Browsing Category
ରାଜ୍ୟ
ଖଣ୍ଡଗିରିରେ ଜମୁଛି ଯାତ୍ରା ମହାକୁମ୍ଭ
ଭୁବନେଶ୍ୱର: ଖଣ୍ଡିଗିରି ମାଘମେଳାରେ ଆଜିଠୁ ଯାତ୍ରା ମହାସମର। ରାତିର ଅନ୍ଧକାରକୁ ଚିରି ପାହାଡ଼ ତଳେ ଶୁଭିବ ପାରିବାରିକ କାହାଣୀର ମନଛୁଆଁ ଡାଏଲଗ୍ |
ଜାନୁଆରୀ ୨୭ରୁ ଫେବ୍ରୁଆରୀ ୧୨ ଯାଏଁ ଚାଲିବ ନାଟକ ଫାଇଟିଂ। ପ୍ରଥମ ପର୍ଯ୍ୟାୟରେ ଆଜିଠୁ ମଇଦାନକୁ ସିଂହବାହିନୀ, କୋଣାର୍କ, ଧଉଳି ଓ ଅଶୋକ ସମ୍ରାଟ…
ପୂର୍ବତନ କଂଗ୍ରେସ ମୁଖପାତ୍ରଙ୍କ ମହାନତା:…
ଭୁବନେଶ୍ୱର:ଅସହାୟଙ୍କ ସାହାରା ବନିଲେ କଂଗ୍ରେସର ପୂର୍ବତନ ମୁଖପାତ୍ର ନରେଶ ମହାନ୍ତି। ଭୋକିଲା ବୃଦ୍ଧାଙ୍କ ମୁଁହରେ ଆହାର ଦେଇ ମହାନତା ଦେଖାଇଛନ୍ତି ପୂର୍ବତନ କଂଗ୍ରେସ ନେତା ତଥା ସମାଜସେବୀ। ବୃଦ୍ଧାଙ୍କୁ ଖାଇବାକୁ ଦେବା ସହିତ ତାଙ୍କୁ ପୋଲିସ ପାଖରେ ଛାଡିଛନ୍ତି। ଜଣେ ଅସହାୟ ମଣିଷର ଦୁଃଖ ଦେଖି ପାରି…
ପରଲୋକରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର:…
ଭୁବନେଶ୍ବର: ଆଉ ନାହାଁନ୍ତି ଓଲିଉଡ ଜଗତର ମେଲୋଡି କିଙ୍ଗ ଅଭିଜିତ ମଜୁମଦାର। ଭୁବନେଶ୍ବର AIIMSରେ 54 ବର୍ଷ ବୟସରେ ଆଖି ବୁଜିଲେ ଅଭିଜିତ। ଗତକାଲି ମେଡିକାଲରେ ଭର୍ତ୍ତି ହୋଇଥିଲେ।ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାରଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି। ୭୦୦ରୁ ଅଧିକ ସଙ୍ଗୀତରେ…
ରାଜ୍ୟ କଂଗ୍ରେସରେ ସାମୁହିକ…
ଭୁବନେଶ୍ବର:ରାଜ୍ୟ କଂଗ୍ରେସରେ ସାମୁହିକ ଇସ୍ତଫାକୁ ନେଇ ତେଜିଛି ରାଜ୍ୟ ରାଜନୀତି। ରାଜ୍ୟ କଂଗ୍ରେସର ଅପାରଗ ନେତୃତ୍ବକୁ ଦାୟୀ କରି କଂଗ୍ରେସର ଆଗଧାଡ଼ିର ପ୍ରାୟ 41 କଂଗ୍ରେସ ନେତାଲ ଇସ୍ତଫା ଦେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ…
ଅଦାଲତ ଅବମାନନା: ସଚିବ ଉଷା ପାଢ଼ୀଙ୍କୁ…
ଭୁବନେଶ୍ବର:ଅଦାଲତ ଅବମାନନା ମାମଲାରେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଜିରା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି। ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୩୦ ତାରିଖ…
ରାଉରକେଲା ବିମାନ କ୍ରାସ୍ର ଛାତିଥରା…
ରାଉରକେଲା:ରାଉରକେଲା ବିମାନ କ୍ରାସ୍ର ଛାତିଥରା କହାଣୀ କହିଲେ ଉଦ୍ଧାର ଯାତ୍ରୀ। ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରିବା ପରେ ସୁନିଲ ଅଗ୍ରୱାଲଙ୍କ ପ୍ରତିକ୍ରିୟା।ପାଇଲଟ୍ ବହୁତ ଚେଷ୍ଟା କରିଥିବାରୁ ଆମେ ବଞ୍ଚିଗଲୁ। ଅବତରଣର ୧୦ କିମି ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଲା।ଆଗ ପାହାଡ଼ ଆସିଲା, ପାଇଲଟ୍…
ଆସିଲା କୋର୍ଟଙ୍କ ରାୟ: ହଟିଲା…
ଭୁବନେଶ୍ବର: ମୋ ପାଇଁ ଖୁସିର ମୁହୂର୍ତ୍ତ କହିଲେ ପୀୟୂଷ। ଆଜି ମୋର ନାଟକ ନାହିଁ, କାଲିଠୁ ମଞ୍ଚରେ ଚଢ଼ିବି। ବିବାଦ, ଖରାପ ସମୟରୁ ଦୂରେଇକି କେବଳ ନାଟକ କରିବି। ସମୟ ଖରାପ ଥିଲା, ଖରାପ ସମୟ ଚାଲିଗଲା; କେବଳ ନାଟକ କରିବି। କୋର୍ଟଙ୍କ ରାୟ ଆସିବା ପରେ କିଛି ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ଯାତ୍ରା ଜଗତର…
ଭୁବନେଶ୍ୱର ୧ ନଂ ହାଟରେ ଲାଗିଲା…
ଭୁବନେଶ୍ଵର:ରାତି ପାଖାପାଖି ୧ଟା। ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଅଁା ଲାଗିଥିଲା। ଚାହୁଁଚାହୁଁ ନିଆଁରଭୟଙ୍କର ରୂପ ଦେଖିବାକୁ ମିଳିଥିଲା। କେହିକିଛି ବୁଝିବା ଆଗରୁ ନିଆଁ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା।ଅନ୍ୟପଟେ ଘଟଣା ବାବଦରେ ସୂଚନା।…
ପ୍ରକୃତ ବିଶ୍ୱାସଘାତକ କିଏ: ଦୁଇ…
ଭୁବନେଶ୍ୱର: ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍ପେଣ୍ଡ ନେଇ ଶ୍ରୀମୟୀଙ୍କ ଟାର୍ଗେଟ୍। ବିଜେଡି ନେତୃତ୍ୱ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ ମିଶ୍ର। ପୁଣି ନବୀନ ଓ ପାଣ୍ଡିଆନ୍ଙ୍କୁ ସିଧାସଳଖ ଟାର୍ଗେଟ କଲେ ଶ୍ରୀମୟୀ। ନୈତିକତା ହଜିଛି, ଏବଂ ବିଶ୍ୱାସଘାତକତାର ନୂଆ ପରିଭାଷା…
ଉପାସରେ ଶ୍ରୀଲିଙ୍ଗରାଜ:ଲିଙ୍ଗରାଜଙ୍କ…
ଭୁବନେଶ୍ୱର: ମନ୍ଦିର ପ୍ରଶାସନ ଭିତରେ ସମନ୍ଵୟ ଅଭାବରୁ ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ। ଆଜି ବି ନୀତିକାନ୍ତି ବନ୍ଦ ରହିବ କହିଲେ ବ୍ରାହ୍ମଣ ନିଯୋଗ ସମ୍ପାଦକ। ବାବା ଲିଙ୍ଗରାଜଙ୍କ ଘୃତକମଳ ହୋଇନି, ବନ୍ଦ ରହିବ ନୀତିକାନ୍ତି। ସ୍ୱତନ୍ତ୍ର ଆଇନ ନଆସିବା ଯାଏଁ ଏଭଳି ସମସ୍ୟା ଲାଗି ରହିବ। ୨୦୨୪ ଯାଏଁ ବଡୁ…