thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ପ୍ରେମରେ ଧୋକା ଖାଇଲେ ରାଣୀ ପଣ୍ଡା,…

ଭୁବନେଶ୍ୱର : ପୁରୁଷ ବନ୍ଧୁଙ୍କୁ କାଠଗଡାକୁ ଟାଣିଛନ୍ତି ରାଣୀ ପଣ୍ଡା। ପ୍ରେମ-ପ୍ରତାରଣା ଅଭିଯୋଗ ଆଣି ମହିଳା ଥାନାରେ ହଜାର ହେଲେ ରାଣୀପଣ୍ଡା I ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରାଣୀ ପଣ୍ଡା ପୁଣି ଥରେ ଚର୍ଚ୍ଚା ପରିସର ଭିତରକୁ ଆସିଛନ୍ତି। ପ୍ରେମ ପ୍ରତାରଣାର ଅଭିଯୋଗ ସହିତ ପହଂଚିଛନ୍ତି…

ପରଲୋକରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ,…

କଟକ : ଆରପାରିରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସ। ରାଜ୍ୟ ରାଜନୀତିରେ ପରିଚିତ ଚେହେରା ପାଲଟିଥିବା ବିଶିଷ୍ଟ ରାଜନେତ୍ରୀଙ୍କ ଦେହାନ୍ତ। ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତି ୧୨ଟା…

ଇସିଙ୍କ ପାଖରେ ବିଜେଡିର ଫେରାଦ, ଆଚରଣ…

ଭୁବନେଶ୍ୱର : ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି। ଓଡିଶା ବିଜେପିର ନେତା ମାନେ ସବୁବେଳେ ଆଇନର ଉଲଂଘନ କରିବା ସହିତ ଆଚରଣ ଵିଧି ଅବମାନନା କରୁଛନ୍ତି ହିଂସାତ୍ମକ ଆକ୍ରମଣ କରୁଛନ୍ତି। କିନ୍ତୁ ଗତ କାଲିର ଏକ ଘଟଣା ଅତିକ୍ରମ କରିଛି ସବୁ ସୀମା। ଛଣଗିରି ଜଙ୍କିଆ ଖୋର୍ଦ୍ଧା ଜିଲ୍ଲାର ଅଂଚଳ…

ଏଥର ବାଲେଶ୍ଵରରେ ଡବଲ ଶଙ୍ଖ, ଜିତିବା ନେଇ…

ବାଲେଶ୍ୱର : ବାଲେଶ୍ୱର ଲୋକସଭା ମୈଦାନରେ ବିଜେଡି ଯୋଦ୍ଧା ବିଜେପି ଛାଡି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ବିଜେଡି। ଏଥର ବାଲେଶ୍ଵରରେ ବିଗ ଫାଇଟ ହେବ । ସାଂସଦ ପ୍ରତାପ ଷଡ଼ଙ୍ଗୀ ବନାମ ଲେଖାଶ୍ରୀ ସାମନ୍ତ ସିଂହାର। ଗତଥର ବିଜେପିରୁ ପ୍ରତାପ…

ପୁଣି ଦବଙ୍ଗଗିରି ଦେଖାଇଲେ ଚିଲିକା…

ଖୋର୍ଦ୍ଧା: ପୁଣି ଦାଦାଗିରି ଦେଖାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ବିବାଦକୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରଶାନ୍ତ ପୁଣି ଆଉ ଏକ ବିବାଦରେ ଫସିଛନ୍ତି। ଜଣେ କାର୍ଯ୍ୟରତ ସାମ୍ୱାଦିକଙ୍କୁ ଆକ୍ରମଣ କରି ବିବାଦୀୟ ହୋଇପଡିଛନ୍ତି ପ୍ରଶାନ୍ତ ଜଗଦେବ। ଜଙ୍କିଆ ଥାନାରେ ଏ ନେଇ ତାଙ୍କ ନାଁରେ ଏତଲା ହେବା ପରେ…

ପୁଣି ଫେରିବ ତାତି, ଉପରମୁହାଁ ହେବ ପାରଦ

ଭୁବନେଶ୍ୱର : ପୁଣି ଶିଖର ଛୁଇଁବ ପାରଦ। ଉପରମୁହାଁ ହେବ ତାପମାତ୍ରା। ଅସହ୍ୟ ଗୁଳୁଗୁଳି ସହିତ ଭୀଷଣ ହେବ ଗ୍ରୀଷ୍ମ ପ୍ରବାହ। ଏଭଳି କିଛି ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କାଳବୈଶାଖୀର କ୍ରମାଗତ ପ୍ରଭାବ ହେତୁ ରାଜ୍ୟରେ ତାପମାତ୍ରାରେ ବର୍ତ୍ତମାନ ତଳକୁ ଖସିଛି। ରାଜ୍ୟରେ…

ବିଜେଡିର ପ୍ରାର୍ଥୀ ଘୋଷଣା, ବାଲେଶ୍ୱରରୁ…

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ  ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଉ ୯ ବିଧାନସଭା ଆସନ ଓ ବାକି ରହିଥିବା ଗୋଟିଏ ଲୋକସଭା ଆସନା ପାଇଁ ତାଲିକା ଘୋଷଣା କରିଛନ୍ତି। ବାଲେଶ୍ବର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି।…

ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ…

ଭୁବନେଶ୍ଵର: ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗର ନିମ୍ନଚାପ ରେଖା ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଏଥିସହ ରାଜ୍ୟର ୧୪ ଜିଲ୍ଲାରେ…

ଓଡିଶାରେ ଏଥର କମ ବର୍ଷା, ସ୍ୱାଭାବିକ…

ଭୁବନେଶ୍ୱର :ଦେଶରେ ଏଥର ମୌସୁମୀ ସ୍ୱାଭାବିକ ରହିବ। ଠିକ ଠାକ ବର୍ଷା ଆଣିବ ଏଥରର ମୌସୁମୀ। ଜୁନରୁ ସେପ୍ଟେମ୍ବର ପ୍ରାୟ ୪ ମାସ ଧରି ମୌସୁମୀ ଦେଶରେ ସକ୍ରିୟ ରହିବ। ଭାରତ ହେଉଛି କୃଷି ପ୍ରଧାନ ଦେଶ। ଚାଷ ଉପରେ ଦେଶର ଅର୍ଥିନୀତି ନିର୍ଭର କରେ। ମୌସୁମୀ ଠିକ ଠାକ ରହିଲେ ଭଲ ଚାଷ ହେବ। ଚଳିତ ଥର ମୌସୁମୀ…

ମୋକିମଙ୍କୁ ହାଇକୋର୍ଟ ଝଟକା, ଭିଜିଲାନ୍ସ…

କଟକ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା । ଭିଜିଲାନ୍ସ ମାମଲାରେ ମୋକିମଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି ହାଇକୋର୍ଟ। ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମହମ୍ମଦ ମୋକିମ। ଦୋଷୀ ସାବ୍ୟସ୍ତ କରିଥିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ।ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକୁ…