thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସିବିଆଇରେ ହାଜର ହୋଇପାରନ୍ତି ବରିଷ୍ଠ IAS…

ଭୁବନେଶ୍ୱର: ବରିଷ୍ଠ IAS ବିଷ୍ଣୁ ପଦ ସେଠୀଆଜି ସିବିଆଇର ହାଜର ହୋଇପାରନ୍ତି । ସିବିଆଇରେ ହାଜର ହେବାକୁ ଗତ ଦଶ ତାରିଖରେ ସିବିଆଇ ତାଙ୍କୁ ନୋଟିସ କରିଥିଲା ।କିନ୍ତୁ ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ସେ ହାଜର ହୋଇ ନଥିଲେ। ଗତ ୫ତାରିଖ ରେ ବିଷ୍ଣୁ ପଦ ବ୍ରିଜ ଆଣ୍ଡ ରୁଫ କାର୍ଯ୍ୟାଳୟର ମ୍ୟାନେଜର ଚଞ୍ଚଳ ଓ…

ଗୁଜୁରାଟରେ ହତ୍ୟା କରି ବ୍ରହ୍ମପୁରରେ…

ବ୍ରହ୍ମପୁର:ଗୁଜୁରାଟରେ ହତ୍ୟା କରି ଓଡିଶା ପଳେଇ ଆସିଥିଲା ଅଭିଯୁକ୍ତ। ବ୍ରହ୍ମପୁରରେ ଲୁଚି ରହି ପୋଲିସକୁ ଚକମା ଦେଉଥିଲା। ଶେଷରେ ଗୁଜୁରାଟ ପୋଲିସ ହାତରେ ନାଟକୀୟ ଭାବେ ଧରା ଦେଇଛି ଅଭିଯୁକ୍ତ ଡି.କେଶବ ପାତ୍ର। ଗିରଫ ଅଭିଯୁକ୍ତ ଶେରଗଡ଼ ଥାନା ଶୁଗୁଳିଆପଲ୍ଲୀ ଗାଁର । କେଶବ ଗୁଜୁରାଟର ପାଣ୍ଡେଶୋର…

ଦେଶୀ ବନ୍ଧୁକ ରଖିବାରୁ ଗିରଫ:…

ରାଉରକେଲା:ରାଉରକେଲାରେ ଦେଶୀ ବନ୍ଧୁକ ରଖିବାରେ ଗିରଫ।ବେଆଇନ ଦେଶୀ ବନ୍ଧୁକ ରଖିବା ସୂଚନା ପାଇବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ସେକ୍ଟର -୩ ଥାନା ପୋଲିସ୍। ଗିରଫ ଦୁଇ ଜଣ ହେଉଛନ୍ତି ଭିକି ଚୋୖଧୁରୀ ଓ ସୁମିତ ରଞ୍ଜନ ରାଉତ। ଦୁହେଁ ଗାଡ଼ିରେ ବନ୍ଧୁକ ନେଇ ଯାଉଥିବା ସମ୍ପର୍କରେ ସୂଚନା ପାଇଥିଲା ପୋଲିସ୍।…

ସୁଭଦ୍ରା ଚତୁର୍ଥ କିସ୍ତିକୁ ସ୍ଥଗିତ…

ଭୁବନେଶ୍ୱର:ସୁଭଦ୍ରା ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର।ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖାଯାଇଛି। ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନଥିବାରୁ ମିଳିବାକୁ ଥିବା ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଛନ୍ତି ସରକାର।ପ୍ରଥମ କିସ୍ତିର ଚତୁର୍ଥ…

ଶିକାରୀ ଗୁଳିରୁ ଅଳ୍ପକେ ବର୍ତ୍ତିଲେ ବନ…

ମୁନିଗୁଡା: ଛତିଶଗଡ଼ରୁ ହାତୀ ଦାନ୍ତ କିଣିବାକୁ ଆସିଥିବା ବେପାରୀଙ୍କୁ ଟ୍ରାପ କରି ଫସିଲା ଛତିଶଗଡ଼ର ଫରେଷ୍ଟ ଟିମ। ବେପାରୀଙ୍କୁ ଟ୍ରାପ କରିବା ପାଇଁ ଛତିଶଗଡ଼ ବନ ବିଭାଗର ଏକ ଟିମ ଆସିଥିଲେ। ମୁନିଗୁଡା ବନଖଣ୍ଡ ଅଧିକାରୀଙ୍କ ସହାୟତାରେ ୧୩ ଜଣିଆ ଟିମ କରଡା ବନ୍ଧ ଘାଟି ନିକଟରେ ଯାଞ୍ଚ କରିଥିଲେ।…

କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଗଳା…

କଟକ: କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ସଫଳ ହୋଇଛି ପୋଲିସର ଅପରେସନ। ଅଭିଯୁକ୍ତଙ୍କ ପାଖରେ ପହଂଚିବା ପାଇଁ ପୋଲିସର ଅପରେସନକୁ ବଖାଣିଛନ୍ତି କଟକ ଡିସିପି। ମାତ୍ର ଦୁଇ ଦିନରେ ହତ୍ୟାକାଣ୍ଡର ପର୍ଦ୍ଧାଫାସ କଲା କଟକ କମିଶନରେଟ ପୋଲିସ।୩୦ ରୁ ୩୫ ଘଣ୍ଟାରେ ତଦନ୍ତ କରି ଅଭିଯୁକ୍ତ…

ଯାତ୍ରା ପୂର୍ବରୁ ଘଟିଲା ଅଘଟଣ: ଭାଙ୍ଗିଲା…

ସାଲେପୁର:ଆଉ କିଛି ସମୟ ପରେ ଯାତ୍ରା ପରିବେଷଣ ହୋଇଥାନ୍ତା। ହେଲେ ତା ପୂର୍ବରୁ ଘଟିଗଲା ଅଘଟଣ। ଭାଙ୍ଗିଲା ଯାତ୍ରା ପାର୍ଟିର ମୁଖ୍ୟ ଗେଟ। ଘଟିଲା ବଡ ଅଘଟଣ।ଚାପି ହୋଇ ଆହତ ହେଲେ ୩୦ ରୁ ଅଧିକ ଲୋକ।କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ାରେଯାତ୍ରା ଆରମ୍ଭ ହେବା ପୂର୍ବରୁ ଘଟିଲା ଅଘଟଣ ଘଟିଛି। ଭୁଶୁଡ଼ି…

ଯାତାୟାତ କ୍ଷେତ୍ରରେ ସୁଦୃଢ ହେବ…

ମାଲକାନଗିରି:ଯାତାୟାତ ଓ ବାଣିଜ୍ୟ କ୍ଷେତ୍ରରେ ଆହୁରି ସଶକ୍ତ ହେବ ମାଲକାନଗିରି ଜିଲ୍ଲା।ମାଲକାନଗିରି ମୋଟୁ ଠାରୁ ମୟୁରଭଞ୍ଜ ର ତିରିଙ୍ଗି ପର୍ଯ୍ୟନ୍ତ ନିର୍ମାଣ ହେବ ୬ ଲେନ ରାସ୍ତା । ଡବଲ ଇଞ୍ଜିନ ଫୋକସରେ ମାଲକାନଗିରି ଜିଲ୍ଲା ।ଜିଲ୍ଲାର ନିଯୁକ୍ତ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ନିର୍ମାଣ ହେବ…

ପୋଲାଭରମକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ…

ଭୁବନେଶ୍ୱର:ପୋଲାଭରମ ପ୍ରସଙ୍ଗକୁ ନେଇ ସ୍ବର ଶାଣିତ କରିଛି ବିଜେଡି। ରାଜ୍ୟର ସ୍ୱାର୍ଥ ପାଇଁ ଏହି ପ୍ରସଙ୍ଗକୁ ନେଇ ଏଵେ ଆନ୍ଦୋଳନକୁ ଓଲ୍ହାଇବାକୁ ଯାଉଛି ବିଜୁ ଜନତା ଦଳ ପୋଲାଭରମକୁ ନେଇ ଜାନୁୟାରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ମାଲକାନଗିରି ମୋଟୁ ରୁ ରାଜଧାନୀ ଏବଂ ରାଜଧାନୀରୁ ଦିଲ୍ଲୀ ଆନ୍ଦୋଳନ…

କାରରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଘଟଣା: IAS…

ଭୁବନେଶ୍ୱର:IAS ବିଷ୍ଣୁପଦ ସେଠୀଙ୍କୁ ସମନ ପଠାଇଛି ସିବିଆଇ।ଦିଲ୍ଲୀ ସିଆବିଆଇରୁ ମିଳିଛି ବିଷ୍ନୁପଦଙ୍କୁ ସମନ୍। ଗତ ୧୦ତାରିଖରେ CBI ଏହି ସମନ ପଠାଇଥିବା ଜଣାପଡିଛି।ଟେଣ୍ଡର ଫିକ୍ସିଂରେ ଗିରଫ ତିନି ଅଭିଯୁକ୍ତ ଙ୍କ ଆକାଉଣ୍ଟରୁ ବିଷ୍ଣୁ ପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡିବା ପରେ…