thelifelinemedia
Latest Odisha News, Breaking News Today

ଲୋକସେବା ଭବନର ହେବ ନବକଳେବର:ନୂଆକରି ତିଆରି ହେବ ବିଧାନସଭା ଓ ଲୋକସେବା ଭବନ

ବଢ଼ିପାରେ ବିଧାନସଭାର ଆସନ ସଂଖ୍ୟା। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା।ବିଧାନସଭାରେ ସଦସ୍ୟଙ୍କ ସିଟ୍ ସଂଖ୍ୟା ବଢ଼ିବ

ଭୁବନେଶ୍ୱର:ନୂଆକରି ତିଆରି ହେବ ବିଧାନସଭା ଓ ଲୋକସେବା ଭବନ। ଗୋଟିଏ କ୍ୟାମ୍ପସରେ ରହିବ ଲୋକସେବା ଭବନ ଓ ବିଧାନସଭା। ମେଗା ପ୍ଲାନକୁ ବାସ୍ତବ ରୂପ ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ୩,୬୨୩ କୋଟି ଟଙ୍କା ବ୍ୟୟରେ ହେବ ଅତ୍ୟାଧୁନିକ କମ୍ପ୍ଲେକ୍ସ୭୧.୧୩ ଏକରରେ ତିଆରି ହେବ ମେଗା କ୍ୟାମ୍ପସ୍‌।ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ।

ଅନ୍ୟପଟେ ବଢ଼ିପାରେ ବିଧାନସଭାର ଆସନ ସଂଖ୍ୟା। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା।ବିଧାନସଭାରେ ସଦସ୍ୟଙ୍କ ସିଟ୍ ସଂଖ୍ୟା ବଢ଼ିବ।ନିର୍ମାଣ ହେବାକୁ ଥିବା ନୂଆ ବିଧାନସଭାରେ ୩୦୦ ସିଟ୍ ରହିବ।ଦେଢ଼ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଥିଲା ନୂଆ ବିଧାନସଭା।୭୦ ବର୍ଷ ହୋଇଥିବାରୁ ନୂଆର ଆବଶ୍ୟକତା ଅଛି।

 

Leave A Reply

Your email address will not be published.