thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସୋଫିଆ ଆକ୍ସିଡେଣ୍ଟାଲ MLA: କଟକରେ…

କଟକ: ଜଣ୍ଡିସ ପ୍ରସଙ୍ଗରେ ତେଜିଛି କଟକ ରାଜନୀତି। ବିଧାୟିକା ସୋଫିଆଙ୍କ ଆରୋପର ଜବାବ ରଖିଲେ ମେୟର ସୁବାସ ସିଂ। କହିଛନ୍ତି, ଜଣ୍ଡିସ ସମୟରେ ସୋଫିଆ ମ୍ୟାଡାମ କେଉଁଠି ଥିଲେ, କଣ ଦାୟିତ୍ଵ ତୁଲାଇଛନ୍ତି’। ହଠାତ୍ ମିଡିଆ ସାମ୍ନାକୁ ଆସି ଜଣ୍ଡିସ ବ୍ୟାପିବା ପାଇଁ ମେୟର ଦାୟୀ କହୁଛନ୍ତି । ମୁଁ, କମିଶନର,…

ବ୍ରହ୍ମପୁର ଜେଲ୍ ଫେରିଲେ ବିକ୍ରମ ପଣ୍ଡା:…

ବ୍ରହ୍ମପୁର: ବ୍ରହ୍ମପୁର ଜେଲ୍‌କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା.ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍‌ ଫେରିଲେ. ବିକ୍ରମ। କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍‌ ସ୍ଥାନାନ୍ତର ହୋଇଛି। ୫ ଦିନ ହେଲା ଅସୁସ୍ଥତା ଯୋଗୁଁ MKCGରେ ଭର୍ତ୍ତି ହୋଇଥିଲେ ବିକ୍ରମ। ମେଡିକାଲ…

ନବୀନ ବାବୁଙ୍କୁ କିଛି ପଚାରିବାର ନାହିଁ:…

ଭୁବନେଶ୍ବର: ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ ବୋଲି କହିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଅରବିନ୍ଦ କହିଛନ୍ତି, ନବୀନ ଯଦି ବିଧାନସଭାରେ ଯଦି ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି। ହେଲେ ନବୀନ ବାବୁଙ୍କ…

ହେରିଟେଜ୍ ହ୍ରଦ ହେବ ବିନ୍ଦୁ ସାଗର:…

ଭୁବନେଶ୍ୱର: ବିନ୍ଦୁ ସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ । ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ରହିଛି। ଏଥି ସହିତ…

ଦଣ୍ଡ ଯାତ୍ରାରେ ସାପ ବ୍ୟବହାର ମନା:ସବୁ…

ବ୍ରହ୍ମପୁର: ଦଣ୍ଡ ଯାତ୍ରାରେ ସାପ ବ୍ୟବହାର ମନା। ଯାତ୍ରା ମଞ୍ଚରେ ଏଣିକି ସାପ ବ୍ୟବହାର କଲେ ନିଆଯିବ କାର୍ଯ୍ୟନୁଷ୍ଠାନ। ଆଗକୁ ଦଣ୍ଡଯାତ୍ରା ଥିବାରୁ ସବୁ ଡିଏଫ୍‌ଓଙ୍କୁ ବ୍ରହ୍ମପୁର RCCFଙ୍କ ଚିଠି। ଗଞ୍ଜାମରେ ଦଣ୍ଡଯାତ୍ରାରେ ସାପ ଖେଳ ହେଉଥାଏ। ଲୋକେ ଏହାକୁ ମନ ଭରି ଉପଭୋଗ କରନ୍ତି। କିନ୍ତୁ ଏଣିକି ଆଉ…

ନବୀନ ଉତ୍ତର ଦେଇପାରିଲେନି:ମୁଁ ଏବେ…

ଭୁବନେଶ୍ୱର: ସସ୍‌ପେଣ୍ଡକୁ ନେଇ ପୁଣି ସମାନ କଥା ଦୋହରାଇଲେ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ନିଲମ୍ୱନ ପ୍ରସଙ୍ଗକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ଅରବିନ୍ଦ । କହିଛନ୍ତି ନବୀନଙ୍କୁ ଯେଉଁ ପ୍ରଶ୍ନ କରିଥିଲେ, ତାର ଉତ୍ତର ମିଳିଲାନି। ଯେଉଁ ପ୍ରଶ୍ନ ପଚାରିଥିଲି ନବୀନ ତା'ର ଉତ୍ତର ଦେଇପାରିଲେନି…

୨୦ରୁ ଠିକାଦାରଙ୍କ ରାଜ୍ୟବ୍ୟାପୀ…

ଭୁବନେଶ୍ୱର: ଠିକାଦାରଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ। ଆସନ୍ତା ୨୦ରୁ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି। ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ ଚେତାବନୀ। ରାଜ୍ୟବ୍ୟାପୀ ଠପ୍ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ। ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ।…

ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ…

ଭୁବନେଶ୍ୱର: ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଓଡ଼ିଶାରେ ପ୍ରଭାବ ପଡ଼ିଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ 'ଆମ ବସ୍‌' ଡିପୋରେ ତାଲା ପଡିଛି। ଗେଟ୍‌ରେ ତାଲା ପକାଇ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କ ବିକ୍ଷୋଭ ଦେଖିବାକୁ…

ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣ…

ଭୁବନେଶ୍ୱର:ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଲେ ରାଜ୍ୟ ସରକାର। ନକ୍ସଲମୁକ୍ତ ଦେଶ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହୋଇଛି। ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହେଲା ପ୍ୟାକେଜ୍। ଏଣିକି ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ମିଳିବ ଥଇଥାନ ସୁବିଧା। ଏନେଇ ରାଜ୍ୟ ଗୃହ…

ବିଧାୟିକା ଉପାସନା ମହାପାତ୍ରଙ୍କ ତିନି…

ଭୁବନେଶ୍ୱର: ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ତିନି ମାଙ୍କଡ ଉପାଖ୍ୟାନ। ନାଁ ନନେଇ ସଞ୍ଜୟ ଦାସବର୍ମା ଓ ବିଜେଡିକୁ ଟାର୍ଗେଟ କଲେ ଉପାସନା। କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ବିଜେପିରେ ମିଶିବା ପରେ ମାରିଲେ ତେର୍‌ଛା ବାଣ। ଆମେ ସାଇକ୍ଲୋନ୍‌ ଭଳିଆ ଆଗେଇ ଯାଉଛୁ, ଆଉ ଅଟକିବୁ ନାହିଁ ବୋଲି ଉପାସନା…