thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସତର୍କ ରୁହ ୧୪ ଜିଲ୍ଲା ! ଆଗାମୀ ୩ ଘଣ୍ଟା…

ଭୁବନେଶ୍ୱର: ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,…

ନୂଆପଡାରେ କିଏ ମରିବ ବାଜି, ୨୦୧୯ ଓ…

ଭୁବନେଶ୍ୱର: ନୂଆପଡା ବାଜି ପୁଣି ଜିତିବ ବିଜେଡି । ତାରିଖ ଘୋଷଣା ପୂର୍ବରୁ ପ୍ରମିଳାଙ୍କ ଆକଳନ । ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ ତୟାର । ସବୁ ଦଳର ପ୍ରାର୍ଥୀ ଚୂଡାନ୍ତ, ଘୋଷଣା ବାକି । ନୂଆପଡା ବାଜିର କିଏ ହେବ ବାଜିଗର? ପୁଣି ନୂଆପଡାରେ ବିଜୟ ବାନା ଉଡାଇବ କି ବିଜେଡି ? ବିରୋଧୀ ଦଳ ମୁଖ୍ୟ ସଚେତକ…

ଏଥର ଜଳିବନି ରାବଣ

ଭୁବନେଶ୍ୱର: ଏଥର ଧୋଇଯିବ ଦଶହରା, ବର୍ଷାରେ ଭିଜିବ ରାବଣ । ପବିତ୍ର ବିଜୟାଦଶମୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବା ବେଳେ ଆସନ୍ତାକାଲି ଫିକା ପଡିପାରେ ରାବଣ ପୋଡି । ଏଥର ରାବଣ ପୋଡିରେ ଓଦା ହେଇପାରେ ରାବଣ ଆଉ ଫୁସକି ଯାଇପାରେ ବାଣ । କାରଣ ଲଘୁଚାପ…

ବର୍ଷାରେ ଭିଜିଲା ପାର୍ବଣ.. ସାରା…

ଭୁବନେଶ୍ଵର: ଲଘୁଚାପ ବର୍ଷାରେ ଭିଜିଲା ପାର୍ବଣ। ଭୁବନେଶ୍ବର, କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଘଡ଼ଘଡି ସହ ବର୍ଷା ଜୋରରେ ହୋଇଛି।ଭୁବନେଶ୍ବରରେ ଅପରାହ୍‌ର ସାଢ଼େ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବର୍ଷା ରହିରହି ହୋଇଛି। ଦୁର୍ଗାପୂଜା ଚାଲିଥିବାରୁ ସହରର ମୁଖ୍ୟ…

ଭିଜିବ ଦଶହରା, କାଲିଠୁ ପ୍ରବଳ ବର୍ଷା

ଭୁବନେଶ୍ବର: ଆସୁଛି ଆଉଏକ ଲଘୁଚାପ । ରାଜ୍ୟରେ ୧ ରୁ ପୁଣି ପ୍ରବଳ ବର୍ଷା । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧ ଅକ୍ଟୋବର ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏଥିପାଇଁ ୧ ରୁ ରାଜ୍ୟରେ ପ୍ରବଳ ବର୍ଷାନେଇ…

ରାଜଧାନୀରେ ପୂଜା ଭିଡ଼, ରାସ୍ତା ଜାମ

ଭୁବନେଶ୍ଵର:ଦଶହରାରେ ଉତ୍ସଵ ମୁଖର ପୂର ଠୁ ପଲ୍ଲୀ। ଗାଁ ଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ। ଆଜି ପେଣ୍ଡାଲରେ ମହାମାୟାଙ୍କ ମହାଷ୍ଟମୀ ପୂଜା ହୋଇଥିବା ବେଳେ ଷଷ୍ଠୀ ଠାରୁ ରାସ୍ତାରେ ଲାଗିଲାଣି ଭିଡ଼। ରାଜଧାନୀ ଭୁବନେଶ୍ଵରରେ ପ୍ରବଳ ଭିଡ଼। ସଂଧ୍ୟା ହେଲେ ରାସ୍ତାରେ ଗାଡ଼ିର ଲମ୍ବା ଲାଇନ ଲାଗୁଛି।…

ପୋଲିସ୍ ଏସଆଇ ପରୀକ୍ଷାରେ…

ଭୁବନେଶ୍ଵର: ସ୍ଥଗିତ ରହିଲା ପୋଲିସ୍ ଏସଆଇ ଲିଖିତ ପରୀକ୍ଷା।ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାବୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା…

୧ରେ ଆଉ ଏକ ଲଘୁଚାପ, ୩ ଯାଏଁ ଛେଚିବ

ଭୁବନେଶ୍ୱର: ଅକ୍ଟୋବର ୧ରେ ଆସୁଛି ଆଉ ଏକ ଲଘୁଚାପ । ୩ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ପାଣିପାଗ ବିଶେଷଜ୍ଞ କହିଲେ- ମହାନଦୀରେ ଟଳିଗଲା ବନ୍ୟା । କିନ୍ତୁ ଝାଡ଼ଖଣ୍ଡରେ ବର୍ଷା ଲାଗିରହିଲେ, ସୁବର୍ଣ୍ଣରେଖା ଆଣିବ ବିପଦ । ଗୋଟିଏ ବିପଦ ଟଳିନି, ପୁଣି ଆଉ ଏକ ଲଘୁଚାପ ଆକଳନ ବଢ଼ାଇଲାଣି ଚିନ୍ତା।…

ଉପର ପଡ଼ିଆରେ ହେବ ବାଲିଯାତ୍ରା..…

କଟକ: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା। ତଳ ପଡିଆ ସହ ଏଥର ଉପର ପଡିଆରେ ବାଲିଯାତ୍ରା ହେବ।ଏନେଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ। ତେବେ ଏହାର ରୂପରେଖ କ’ଣ ହେବ କୋର୍ଟଙ୍କୁ ଏ ନେଇ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ଏ ସମ୍ପର୍କିତ ବୈଠକରେ…

ମମିତା ହତ୍ୟା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ଵର: ମମିତାଙ୍କ ହତ୍ୟାକାରୀ ମୋ ବାପାଙ୍କୁ ମାରିଛି’। ବହୁ ଚର୍ଚ୍ଚିତ ମମିତା ମେହେର ମର୍ଡର କେସରେ ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁର ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମୃତକ ଗୋବିନ୍ଦ ସାହୁଙ୍କ ଝିଅ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗୋବିନ୍ଦ…