Browsing Category
ରାଜ୍ୟ
ଶଙ୍ଖ ଫୁଙ୍କିଲେ ସୁକାନ୍ତ, ବିଜେଡିରେ…
ଭୁବନେଶ୍ୱର :ଘର ବାହୁଡ଼ିଲେ ସୁକାନ୍ତ ନାୟକ। ବିଜେପିରୁ ଇସ୍ତଫା ଦେଇଥିଲେ ଆଜି ବିଦ୍ଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।
ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ଗହଣରେ ମିଶିଛନ୍ତି। ତାଙ୍କ ସହ ବହୁ ତୃଣମୂଳ ସ୍ତରର ବିଜେପି ନେତା ବି ବିଜେଡ଼ିରେ ସାମିଲ୍ ହୋଇଛନ୍ତି।ବାଲେଶ୍ଵର…
ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ…
ଭୁବନେଶ୍ଵର: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଶଙ୍ଖ ଭବନରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହେଲେ ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ । ଗତକାଲି କଂଗ୍ରେସରୁ…
ସୁକିନ୍ଦା ଟମକାର ଦେଶୀ ମଦ ଦୋକାନକୁ…
ଯାଜପୁର ଜିଲ୍ଲା ସୁକିନ୍ଦା ସ୍ଥିତ ଟମକା ଗାଁ. ପାହାଡ଼ ପର୍ବତ ଘେରା ଏହା ଏକ ଆଦିବାସୀ ଅଦ୍ୟୁଷିତ ଗାଁ ଅଟେ. ଶିକ୍ଷାର ଅବହେଳା ତେହୁ ଏମାନେ ବାହାର ଦୁନିଆ ବିଷୟରେ ଜାଣିନାହାନ୍ତି. ସବୁବେଳେ ନିଜର କୌଳିକ ବୃତ୍ତି କରି ହାଟରେ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି. ଅଜ୍ଞାନ ହେତୁ ଏମାନେ ନିଶା…
ସେଲିବ୍ରେଟିଙ୍କ ଦଳ ବଦଳ, ରାଜନୀତିରେ ଚମକ…
ଭୁବନେଶ୍ୱର : ପୂର୍ବରୁ ଅରିନ୍ଦମ ଓ ସିଦ୍ଧାନ୍ତ ଆଉ ଏବେ ଅନୁଭବ ଓ ଆକାଶ। ଯେଉଁ ଦଳ ଏମାନଙ୍କୁ ପରିଚୟ ଦେଇଥିଲା, ଯେଉଁ ଦଳ ଏମାନଙ୍କୁ ଅଭିନେତାରୁ ନେତା କରିଥିଲା ଏବେ ସେହି ଦଳକୁ ବାଏ ବାଏ କରିଛନ୍ତି ଏଇ ତାରକା ମାନେ।
ଆଜି ବିଜେଡିକୁ ବାଏ ବାଏ କରିଛନ୍ତି ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ସାଂସଦ…
ପଦ୍ମ ଛାଡିଲେ ପ୍ରକାଶ, ବିଜେଡିରେ…
ଭୁବନେଶ୍ୱର :ବିଜେପି ଛାଡିଲେ ପ୍ରକାଶ ବେହେରା। ବିଜେପିର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ବିଜେପି ସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡିରେ ଯୋଗ ଦେଇ ପାରନ୍ତି ପ୍ରକାଶ ବେହେରା। ପୂର୍ବରୁ ୨୦୧୪ ରେ ସେ କଂଗ୍ରେସ ଦଳରୁ ବିଧାୟକ ଥିଲେ। ୨୦୧୯ ରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ମିଶି…
ଦୀପାଳି-ବର୍ଷା-ଅଳକା: କାହାକୁ ମିଳିବ…
ଭୁବନେଶ୍ୱର: ୩ ଉପନିର୍ବାଚନ ବିଜେତାଙ୍କୁ ପ୍ରଥମ ପର୍ଯ୍ୟାୟରେ କାହିଁକି ମିଳିଲାନି ବିଜେଡି ଟିକେଟ ? ପ୍ରାର୍ଥୀ ଘୋଷଣା ପରେ ବରଗଡ ଲୋକସଭା କ୍ଷେତ୍ରକୁ ନେଇ ବଢ଼ିଛି ଚର୍ଚ୍ଚା । ଗତକାଲି ବିଜେଡି ବରଗଡ ଜିଲ୍ଲା ତଥା ଲୋକସଭା କ୍ଷେତ୍ରର ୪ ବିଧାନସଭା ପାଇଁ ପ୍ରାର୍ଥୀ ଦେଲା । ବାକି ରହିଲା ଆଉ ତିନିଟି ଆସନ…
ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ…
ଭୁବନେଶ୍ବର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି ।ଏହି କ୍ରମେର ବିଜେପିରେ ସାମିଲ ହେଲେ ହେଭିଓ୍ବେଟ୍ ନେତା । ଆଜି ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୁହରି ମହତାବ, ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।
ଆଜି ଦିଲ୍ଲୀ ବିଜେପି…
ବବି -ଧର୍ମେନ୍ଦ୍ର, ବିଗ ଫାଇଟ ଦେଖିବ…
ଭୁବନେଶ୍ୱର :ସମ୍ବଲପୁରରେ ହେବ ଜବରଦସ୍ତ ଫାଇଟ। ସିଧା ସିଧା ବିଜେପି ଓ ବିଜେଡିର ଦୁଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଲଢେଇ ହେବ। ରାଜ୍ୟ ବିଜେପିର ବଡ ଚେହେରା ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ପ୍ରଣବ ପ୍ରକାଶ ଦାସ। ଦୁହିଁଙ୍କ ମଧ୍ୟରେ କଡା ଫାଇଟ ଦେଖିବ…
ପୁଅକୁ ସୁରଙ୍କ ଖୋଲା ସମର୍ଥନ, କଂଗ୍ରେସ…
ଭୁବନେଶ୍ୱର : ପୁଅ ବିଜେଡିରେ ବାପା କଂଗ୍ରେସରେ। ହେଲେ ପୁଅକୁ ଖୋଲା ସମର୍ଥନ କରିବେ ବାପା।କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାନ ପୁଅ ମନ୍ମଥ ରାଉତରାୟ ଗତକାଲି ବିଜେଡି ଦଳରେ ମିଶିଛନ୍ତି। ମନ୍ମଥ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଘୋଷଣା କରିଛି। ଏହାପରେ ରାଜନୀତିରେ…
କାଡା ଅଫିସରେ କୋଟି କୋଟି ହଡ଼ପ,…
ଭଦ୍ରକ :କୋଟି କୋଟି ଟଙ୍କାର ଘୋଟଲା। ଚଳୁ ହେଉଛି ପୁଳା ପୁଳା ଟଙ୍କା। ଭଦ୍ରକ ଜିଲ୍ଲାର କାଡା ଅଫିସରେ ଟଙ୍କା ହଡ଼ପର ଗୁମର ଫିଟିଛି। ଏଇ କଳା କାରନାମାର ମୁଖ୍ୟ କାର୍ପଟଦାର ଆଉ କେହି ନୁହନ୍ତି ଖୋଦ କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ଇଙ୍ଗିତରେ ଚାଲିଛି ଏଇ ବେଆଇନ କାମ। କନିଷ୍ଠଯନ୍ତ୍ରୀ ବିଜୟ ମହାନ୍ତି…