thelifelinemedia
Latest Odisha News, Breaking News Today

ଗାଡ଼ି କାଗଜପତ୍ର ପାଇଁ ଅବଧି ମାସେ ବଢ଼ିଲା:ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି

ଏବେ ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି କରାଯିବ। ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି

ଭୁବନେଶ୍ୱର: ଗାଡ଼ିର ବୈଧ କାଗଜପତ୍ର କରାଇବା ଅବଧି ମାସେ ବଢ଼ିଲା ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ନିର୍ଦ୍ଦେଶରେ ମାସେ ବଢ଼ିଲା।ଏହି ଅବଧି ମଧ୍ୟରେ RC, ଫିଟନେସ୍‌, PUCC, ବୀମା ଆଦି କରାଇ ନିଅନ୍ତୁ।ବର୍ଦ୍ଧିତ ସମୟ ମଧ୍ୟରେ PUCC କରାଇନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି କରାଯିବ। ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି।

ପିୟୁସି ସାର୍ଟିଫିକେଟ ନଥିଲେ ପେଟ୍ରୋଲ ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି କରାଯିବ। ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି ପମ୍ପରେ ତେଲ ମିଳିବ ନାହିଁ । ସରକାରଙ୍କ ଏହି ଘୋଷଣା ପରେ ହଇରାଣରୁ ବର୍ତ୍ତିବା ପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକ ଭିଡ଼ କରୁଛନ୍ତି । ପିୟୁସି ସାର୍ଟିଫିକେଟ ଧରି ଶାନ୍ତିରେ ଘରକୁ ଫେରୁଛନ୍ତି । ଏବେ ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି କରାଯିବ। ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି।

Leave A Reply

Your email address will not be published.