୁ ବେଳ ମାନସିକ ସ୍ଥିତି ହରାଇ ବସିଛନ୍ତି। ପାଗଳର ପ୍ରଳାପ କରୁଛନ୍ତି। ବିଜେପି ସରକାର ଜୟନାରାୟଣ ମିଶ୍ରଙ୍କୁ ପ୍ରଥମେ ଗିରଫ କରୁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟ ଆଣ୍ଟିସିପେଟରି ବିଲ୍ ରିଜେକ୍ଟ କରିଛନ୍ତି। ଜଣେ…
କାଲିଠୁ ଜମିବ ବାଲିଯାତ୍ରା: ଉଦଘାଟନ…
କଟକ: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି।ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହେବ ଉଦଘାଟନ ବାଲିଯାତ୍ରା। ଆସନ୍ତାକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭ ଉଦଘାଟନ…
ଆସନ୍ତାକାଲି ବିର୍ସା ମୁଣ୍ଡାଙ୍କ ୧୫୦ ତମ…
ଭୁବନେଶ୍ୱର:ଆସନ୍ତାକାଲି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ଏହି ଅବସରରେ ଜନତା ମଇଦାନରେ ପାଳନ ହେବ ଜନଜାତି ଗୌରବ ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିବେ। ଭିସିରେ ଯୋଡି ହେଇ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଜନତା ମଇଦାନରେ ପ୍ରାୟ ହଜାର ହଜାର ଲୋକ ସାମିଲ…
ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର ନିଯୁକ୍ତି…
କଟକ:ହୋମଗାର୍ଡଙ୍କ ପାଇଁ ଆସିଲା ବଡ ଖବର। ଅଗ୍ନିଶମ ବିଭାଗର ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର ପଦବୀରେ ୧୦ ପ୍ରତିଶତ ହୋମଗାର୍ଡ ପାଇବେ ନିଯୁକ୍ତି। ନିୟମ ଅନୁଯାୟୀ ଏହି ପଦବୀ ଅଣସରକ୍ଷିତ ବର୍ଗକୁ ଯାଇ ପାରିବ ନାହିଁ। ବର୍ଷ ବର୍ଷ ଧରି ଏହି ପଦବୀ ଖାଲି ଥିଲେ ତାହା କେବଳ ହୋମଗାର୍ଡ ମାନଙ୍କୁ ଦିଆଯିବ ବୋଲି ଡକ୍ଟର…
ସିନେମା କାହା ବାପାର ନୁହେଁ: ଯିଏ…
ଭୁବନେଶ୍ୱର: ସିନେମା କାହା ବାପାର ନୁହେଁ। ସିନେମା ହେଉଛି ଓଡିଶାବାସୀଙ୍କର। ଫିଲ୍ମରେ ଭୁଲ ଥିଲେ ମୁଁ ମୁହଁ ଖୋଲିବି। ଯିଏ ଯାହା କଲେ ମୁଁ ଚୁପଚାପ ବସିବି ନାହିଁ ବୋଲି କହିଛନ୍ତି ଓଲିଉଡ଼ ଅଭିନେତା ମନୋଜ ମିଶ୍ର। ଗତକାଲି ମନୋଜ ମିଶ୍ରଙ୍କ ବିରୁଦ୍ଧରେ ଫିଲ୍ମ ଆଣ୍ଡ ଟେଲିଭିଜନ ଡିରେକ୍ଟର ଆସୋସିଏସନ ସାଇବର…
ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା:…
ପୁରୀ : ପୁଣି ଥରେ ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ସିଂହଦ୍ୱାର ଦେଇ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍। ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ଉଦ୍ଧାର ବେଳେ ମହିଳା ଜଣକ ପୁଲିସ୍କୁ ବିରୋଧ…