thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସକାଳୁ ଟୁଇନ ସିଟିରେ ବର୍ଷା: ରାଜ୍ୟରେ…

ଭୁବନେଶ୍ୱର: ଆଜି ସକାଳୁ ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ବର୍ଷା ହୋଇଛି। ଯଦିଓ ସେତେଟା ଜୋରରେ ବର୍ଷା ହୋଇନି କିନ୍ତୁ ମଧ୍ୟମ ଧରଣର ବର୍ଷା ହୋଇଛି। ଫଳରେ ପାଗ କୋହଲା ରହିଛି। କେବଳ କଟକ ଭୁବନେଶ୍ୱରରେ ନୁହେଁ ରାଜ୍ୟର ଆଉ କେତକ ଜିଲ୍ଲାରେ ବି ବର୍ଷା ହୋଇଥିବା ଜଣାପଡିଛି।ଅନେକ ସ୍ଥାନରେ ଝିପିଝିପି…

ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ଘଟଣା:…

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାରେ ଦୋଷୀଙ୍କୁ ମିଳିଲା ଦଣ୍ଡ। ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍।ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ହୋଇଛି। ଦୋଷୀ ସାବ୍ୟସ୍ତ ୫ ଅଭିଯୁକ୍ତମାନେ ହେଉଛନ୍ତି କାଳିଆ ସେଠି , ପିଙ୍କୁ ପାତ୍ର ସନିଆ ରାଉତ…

ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ…

ବ୍ରହ୍ମପୁର: ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ। ଲୋକଙ୍କୁ ଚୂନା ଲଗାଉଥିଲେ ଠକ। ବିଭିନ୍ନ ସରକାରୀ ପଦ ପଦବୀରେ ଚାକିରୀ କରେଇଦେବାକୁ କହି ଅନେକ ଲୋକଙ୍କୁ ଠକିବା ପରେ ଏଵେ ପୋଲିସ ହାତରେ ଧରାପଡିଛନ୍ତି ଠକ।ଅଭିଯୋଗରେ ତିନି ଜଣ ଠକଙ୍କୁ ଗିରଫ କଲା ବଡ଼ ବଜାର ଥାନା ପୋଲିସ ।ଗିରଫ ତିନି…

ଯୋଗାଣ ମନ୍ତ୍ରୀଙ୍କୁ ଆଳୁ ମନ୍ତ୍ରୀ କହି…

ଭୁବନେଶ୍ୱର:ଯୋଗାଣ ମନ୍ତ୍ରୀଙ୍କୁ ଆଳୁ ମନ୍ତ୍ରୀ କହି ଗୃହରେ କଟାକ୍ଷ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଧାନ କିଣାରେ ଅବ୍ୟବସ୍ଥା,ଚାଷୀଙ୍କୁ ଶୋଷଣ ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ତିନିଥର "ଆଳୁ ମନ୍ତ୍ରୀ…

କଳିଙ୍ଗ ଷ୍ଟାଡିଅମରେ ସର୍ବ ଭାରତୀୟ ହକି…

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ - ୨୦୨୫ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ…

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୁଜିତ…

ଭୁବନେଶ୍ୱର:ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ ସୁଜିତ କୁମାର ଦଳୀୟ କାର୍ଯ୍ୟଳୟରେ ଆଲୋଚନା ପରେ ସୁଜିତ କୁମାରଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା ବିଜେପି। ପରେ ବିଧାନସଭା ଯାଇ ପହଞ୍ଚି ନାମାଙ୍କନ ଭରିଲେ ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ନାମାଙ୍କନ…

ପାଚେରୀ ପଡି ଶ୍ରମିକ ମୃତ ଘଟଣା:ଆଜି…

କଟକ:କଟକ ବିଡାନାସୀରେ ପାଚେରୀ ପଡି ଶ୍ରମିକ ମୃତ ଘଟଣାରେ ଆଜି ଆସିବ ତଦନ୍ତ ରିପୋର୍ଟ। ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ମହାନଗର ନିଗମ କମିଶନର ଅନାମ ଚରଣ ପାତ୍ରଙ୍କ ସୂଚନା ଦେଇଛନ୍ତି। ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଯିଏ…

ରାଜ୍ୟରେ ନିଯୁକ୍ତି ହେବେ ୫ ହଜାର…

ଭୁବନେଶ୍ୱର: ରାଜ୍ୟରେ ଖୁବ ଶୀଘ୍ର ୫ହଜାର ଡାକ୍ତର ନିଯୁକ୍ତି ହେବେ।ଏ ନେଇ ଖୁବ ଶୀଘ୍ର ଵିଜ୍ଞାପନ ଆସିବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଖୁବଶୀଘ୍ର ୫ହଜାର ଡାକ୍ତର, ୩ହଜାର ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର। ୩୦ ଜିଲ୍ଲାରେ…

ପୂର୍ବତଟ ରେଳବାଇକୁ ଦୁର୍ବଳ କରିବା ପାଇଁ…

ଭୁବନେଶ୍ୱର:ପୂର୍ବତଟ ରେଳବାଇକୁ ଦୁର୍ବଳ କରିବା ପାଇଁ କେନ୍ଦ୍ର ବିଜେପି ସରକାର ଓ ରେଳ ମନ୍ତ୍ରଣାଳୟର ଯୋଜନାବଦ୍ଧ ଷଢଯନ୍ତ୍ର ସଂକ୍ରାନ୍ତରେ ଗର୍ଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଇଷ୍ଟ କୋଷ୍ଟ ରେଲୱେ ଠାରୁ ୱାଲଟିୟର ଡିଭିଜନକୁ ଅଲଗା କରି ଆନ୍ଧ୍ରରେ ମିଶାଯିବାର, କେନ୍ଦ୍ର ସରକାରଙ୍କ…

ଚାଷୀ ପାଇଲେ ଇନପୁଟ ସବସିଡି: ବରଗଡ଼…

ବରଗଡ:ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ,…