Browsing Category
ରାଜ୍ୟ
ଅସହ୍ୟ ହେଲାଣି ତାତି, ୪୪.୬ ଡିଗ୍ରୀ ସହ…
ଭୁବନେଶ୍ବର : ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଥିବା ଗ୍ରୀଷ୍ମପ୍ରବାହ ଆଜିଠୁ ଅସମ୍ଭାଳ ହୋଇଛି। ସ୍ଥିତି ଯାହା ଥିଲା, ତାହାଠୁ ଆହୁରି ବିଗିଡ଼ିଛି। ଟାଣ ଖରା କଲବଲ କରିବା ସହ ଝାଞ୍ଜିମାଡ଼ରେ ଶରୀର ଝାଇଁଝାଇଁ ହୋଇଯାଉଛି। ଏପରି ସ୍ଥିତି ଆହୁରି ୫ ଦିନ ରହିବ ବୋଲି ମଧ୍ୟ ପାଣିପାଗ ବିଭାଗ…
ବିଜେଡିର ଲୁଙ୍ଗି ପିନ୍ଧା ରାଜନୀତି,…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧା ଭିଡିଓ ପରେ ଏବେ ଦଳୀୟ କର୍ମୀ ବି ଲୁଙ୍ଗି ପିନ୍ଧା ଦୃଶ୍ୟ ସାମ୍ନାକୁ ଆସିଛି।ଲୁଙ୍ଗି ପିନ୍ଧି ନିଆରା ଷ୍ଟ୍ରାଟେଜି ଆପଣେଇଛି ବିଜେଡି। ରାଜନୀତି ମଇଦାନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଏ କେତେ ପ୍ରକାର ତରିକା ଆପଣେଇଥାନ୍ତି। ଏବେ ବିଜେଡିର ଲୁଙ୍ଗି…
୨୮ରେ ଓଡିଶା ଆସିବେ ଜେପି ନଡ୍ଡା, ଦେବେ…
ଭୁବନେଶ୍ଵର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଆୟୋଜିତ ଏକ ସାଧାରଣ ସଭାକୁ କରିବେ ସମ୍ବୋଧିତ । ସେଠାରେ ସିଧାସଳଖ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି…
ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ
ଭୁବନେଶ୍ବର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଆଜି ଦିନ ସାଢେ ୧୧ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ପାର କରିଛି। ୪୦.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ…
ଆକାଶରୁ ବର୍ଷୁଛି ନିଆଁ, ଅସହ୍ୟ ଗ୍ରୀଷ୍ମ…
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷୁଛି ନିଆଁ । ପ୍ରବଳ ଖରା ଓ ତତଲା ପବନ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଆଜି ୪୩.୮ ଡିଗ୍ରୀ ସହ ଝାରସୁଗୁଡା ସହର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନ୍ୟପଟେ ୨୨ଟି ସହରରେ ଦିନ ତାପମାତ୍ରା ୪୨ ଡିଗ୍ରି କିମ୍ବା ଅଧିକ…
ହିଞ୍ଜିଳିରୁ ନବୀନଙ୍କ ଯୋଡି ଶଙ୍ଖର…
ଭୁବନେଶ୍ୱର:ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟଯାତ୍ରା। ଯୋଡି ଶଙ୍ଖର ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହିଞ୍ଜିଳି-ଶେରଗଡରେ ଜନସଭା ସହ ଆଜି ବିଜେଡିର ପ୍ରଚାର ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ଓ ଶେରଗଡରେ ଦୁଇଟି ଜନସଭାରେ ଉଦବୋଧନ…
ବିଜେଡିର ନାରା ଦୁଇ ଯୋଡି ଶଙ୍ଖ, ଥରେ…
ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ନବୀନଙ୍କ ଅପିଲ। ପ୍ରଚାର ମଇଦାନକୁ ଓଲ୍ହାଇବା ପୂର୍ବରୁ ଭୋଟ ପାଇଁ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ଦୁଇଟି ଶଙ୍ଖକୁ ଆଶୀର୍ବାଦ କରିବେ। ଗୋଟେ ଶଙ୍ଖ ବିଧାନସଭା ପାଇଁ ଆଉ ଗୋଟିଏ ଶଙ୍ଖ ଲୋକସଭା ପାଇଁ। ବିଜେଡିର ପ୍ରମୁଖ ରାଣାନୀତିକାର…
ସ୍ୱାମୀ ସ୍ତ୍ରୀଙ୍କୁ ଟିକେଟ, ସ୍ୱାମୀ…
ଭୁବନେଶ୍ୱର: ନିର୍ବାଚନ ମଇଦାନରେ ସ୍ୱାମୀ ସ୍ତ୍ରୀ। ଜଣେ ଲୋକସଭା ଟିକେଟରେ ଲଢ଼ିବେ ଅନ୍ୟ ଜଣେ ବିଧାନସଭାରେ ଲଢ଼ିବେ। ରାଜନୀତିରେ ସବୁବେଳେ ରୋଚକ କଥା ଦେଖିବାକୁ ମିଳେ। ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ନିର୍ବାଚନରେ ମଇଦାନକୁ ଓଲ୍ହାଇବା କିଛି ନୂଆ କଥା ନୁହେଁ। ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ସ୍ୱାମୀଙ୍କୁ…
ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ…
ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ୬ ବିଧାନସଭା ପାଇଁ ଯୋଦ୍ଧାଙ୍କ ନାଁ ଘୋଷଣା କରିଛନ୍ତି। ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। କାକଟପୁରରୁ ତୁଷାରକାନ୍ତି…
ପ୍ରବୋଧ ତୀର୍କୀଙ୍କ ଟିକେଟ କାଟିବା…
ଭୁବନେଶ୍ୱର : ପ୍ରବୋଧ ତୀର୍କୀଙ୍କ ଟିକେଟ କାଟିବା ପ୍ରସଙ୍ଗରେ ପ୍ରଭାରୀ ଅଜୟ କୁମାର କହିଛନ୍ତି ପ୍ରବୋଧଙ୍କ ଟିକେଟ କରିବରେ ମଧ୍ୟ ମୁଁ ବହୁତ ଦୁଃଖିତ। ଆମେ ବି ଆମ ଛାତି ଉପରେ ପଥର ରଖି ଏଭଳି ନିଷ୍ପତି ନେଇଛୁ। କିନ୍ତୁ ନିଷ୍ପତି କେହି ଏକୁଟିଆ ନେଇ ନାହାନ୍ତି। ମୋ ଉପରେ ମଧ୍ୟ ବରିଷ୍ଠ ନେତା ଏବଂ ଟିମ…