Browsing Category
ରାଜ୍ୟ
ଅପରାଜିତାଙ୍କୁ ମିଳିବନି ଜଟଣୀ ଭୋଟ,…
ଭୁବନେଶ୍ୱର : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଏଥର ଏଇ ଲୋକସଭା ଆସନରେ ରୋଚକ ସ୍ଥିତି ଦେଖିବାକୁ ମିଳିବ। ଉଭୟ ସାଂସଦ ପ୍ରାର୍ଥୀ ବଳ କଷା କଷି ଆରମ୍ଭ କରିଦେଇଛନ୍ତି। ସକାଳେ ପାର୍କରେ କ୍ୟାମ୍ପେନ, ସନ୍ଧ୍ୟାରେ କର୍ମୀ ସମ୍ମିଳନୀ। ମନ୍ମଥ ଓ ଅପରାଜିତା ଲଢେଇ ଦେଖିବାକୁ…
ପୁଣି ବଢିବ ତାତି, କଲବଲ ହେବେ ଓଡ଼ିଶାବାସୀ
ଆସନ୍ତା୧୩ ତାରିଖଠାରୁ ରାଜ୍ୟରେ ପୁଣି ବଢିବ ତାତି । ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଏମିତିକି କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣପାଗ ବିଭାଗ…
ଦିନେ ଥିଲେ ହେଭିୱେଟ, ଏବେ ଅଲୋଡ଼ା ଗିରିଧର…
ଭୁବନେଶ୍ୱର: ଗିରଧର ଗମାଙ୍ଗ। ରାଜ୍ୟ ରାଜନୀତିର ପରିଚିତ ନାଁ। ପୂର୍ବତନ ମୁଖ୍ୟମନ୍ତ୍ରୀ। କଂଗ୍ରେସର ଟାଣୁଆ ନେତା। ଆଦିବାସୀ ଚେହେରାର ବଡ ନାଁ। ଲମ୍ବା ସମୟ ଧରି ରାଜନୀତି ସହିତ ଜଡିତ ଥିବା ହେଭିୱେଟ ନେତା। କିନ୍ତୁ ଏବେ ସେ ଅଲୋଡ଼ା ହୋଇଯାଇଛନ୍ତି। ରାଜ୍ୟ ରାଜନୀତିରେ ଗାଏବ ହୋଇ ଯାଇଛନ୍ତି ଗିରିଧାର।…
କାଳବୈଶାଖୀ ଆଣିଲା ଆଶ୍ବସ୍ତି
ଭୁବନେଶ୍ୱର: ସାରା ରାଜ୍ୟରେ ଗତ କିଛି ଦିନ ତାପମାତ୍ରା ବୃଦ୍ଧିପାଉଥିବାବେଳେ ଏବେ ତାପମାତ୍ରା ହୋଇଛି ତଳମୁହାଁ। ସେହିପରି କାଳବୈଶାଖୀ ବର୍ଷା ପବନ ଯୋଗୁଁ ତାପମାତ୍ରା ତଳକୁ ଖସିବା ସହ ସାରା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ସୋମବାର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ…
ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ,…
ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ସମ୍ବଲପୁର-କଟକ ମଧ୍ୟରେ ଥିବା ୫୫ ନମ୍ବର ଜାତୀୟ ରାଜପଥର ବିପଜ୍ଜନକ ଅବସ୍ଥା ଯୋଗୁଁ ଗତ ଦଶନ୍ଧି ମଧ୍ୟରେ ୨୦୦ରୁ ଅଧିକ ଦୁର୍ଘଟଣା ଘଟିଛି ଏବଂ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର…
ନିର୍ବାଚନ ଲଢ଼ିବା ନେଇ ବାଟ ଫିଟିଲା:…
ଭୁବନେଶ୍ୱର: ସାମୟିକ ଭାବେ ହଟିଲା ଅଦାଲତି ଅଙ୍କୁଶ। ଏଥର ଲଢ଼ିପାରିବେ ନିର୍ବାଚନ। ୧୯୯୯ରକୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଆଶ୍ବସ୍ତି ମିଳିଛି। ସିବିଆଇ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ।
କୋଲ୍ ସ୍କାମ…
କଂଗ୍ରେସର ପ୍ରାର୍ଥୀ ଖୋଜା ଟେନସନ: ଟିକେଟ…
ଭୁବନେଶ୍ୱର : ୯ରୁ ୯୦ ମିଶନର ସ୍ବପ୍ନ ଦେଖୁଥିବା କଂଗ୍ରେସକୁ ମିଳୁନି ପ୍ରାର୍ଥୀ। କାହାକୁ କେଉଁଠୁ ଟିକେଟ ଦିଆଯିବ ତାକୁ ନେଇ ଟେନସନରେ ରାଜ୍ୟ କଂଗ୍ରେସ। ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଛି। ସବୁଠୁ ପଛରେ ପଡି ଯାଇଛି କଂଗ୍ରେସ। 8 ଲୋକସଭା ଏବଂ…
ଆକାଶ ଛୁଆଁ ସୁନା ଦର, କିଣିବା ପାଇଁ…
ନୂଆଦିଲ୍ଲୀ : ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ବ୍ରେକ ଲାଗୁନି ସୁନା ଦରରେ। ଗତ ୬ ମାସରେ 25 ପ୍ରତିଶତ ମହଙ୍ଗା ହୋଇଛି ସୁନା। ୭୦ହଜାରରୁ ଅଧିକ ଦର ଅତିକ୍ରମ କରିଛି ସୁନା। ଯାହା ଗ୍ରାହକଙ୍କ ମୁଣ୍ଡ ଘୁରେଇ ଦେଇଛି। ଦାମ ଏତେ ବଢିଛି ଯେ ସୁନା କିଣିବାକୁ ଲୋକ ଡରିଲେଣି।ସେହିପରି ରୂପା ମୂଲ୍ୟ ୮୧ହଜାରରୁ…
ବଳକା ଆସନରେ ଛିଣ୍ଡୁନି ଅଙ୍କ, ଆଶାୟୀ…
ଭୁବନେଶ୍ୱର : ପାଖେଇଲାଣି ନିର୍ବାଚନ ତାରିଖ। ଭୋଟକୁ ନେଇ ବିଭିନ୍ନ ରାଜନୀତିକ ଦଳ ଯେତିକି ଉତ୍କଣ୍ଠା ଭିତରେ ଅଛନ୍ତି ତାଠାରୁ ଶହେ ଗୁଣା ଉତ୍କଣ୍ଠା ଭିତରେ ଅଛନ୍ତି ସାଧାରଣ ଜନତା। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ନିର୍ଵାଚନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରଖିଛନ୍ତି। କିନ୍ତୁ ଏବେ ବି କିଛି ଆସନ ବଳକା…
ଶଙ୍ଖ ଧରିଲେ ଗଣେଶ୍ୱର, କେନ୍ଦ୍ରପଡ଼ା…
ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା ଓ ଶଶିଭୂଷଣ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଗଣେଶ୍ୱର ବେହେରା ତାଙ୍କର ଶତାଧିକ ସମର୍ଥକଙ୍କ ସହିତ…