Browsing Category
ରାଜ୍ୟ
IAS ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର: IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚଞ୍ଚଲ ରଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେ ଏବେ ବିଏମ୍ସି କମିସନର ଦାୟିତ୍ୱରେ ବି ଅଛନ୍ତି । ସେହିଭଳି ଏନ୍ ଥିରୁମାଲା ନାଏକଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ…
ଉପର ପଡ଼ିଆରେ ହେବ କଟକ ଐତିହାସକ…
କଟକ: କଟକ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ । ଏହା ପ୍ରଶାସନର ଦାୟିତ୍ୱ ଏବଂ ଶୃଙ୍ଖଳିତ ଭାବେ କିପରି ବାଲିଯାତ୍ରା ସମ୍ପାଦନ କରିହେବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ ।
ଗୁରୁବାର କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି…
ଏସଆଇ ନିଯୁକ୍ତି ଘୋଟାଲା:ବଣିକରେ ରେଡ୍
ଭୁବନେଶ୍ଵର: ଏସଆଇ ନିଯୁକ୍ତି ଘୋଟାଲାରେ ବଣିକ କୋଚିଙ୍ଗ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚର ବଡ ରେଡ୍ ହୋଇଛି। ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ ‘ବଣିକ’ର ପରୀକ୍ଷାର୍ଥୀ ଅଛନ୍ତି ବୋଲି ରେଡ୍ ବେଳେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା।ବଣିକ’ କିଛି ପରୀକ୍ଷାର୍ଥୀଙ୍କୁ ପଠାଇଥିବା…
ଦେଶବାସୀ କଂଗ୍ରେସର ପ୍ରତାରଣାକୁ ସବୁଦିନ…
ଭୁବନେଶ୍ୱର: କଂଗ୍ରେସ ଦେଶ ଓ ରାଜ୍ୟବାସୀଙ୍କୁ ପ୍ରତାରଣା କରି ଏବେ ଲୋକଙ୍କୁ ଭୁଆଁ ବୁଲାଇବ ପାଇଁ ଓ ଗଣମାଧ୍ୟମରେ ରହିବାକୁ ଆନ୍ଦୋଳନ କରୁଛନ୍ତି। କଂଗ୍ରେସ ପକ୍ଷରୁ ଯେଉଁ ପ୍ରତାରଣା ଦିବସ ପାଳନ କରାଯାଉଛି ତାହାର କୌଣସି ପ୍ରଭାବ ନାହିଁ। ସେମାନେ ଯେଉଁ ପ୍ରତାରଣା କଥା କହୁଛନ୍ତି ବାସ୍ତବରେ ଏହି ଦଳ…
କଟିଲା ୧୬ ଲକ୍ଷ ହିତାଧିକାରୀଙ୍କ ରାସନ…
ଭୁବନେଶ୍ଵର: ସରିଛି E-KYC ଅବଧି । ଏଥିସହ କଟିଛି ୧୬ ଲକ୍ଷ ହିତାଧିକାରୀଙ୍କ ରାସନ କାର୍ଡ଼ । ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ରାସନ କାର୍ଡ଼ ପାଇଁ ଚାଲିଥିବା E-KYC ପ୍ରକ୍ରିୟା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଛି ।
ସରକାରୀ ହିସାବ ମୁତାବକ ଏହି ଅବଧି ଭିତରେ ୩ କୋଟି ୨୬ଲକ୍ଷ ୨୩ ହଜାର…
ଦୁର୍ନୀତିରେ ଲିପ୍ତ କରିତକର୍ମା ଜେଇ…
ଭଦ୍ରକ: ଜୁନିଅର ଇଞ୍ଜିନିୟର ରମେଶ ଚନ୍ଦ୍ର ନାୟକଙ୍କୁ ନେଇ ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନ ଚିନ୍ତାରେ। ରମେଶ ଚନ୍ଦ୍ର ନାୟକ ଜେଇଙ୍କୁ ପ୍ରଥମେ ନିଯୁକ୍ତି ଭାବେ ସାଳନ୍ଦୀ କେନାଲ ଡିଭିଜନରେ ହୋଇଥିଲା। କିନ୍ତୁ ଏହାର 2 ମାସ ପରେ ଦୁର୍ନୀତି ଅଭିଯୋଗ ଥିବାରୁ ତାଙ୍କୁ ମାର୍କୋଣା ସବ ଡିଭିଜନକୁ ବଦଳି କରାଗଲା।…
ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ
ଭୁବନେଶ୍ୱର: ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ଲୁମରାଇନା ଶତପଥୀ । ଭୁବନେଶ୍ୱର ପଟିଆ ଛକରେ ତାଙ୍କ କାର ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲା ଗାଈ ଗୋରୁ ଯୋଗୁଁ ଦୁର୍ଘଟଣା ଘଟଣା ଘଟିଲା ବୋଲି କୁହାଯାଉଛି । ଅଭିନେତ୍ରୀ ଜଣଙ୍କ ଆହତ ହୋଇଥିବା ବେଳେ ଗାଈ ସୁରକ୍ଷିତ ଅଛନ୍ତି ।
ଦୃଘଟଣାର ଦୃଶ୍ୟ…
ନଭେମ୍ବର 11ରେ ନୂଆପଡା ଉପ ନିର୍ବାଚନ:…
ଭୁବନେଶ୍ଵର: ନଭେମ୍ବର 11 ତାରିଖରେ ହେବ ନୂଆପଡା ଉପ ନିର୍ବାଚନ। 14 ତରିଖରେ ଭୋଟ ଗଣତି ହେବ ।ଆସନ୍ତା ୧୩ରେ ପ୍ରକାଶ ପାଇବ ଉପନିର୍ବାଚନ ବିଜ୍ଞପ୍ତି । ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି।
ଉପ ନିର୍ବାଚନ ତାରିଖ…
କଟକରେ ସ୍ଥିତି ଅସମ୍ଭାଳ, ଇଣ୍ଟରନେଟ ବନ୍ଦ
କଟକ:କଟକରେ ସୋସିଆଲ୍ ମିଡିଆ ବନ୍ଦ କରାଯାଇଛି। ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଅଛି।ହ୍ବାଟ୍ସ ଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ ହୋଇଛି। ମୋବାଇଲ୍ ଇଣ୍ଟରନେଟ୍ ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା…
କଏଦୀ ଚମ୍ପଟ୍ ଘଟଣା:ମିଳିଲା ଷଡ଼ଯନ୍ତ୍ରର…
କଟକ: ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ୍ ଘଟଣାରେ ସାମ୍ନାକୁ ଆସିଲା ଷଡ଼ଯନ୍ତ୍ରର ଗନ୍ଧ।ଚମ୍ପଟ୍ ମାରିଥିବା ସେଲ୍ ସର୍ଚ୍ଚ କରିବା ପରେ ମିଳିଲା ମୋବାଇଲ୍, ଚାର୍ଜର। ଯାହାକୁ ନେଇ ବଢ଼ିଛି ସନ୍ଦେହ।ଶୌଚାଳୟ ଭିତରୁ ମୋବାଇଲ୍, ଚାର୍ଜର ସହ ପାୱାର ବ୍ୟାଙ୍କ୍ ମିଳିଥିବା ସୂଚନା ମିଳିଛି। ସେଲ୍କୁ ଫୋକସ୍…