Browsing Category
ରାଜ୍ୟ
ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ, ବିଜେପି ଛାଡି…
ଭୁବନେଶ୍ୱର : ବିଜେପିକୁ ବାଏ ବାଏ କରିବା ପରେ ବିଜେଡିରେ ସାମିଲ ହେଲେ ଲେଖାଶ୍ରୀ ସାମନ୍ତସିଂହାର। କୌଣସି ପରିବର୍ତ୍ତନ କେବେ ସହଜ ନଥାଏ।ଆଗକୁ ବଢ଼ିବାକୁ ହେଲେ ପରିବର୍ତ୍ତନ ଦେଇ ଯିବାକୁ ହୁଏ।
ଏତେ ପରିଶ୍ରମ କଲା ପରେ ବି ବିଜେପି ନେତୃବୃନ୍ଦଙ୍କ ଆସ୍ଥା ଭାଜନ ହୋଇ ପାରିଲି ନାହିଁ। ସେଠି ମୋ କାମ ସରି…
ଦଳଡିଆଁଙ୍କୁ ଟିକେଟ ପକ୍କା , ୧୯ରେ ଶତ୍ରୁ…
ଭୁବନେଶ୍ୱର : ଦଳଡେଇଁଲେ ଟିକେଟ ପକ୍କା। ଦଳଡ଼ିଆଁ ନେତାଙ୍କୁ ପ୍ରାଥମିକତା। ଦଳ ଛାଡି ଅନ୍ୟ ଦଳକୁ ଆସିଲେ ଟିକେଟ ମିଳିବା ଥୟ। ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି ଦଳ ଦଳଡିଆ କାର୍ଯ୍ୟକ୍ରମ। ନିର୍ବାଚନ ଆଗକୁ ଅଛି। ବିଭିନ୍ନ ଦଳ ପକ୍ଷରୁ ଅଳ୍ପେ ବହୁତେ ପ୍ରାର୍ଥୀ ଘୋଷଣା ସାରିଲାଣି। ହେଲେ ଦଳଡିଆଁ…
ଛିଣ୍ଡୁନି ବାଲେଶ୍ୱର ଅଙ୍କ, ବିଜେଡି…
ବାଲେଶ୍ୱର :ବାଲେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ପାଇଁ ବିଜେଡିର ଅଙ୍କ ଛିଣ୍ଡୁନି। ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବିଜେଡି ବାଲେଶ୍ୱରରେ ଅଟକି ରହିଛି। ବାଲେଶ୍ୱର ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଲାଣି। ଏଠାରୁ ମାଳ ମାଳ ଆଶାୟୀ ଅଛନ୍ତି।…
ବିଜେଡିର ନୂଆ ୯ ଯୋଦ୍ଧା, ତୃତୀୟ…
ଭୁବନେଶ୍ୱର: ତୃତୀୟ ପ୍ରର୍ଯ୍ୟାୟ ବିଧାନସଭା ତାଲିକା ପ୍ରକାଶ କଲା ବିଜେଡି। ଏହି ପର୍ଯ୍ୟାୟରେ ୯ଜଣଙ୍କ ନାଁ ସାମ୍ନାକୁ ଆସିଛି।
ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତ ପ୍ରକାଶ ବେହେରାଙ୍କୁ ମିଳିଛି ଟିକେଟ୍ । କିଛିଦିନ ପୂର୍ବରୁ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ।…
ମାନଚିତ୍ରରେ ନାହିଁ ମାଛକୁଣ୍ଡ,…
ଭୁବନେଶ୍ୱର :ଓଡ଼ିଶାର ମାଛକୁଣ୍ଡ ନଦୀ ଗାଏବ। ରାଜସ୍ବ ମାନଚିତ୍ରରେ ନାହିଁ କୋରାପୁଟର ଜୀବନରେଖା ଓ ଅସ୍ମିତା ବହନ କରୁଥିବା ମାଛକୁଣ୍ଡ ନଦୀ।ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକତା ରହି ଆସିଛି।ପଡୋଶୀ ରାଜ୍ୟ ତରଫରୁ ଓଡ଼ିଶାରେ ଅନୁପ୍ରବେଶ…
ଜଳୁଛି ଓଡିଶା: ଆକାଶରୁ ବର୍ଷୁଛି ନିଆଁ,…
ଟାଇଁ ଟାଇଁ ଖରା। ଯେମିତି ଆକାଶରୁ ନିଆଁ ବର୍ଷୁଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି 44 ଡିଗ୍ରୀ ଛୁଇଁଛି। ସବୁଠି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି। କଲବଲ କରୁଛି ତାତି । ଆଜି ପୁଣି ନିର୍ଘାତ ଖରା। ଦିନ ସାଢେ ୧୧ରୁ ଜଳିଲାଣି ରାଜଧାନୀ ଭୁବନେଶ୍ୱର। ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛନ୍ତି…
ବଢୁଛି ପ୍ରକାଶଙ୍କ ଗୁରୁତ୍ୱ , ସାଲେପୁର…
ଭୁବନେଶ୍ୱର : ସାଲେପୁର ରାଜନୀତିର ବଡ ଚେହେରା ପ୍ରକାଶ ବେହେରା। ପ୍ରଥମେ କଂଗ୍ରେସ, ପରେ ବିଜେପି ଆଉ ଏବେ ବିଜେଡିରେ। ସବୁ ଦଳକୁ ପରଖି ଏବେ ବିଜେଡି ସ୍ୱାଦ ଚାଖିବାକୁ ତୟାର ହେଉଛନ୍ତି ପ୍ରକାଶ ବେହେରା। ସାଲେପୁରର ବର୍ତ୍ତମାନ ବିଧାୟକ ପ୍ରଶାନ୍ତ ବେହେରା ପତ୍ତା କାଟିବାକୁ ବସିଲେଣି ପ୍ରକାଶ। ତେବେ…
ସିଝୁଛି ସାରା ଓଡିଶା, ହିଟୱେଭ ପାଇଁ…
ଭୁବନେଶ୍ୱର :ଅସହ୍ୟ ହେଉଛି ତାତି। ଟାଇଁ ଟାଇଁ ଖରାରେ ସିଜୁଛି ସାରା ଓଡିଶା। ଖରା ଯେତିକି ଗୁଳୁଗୁଳି ସେତିକି। ଉପକୂଳଠୁ ଉପାନ୍ତ ପଶ୍ଚିମରୁ ପୂର୍ବ ସବୁଠି ତାତି ଅସହ୍ୟ ହେଲାଣି। ତାତି ଯୋଗୁଁ ପ୍ରଭାବିତ ହେଉଛନ୍ତି ଲୋକେ। ରାସ୍ତା ଘାଟ ସୁନସାନ। ଘରୁ ଲୋକେ ବାହାରିବାକୁ ଭୟ କରୁଛନ୍ତି। ଆସନ୍ତା ୬ ତାରିଖ…
ଭୁବନେଶ୍ୱର ପାଇଁ ବିଜେଡିର ବିଗ…
ଭୁବନେଶ୍ବର: ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ୱର। ଏହି ଲୋକସଭା ଆସନ ହାତେଇବାକୁ ବିଜେଡିର ବଡ ପ୍ଲାନ୍।ଅପରାଜିତାଙ୍କୁ ଏଥର ଚେକ୍ ଦେବା ପାଇଁ ବିଜେଡି ଆପଣାଇଛି ବିଗ୍ ଷ୍ଟ୍ରାଟେଜି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ନେଇ ବିଜେଡି ପ୍ରସ୍ତୁତ କରିଛି ଭୁବନେଶ୍ବର ଲୋକସଭା…
କାମ ଦେଉନି ଶରତଙ୍କ ନିର୍ବାଚନୀ ରଣନୀତି,…
ଭୁବନେଶ୍ୱର: ଫେଲ ମାରୁଛି ପିସିସି ସଭାପତିଙ୍କ ନିର୍ବାଚନୀ ଷ୍ଟ୍ରାଟେଜି। ଦଳକୁ ଠିକ ଭାବେ ମ୍ୟାନେଜ କରି ପାରୁ ନାହାନ୍ତି ଶରତ ପଟ୍ଟନାୟକ। ଗୋଟିଏ ପଟେ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଅନ୍ୟ ପଟେ ଜଣେ ପରେ ଜଣେ ହେଭିୱେଟ କଂଗ୍ରେସ ନେତା ଦଳ ଛାଡ଼ୁଛନ୍ତି। ଚିରଞ୍ଜିବି ବିଶ୍ୱାଳ…