Browsing Category
ରାଜ୍ୟ
ଚାକିରି କରାଇ ଦେବାକୁ କହି ୫୧ ଲକ୍ଷ…
ରେଲୱେରେ ଚାକିରି କରାଇ ଦେବାକୁ କଥା ଦେଇ ରମେଶ ମହାନ୍ତିଙ୍କଠାରୁ ଜଣେ ହାଇସ୍କୁଲ ଶିକ୍ଷକ ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ଅଭିଯୋଗ। ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ଦଶରଥପୁର ପୋଲିସ । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅନ୍ତର୍ଗତ କାଟିଆସ୍ଥିତ କୃଷ୍ଣ ପ୍ରସାଦ…
ଦାମ ରାଉତ ସଂକଟପନ୍ନ
ଭୁବନେଶ୍ଵର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଦାମୋଦର ରାଉତ ଗୁରୁତର ଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ହୃଦଘାତର ଶିକାର ହୋଇ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ…
ଛୋଟ ଡ୍ରେସ୍ ପିନ୍ଧି ଭିସୁଟ୍ କୁ ପ୍ରବେଶ…
ମଡର୍ଣ୍ଣ ଡ୍ରେସ ପିନ୍ଧି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା l ଆଗକୁ ଭିସୁଟର ବସନ୍ତ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବାବେଳେ, ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ବାରଣ କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ l
ଛାତ୍ରଛାତ୍ରୀମାନେ କୌଣସି…
ଆଜିଠୁ ବଦଳିବ ପାଗ
ଭୁବନେଶ୍ବର: ଲଗାତାର ବର୍ଷା ପରେ ଟ୍ୱିନ ସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜଧାନୀ ସମେତ କଟକର ସବୁ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଲୋକେ ଗାଡ଼ି ଲାଇଟ୍ ଲଗାଇ ଯାତାୟତ…
ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଅଧିରାଜ,…
ଭୁବନେଶ୍ବର: ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଖଡ଼ିଆଲ ବିଧାୟକ ଅଧୀରାଜ ପାଣିଗ୍ରାହୀ। ବିଜେଡି ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ଖଡ଼ିଆଲ ବିଧାୟକ ଅଧୀରାଜ । ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହିଳା ବିଜେଡି ସଭାପତି ସ୍ନେହାଙ୍ଗିନି ଛୁରିଆଙ୍କ ଉପସ୍ଥିତିରେ…
ମୋଦି ନବୀନ ନେବେ ମେଣ୍ଟ ନିଷ୍ପତ୍ତି,…
ଭୁବନେଶ୍ବର: ମୋଦି ଜିତିବା ପାଇଁ ନବୀନଙ୍କ ଆବଶ୍ୟକତା ନାହିଁ କି ନବୀନଙ୍କ ବିଜୟ ପାଇଁ ମୋଦିଙ୍କ ଆବଶ୍ୟକ ନାହିଁ। ଉଭୟ ଏପରି ସ୍ଥିତିରେ ଅଛନ୍ତି କେହି କାହାରି ସହଯୋଗ ବିନା ନିର୍ବାଚନ ଜିତି ପାରିବେ। ଦୁଇ ନେତା ମୋଦି ଓ ନବୀନ ରାଷ୍ଟ୍ରନୀତିଜ୍ଞ । ରାଷ୍ଟ୍ର ହିତ ପାଇଁ ସେମାନେ କାମ କରୁଛନ୍ତି। ମେଣ୍ଟକୁ…
ଆହୁରି ଛେଚିବ, ବର୍ଷାରେ ଭିଜୁଛି ଓଡ଼ିଶା
ଭୁବନେଶ୍ୱର:ରାଜ୍ୟରେ ଜାରି ରହିଛି ଝଡି ବର୍ଷା। ସାରା ରାଜ୍ୟରେ ଏଭଳି ଝଡି ବର୍ଷା ଲାଗିରହିଛି। ଗତକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ପଶ୍ଚିମାବାୟୁ ସ୍ରୋତରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା ଯୋଗୁ ବର୍ଷା…
ଜେଲରେ କଏଦୀ ମଧ୍ୟରେ ହାତାହାତି
ଭୁବନେଶ୍ୱର: ଝାରପଡା ଜେଲରେ କଏଦୀଙ୍କ ମଧ୍ୟରେ ହାତାହାତି । ଝାରପଡ଼ା ଜେଲରେ ସାମାନ୍ୟ ମତଭେଦ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଅନେକ କଏଦୀ ଆହତ ହୋଇଛନ୍ତି। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ।
ଜେଲ୍ କ୍ୟାଣ୍ଟିନ୍ ନିକଟରେ କଏଦୀ ଚକ୍ରଧର ବାରିକ, ଜଗନ୍ନାଥ ଓ ପପୁନ ସୋମନାଥ ବାରିକଙ୍କ…
ଭିଜୁଛି ଓଡିଶା, କାଳ ବୈଶାଖୀ ପ୍ରଭାବରେ…
ଭୁବନେଶ୍ଵର : କାଳ ବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା। ପବନ ସାଙ୍ଗକୁ କିଛି ଅଞ୍ଚଳରେ ବର୍ଷା ଜାରି ରହିଛି । ଖରା ତାତିରୁ ବ୍ରେକ ମିଳିଛି ଏବେ ପାଗ ମେଘୁଆ ରହିଛି। ବର୍ଷା ଦିନ ଭଳି ଅବିଶ୍ରାନ୍ତ ବର୍ଷା। କଟକ ଭୁବନେଶ୍ବରରେ ବର୍ଷା ଜାରି ରହିଛି…
ନବୀନଙ୍କ ଚିଠିକୁ କଂଗ୍ରେସର କଟାକ୍ଷ,…
ଭୁବନେଶ୍ୱର: ନବୀନଙ୍କ ଓଡ଼ିଶାବାସୀଙ୍କୁ ଚିଠିକୁ ନେଇ ବର୍ଷିଛି ରାଜ୍ୟ କଂଗ୍ରେସ। ନିକଟରେ ଓଡ଼ିଶାବାସୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ଯାହାକୁ ନେଇ ତୀବ୍ର ବିରୋଧ କରିଛି କଂଗ୍ରେସ। ୨୪ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ଠକିଛନ୍ତି ନବୀନ। ବିଜେଡ଼ି ଓ ବିଜେପି ମିଶିକି ଅଛନ୍ତି। ପୂର୍ବରୁ ଉଭୟ ଦଳ…