thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଖୁବ ଶୀଘ୍ର ପୂରଣ ହେବ ୫ ହଜାର ଗୃହରକ୍ଷୀ…

ଭୁବନେଶ୍ୱର:ପୋଲିସ ବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।ଗୃହରକ୍ଷୀମାନେ ହେଉଛନ୍ତି ପୋଲିସର ଏକ ଅଭିନ୍ନ ଅଙ୍ଗ। ଆମ ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ ଠାରୁ ଗୃହରକ୍ଷୀ…

ERSS ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ERSS ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ…

ଦୁଇ ଦିନିଆ ଓଡିଶା ଗସ୍ତରେ ଆସାମ…

ଭୁବନେଶ୍ୱର:ଦୁଇ ଦିନିଆ ଓଡିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିମାନ ବନ୍ଦରରେ ପହଂଚିବା ପରେ ସିଧା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ହେମନ୍ତ।…

୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବ…

ପୁରୀ:ଆଜି ଶ୍ରୀ ମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ।ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥବାରୁ ଏଥପାଇଁ ଶ୍ରୀ ମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।ରତ୍ନବେଦୀରେ ମହାପ୍ରଭୁଙ୍କର ଏହି ବିଶେଷ ବନକଲାଗି ନୀତି ସମ୍ପର୍ଣ୍ଣ ହେବ। ମଧ୍ୟାହ୍ନ ଧୂପ ସରିବା…

ନିଜ ଦେଶକୁ ଫେରିବେ ଅଟକ ଥିବା…

ପାରାଦ୍ଵୀପ:ନିଜ ଦେଶକୁ ଫେରିବେ ଅଟକ ଥିବା ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ। ଭାରତୀୟ ଜଳ ସୀମାରୁ କୋଷ୍ଟଗାର୍ଡ ଦ୍ବାରା ଅଟକ ରହିଥିବା ୭୮ ଜଣ ବାଙ୍ଗଲାଦେଶୀ ନିଜ ଦେଶକୁ ଫେରିବେ।ଭାରତ ସରକାର ସେମାନଙ୍କୁ କ୍ଷମା କରିଥିବା ବେଳେ ଭାରତୀୟ ଦୁତାବାସ ଓ ବାଙ୍ଗଲାଦେଶ ଦୂତାବାସ ମଧ୍ୟରେ ଆଲୋଚନା ସରିଛି। ବୋଟ୍ ରେ…

ଲାଞ୍ଚ ମାମଲାରେ ସିବିଆଇ ରେଡ ପ୍ରସଙ୍ଗ:…

ଭୁବନେଶ୍ୱର: ପୁଣି ରିମାଣ୍ଡରେ ଗଲେ ଲାଞ୍ଚ କାରବାରରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ। ଦ୍ଵିତୀୟ ଥର ପାଇଁ ରିମାଣ୍ଡରେ ଯାଇଛନ୍ତି ତିନି ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା। ହୋଟେଲ ମେ ଫେୟାର ସାମ୍ନାରେ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ଏମାନଙ୍କୁ ଗିରଫ କରିଥିଲା…

ସରିଲା ଶୀତ ଅଧିବେଶନ:୧୬ଟି କାର୍ଯ୍ୟ ଦିବସ…

ଭୁବନେଶ୍ବର: ଗତମାସ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଶେଷ ହୋଇଛି। ଏହି ଅଧିବେଶନ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି। ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। ଏହି ସମୟ ମଧ୍ୟରେ ୩୦ଟି କାର୍ଯ୍ୟଦିବସର ଆୟୋଜନ ହେବାର ଥିଲା। କିନ୍ତୁ…

ମିଶନ ଶକ୍ତି ପ୍ରସଙ୍ଗ: ସରକାରଙ୍କୁ…

ଭୁବନେଶ୍ୱର: ବିଧାନସଭା ବାହାରେ ଓ ଭିତରେ ମିଶନ ଶକ୍ତି ତାତି। ଗୋଟିଏ ପଟେ ଲୋୟର ପିଏମଜିରେ ମିଶନ ଶକ୍ତି ସଦସ୍ୟାଙ୍କ ଧାରଣା କମ୍ପୁଥିବା ବେଳେ ବିଧାନସଭାରେ ମଧ୍ୟ ଏହାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି।ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ସରକାରଙ୍କୁ ସିଧା ନିଶାନା କଲେ ବିଜେଡି ବିଧାୟକ ରଣେନ୍ଦ୍ର…

ଦୁର୍ନୀତିଖୋର ସରକାରୀ ଅଧିକାରୀ ସାବଧାନ:…

ଭୁବନେଶ୍ୱର:ଦୁର୍ନୀତିଖୋର ସରକାରୀ ଅଧିକାରୀ ସଚେତନ ହୋଇ ଯାଆନ୍ତୁ। ବାହାରେ ଭିଜିଲାନ୍ସ ଜଗିଛି। ଖଣ୍ଡଗିରିରୁ ଦୁର୍ନୀତିଖୋର ଙ୍କ ବିରୁଦ୍ଧରେ ଆକ୍ସନ ପ୍ରକ୍ରିୟା ଆରମ୍ଭ ହେଲା । ଆଗକୁ ସବୁ ଦୁର୍ନୀତିଖୋର ଅଧିକାରୀ ଧରାପଡିବେ। ଖଣ୍ଡଗିରି ସବରେଜିଷ୍ଟାର ଦେବଜାନୀ କର ଲାଞ୍ଚ ନେଇ ଭିଜିଲାନ୍ସରେ ଧରା ପଡିବା…

ଲୋୟର ପିଏମଜିରେ ଗର୍ଜୁଛନ୍ତି ମହିଳା…

ଭୁବନେଶ୍ୱର: ଖରା ବର୍ଷା ଓ ଶୀତକୁ ଖାତିର ନାହିଁ। ନିଜ ହକ ପାଇଁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ବ୍ୟାଙ୍କ ମିତ୍ର, ସିଆରପି ଓ ଏମବିକେ ମହିଳା କର୍ମଚାରୀ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ମହିଳା କର୍ମଚାରୀ ଏକାଠି ହୋଇ ସ୍ୱର ଶାଣିତ କରୁଛନ୍ତି। ୯ ମାସ ହେଲା ଦରମା ନାହିଁ।…