thelifelinemedia
Latest Odisha News, Breaking News Today

ସୁଭଦ୍ରାକୁ ସହାୟତାକୁ ନେଇ ଆସିଲା ବଡ଼ ଅପଡେଟ:ଖୁବ୍ ଶୀଘ୍ର ନୂଆ ହିତାଧିକାରୀ ପାଇବେ ଟଙ୍କା, ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ପୁଣି ଥରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଏଥର ସୁଭଦ୍ରା କିସ୍ତି ମିଳିବ।ବାଦ୍‌ ପଡ଼ିଥିବା ହିତାଧିକାରୀ ସମସ୍ତ କିସ୍ତି ଏକାଥରକେ ପାଇବେ

ଭୁବନେଶ୍ବର: ସୁଭଦ୍ରାକୁ ସହାୟତାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛିସାଢେ଼ 4 ଲକ୍ଷ ହିତାଧିକାରୀଙ୍କୁ ଆକାଉଣ୍ଟକୁ ଯିବ ଟଙ୍କା । ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା। ଏହି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ପାଇବେ ସୁଭଦ୍ରା ଟଙ୍କା। ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧୀକାରୀଙ୍କୁ ମିଳିବ ୫ ହଜାର।

ସେହିପରି ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ପୁଣି ଥରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଏଥର ସୁଭଦ୍ରା କିସ୍ତି ମିଳିବ।ବାଦ୍‌ ପଡ଼ିଥିବା ହିତାଧିକାରୀ ସମସ୍ତ କିସ୍ତି ଏକାଥରକେ ପାଇବେ ବୋଲି ସୂଚନା ଦିଆଯାଇଛି। ଏହା ସହିତ ଆସନ୍ତା ମାର୍ଚ୍ଚ 8 ତାରିଖରେ ମିଳିବାକୁ ଥିବା ସୁଭଦ୍ରା ସହାୟତାକୁ ନେଇ ଆଲୋଚନା ହୋଇଛି।

Leave A Reply

Your email address will not be published.