Browsing Category
ରାଜ୍ୟ
କଂଗ୍ରେସ ଉପରେ ବର୍ଷିଲେ ସୁର, ବିନା…
ଭୁବନେଶ୍ୱର : ପୁଅକୁ ବିଜେଡି ଟିକେଟ ଦେଲା। ସେଥିପାଇଁ ଏଭଳି ନିଷ୍ପତ୍ତି ମୋ ବିରୁଦ୍ଧରେ ନିଆଯାଇଛି ବୋଲି ସୁରେଶ ରାଉତରାୟ କହିଛନ୍ତି। ୫୦ ବର୍ଷ ଧରି ମୁଁ କଂଗ୍ରେସରେ କାମ କରିଛି। ମୋ ପୁଅ ଅନ୍ଯ ଦଳରୁ ଟିକେଟ ପାଇଛି ।’ ମୋର କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ସୁର। ‘‘ମୁଁ ଦଳ ଛାଡ଼ି ନଥିଲି। ବହିଷ୍କାର…
ବଡ ଦୁର୍ଘଟଣା: ଓଲଟିଲା ବସ, 6 ମୃତ ଓ…
ଯାଜପୁର: ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଯାଜପୁର ୧୬ ନଂ ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟି ଛକ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ଅଗ୍ନିଶମବାହିନୀ…
ଏଥର ସ୍ୱାଭାବିକ ମୌସୁମୀ, ପୂର୍ବାନୁମାନ…
ନୂଆଦିଲ୍ଲୀ : ଏଥର ସ୍ୱାଭାବିକ ରହିବ ମୌସୁମୀ। ସାରା ଦେଶରେ ମୌସୁମୀ ସ୍ୱାଭାବିକ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ କହିଛି। ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ ମିଟ ଜରିଆରେ କହିଛନ୍ତି ଏଥର ମୌସୁମୀ ସ୍ୱାଭାବିକ ରହିବ। ଏଲ ନିନୋ ପ୍ରଭାବ କମିବ ଏବଂ ଲା ନିନା ପ୍ରଭାବ ବଢିବ ଫଳରେ ଦେଶରେ ଭଲ…
କଂଗ୍ରେସରେ ଟିକେଟ ବିକ୍ରି ସିଣ୍ଡିକେଟ,…
ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ଚାଲିଛି ଟିକେଟ ବିକ୍ରି ସିଣ୍ଡିକେଟ।ଟଙ୍କା ଦିଅ ଟିକେଟ ନିଅ। ଟଙ୍କା ନାହିଁ ମାନେ ଟିକେଟ ନାହିଁ। ସଂଗଠନ ଯାଉ ଚୁଲିକି, ଟଙ୍କା ନ ଦେଲେ ଟିକେଟ ମିଳିବନି। ଟିକେଟ ବିକ୍ରିକୁ ନେଇ ଏକ ବଡ ସିଣ୍ଡିକେଟ ଚାଲିଛି ରାଜ୍ୟ କଂଗ୍ରେସରେ। ଯାହାର ମାଷ୍ଟର ମାଇଣ୍ଡ ହେଉଛନ୍ତି ନିଜେ…
ଭାରି ପଡିଲା ପୁତ୍ର ମୋହ: କଂଗ୍ରେସରୁ…
ଭୁବନେଶ୍ୱର : କଂଗ୍ରେସରୁ ବହିସ୍କୃତ ହେଲେ ବିଧାୟକ ସୁରେଶ ରାଉତରାୟ। ଦଳ ବିରୋଧୀ କାମ ପାଇଁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି କଂଗ୍ରେସ ସଭାପତି। ପୁଅ ମନ୍ମଥଙ୍କ ପାଇଁ ପ୍ରଚାର ଅଭିଯୋଗ ବାବଦରେ ସୁରଙ୍କ ପାଖକୁ ସୋ କଜ ନୋଟିସ…
ଗୋପରେ ବଢୁଛି ଭୁବନେଶ୍ୱର ସାଂସଦ, ପୁଅ…
ଭୁବନେଶ୍ୱର : ଗୋପରେ ବଢୁଛି ଭୁବନେଶ୍ୱର ସାଂସଦ ବିଚକ୍ଷଣ ଭୋଟ ନେଇ ସେ ଆସିବ ତାଙ୍କର ବିଜୟ ଚମତ୍କାର ହେବ ସମସ୍ତେ ସମୟକୁ ଅପେକ୍ଷା କରନ୍ତୁ। ଦେଖିବେ କେଉଁଭଳି ବିଜୟ ହେବ। ଏମିତି କିଛି କଥା କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବାର ଅଭିଯୋଗକୁ…
ଖୋଲିଲା କ୍ରିପ୍ଟୋ ଠକେଇର ଗୁମର, ଦୁଇ…
ଭୁବନେଶ୍ୱର: କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇର ଗୁମର ଖୋଲିଛି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା।ଏ ଘଟଣାରେ ଦୁଇ ଜଣ ବନ୍ଧା ହୋଇଛନ୍ତି।ଫାଇଭ ଷ୍ଟାର ହୋଟେଲରେ ମିଟିଂ କରି ଲୋକଙ୍କୁ ଚୁନା ଲଗାଉଥିଲେ ଏମାନେ । ୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ…
ଜୋରଦାର ହେବ ଭୁବନେଶ୍ୱର ଲଢେଇ, ଏଥର…
ଭୁବନେଶ୍ୱର :ଭୁବନେଶ୍ବରରେ ଲୋକସଭା କ୍ଷେତ୍ର ପାଇଁ ୩ ଯୋଦ୍ଧା ତୟାର। ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ। ହାଇ ପ୍ରୋଫାଇଲ୍ ଭୁବନେଶ୍ୱର ଲୋକସଭା କ୍ଷେତ୍ର ହାତେଇବା ପାଇଁ ହୋଇଛି ବ୍ଲୁ ପ୍ରିଣ୍ଟ କରିଛନ୍ତି ବିଭିନ୍ନ ଦଳ। ଗତଥର…
ଭୁବନେଶ୍ୱର @ ୭୬, ବୟସ ବଢିବା ସହିତ…
ଭୁବନେଶ୍ୱର : ୭୬ ବର୍ଷରେ ରଜଧାନୀ ଭୁବନେଶ୍ୱର। ସମୟ ସହିତ ତାଳ ଦେଇ ଆଗକୁ ବଢୁଛି ଆମ ରାଜଧାନୀ। ବୟସ ବଢିଲେ ମଣିଷର ବୁଢାପା ଆସିଯାଏ କିନ୍ତୁ ଏଠି ବୟସ ବଢିବା ସହିତ ରାଜଧାନୀକୁ ଯୌବନ ଛୁଇଁବାରେ ଲାଗିଛି। ଯେତେ ଦେଖିଲେ ନୂଆ ନୂଆ ଲାଗୁଛି ଭୁବନେଶ୍ୱର। ୧୯୪୮ ଏପ୍ରିଲ୍ ୧୩ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ…
ଗିରଫଦାରୀ ଏଡାଇବା ପାଇଁ ହାଇକୋର୍ଟ ଗଲେ…
କଟକ :ଗିରଫଦାରୀ ଏଡାଇବା ପାଇଁ ଆଇନଗତ ପଦକ୍ଷେପ ନେଲେ
କଂଗ୍ରେସ ନେତା ମହମ୍ମଦ ମୋକିମ।ଓଆରଏଚଡିସି ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ମୋକିମ। ଏକ ମାସର ଅନ୍ତରୀଣ ସୁରକ୍ଷା ମାଗିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ।
ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ…