thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ମେ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ,…

ଭୁବନେଶ୍ୱର : ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ। ସାଲେପୁର ଆସି କଂଗ୍ରେସ ଶିବିରରେ ଜୋସ ଭରିବା ପରେ ପୁଣି ଆଉ ଥରେ ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସୂଚନା ଅନୁସାରେ ମେ ୩ତାରିଖରେ ରାହୁଲ ଓଡିଶା ଆସିବେ।ରାୟଗଡା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ…

କଟକ ବାରବାଟୀରୁ ଲଢ଼ିବେ ସୋଫିଆ,…

କଟକ : କଟକ ବାରବାଟୀ ଆସନରୁ କଂଗ୍ରେସ ପ୍ରାର୍ଥୀ ହେଲେ ସୋଫିଆ ଫିର୍ଦୋସ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କଟକ ବାରବାଟୀ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସଙ୍କ ଉପରେ ଦଳ ଭରଷା କରିଛି। ମୋକିମ ବର୍ତ୍ତମାନ ଆଇନ…

ସାଲେପୁରରୁ ରାହୁଲଙ୍କ ରଣହୁଙ୍କାର,…

ସାଲେପୁର: ସାଲେପୁର ମହାମଞ୍ଚରୁ ରାହୁଲଙ୍କ ରାଣାହୁଙ୍କାର। କଂଗ୍ରେସର ମହାସଭାରୁ ବଡ ପ୍ରତିଶୃତି ଦେଇଛନ୍ତି ରାହୁଲ ଗାନ୍ଧୀ। ଓଡ଼ିଶାରେ ସରକାର ହେଲେ ମହିଳାଙ୍କ ଆକାଉଣ୍ଟକୁ ୨ ହଜାର ଏବଂ କେନ୍ଦ୍ରରେ ସରକାର ହେଲେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି…

ସାଲେପୁରରେ କାହିଁକି ଅରିନ୍ଦମ ,…

ଭୁବନେଶ୍ୱର : ସାଲେପୁର ଆସନ ପାଇଁ ଅନୁଭବ ଦାବିଦାର ଥିଲେ। ହେଲେ ଅରିନ୍ଦମଙ୍କୁ ଟିକେଟ ମିଳିଲା। ଏହା ପଛର କାରଣ ଅତି ସରଳ। ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅନୁଭବ ମହାନ୍ତି ବିଜେଡି ଟିକେଟରେ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସାଲେପୁର ଆସନରୁ ସେ ବିପୁଳ ଭୋଟ ହାତେଇବାରେ ସକ୍ଷମ…

ପଖାଳରେ ଚର୍ଚ୍ଚା, ପାଣ୍ଡିଆନ ଓ ବରିଷ୍ଠ…

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ଣତା ମଧ୍ୟରେ ପଖାଳର ମଜ୍ଜା ନେଇଛନ୍ତି 5T ଅଧକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ସାଥିରେ ଥିଲେ india today ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାହୁଲ କନୱାଲ। କଲାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ…

ସାମ୍ନାକୁ ଆସିଲେ ବିଜେପିର ୮ ଯୋଦ୍ଧା,…

ଭୁବନେଶ୍ୱର : ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବାକି ରହିଥିବା ଆସନରୁ ୮ଟି ଆସନରେ ଦଳ ପ୍ରାର୍ଥୀ ଦେଇଛି।ଅଭିନେତାରୁ ରାଜନେତା ବନିଥିବା ଅରିନ୍ଦମ ରାୟଙ୍କୁ ସାଲେପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି। ଅରିନ୍ଦମଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ନିକଟରେ ଓଡିଶା…

ଜଳୁଛି ଭୁବନେଶ୍ୱର, ପାରଦ ଛୁଇଁଲା ୪୬.୬…

ଭୁବନେଶ୍ୱର : ରାଜଧାନୀରେ ଅସହ୍ୟ ତାତି। କଲବଲ ହେଉଛନ୍ତି ଲୋକେ।ଦିନ ୨ଟା ୩୦ ସୁଧା ଭୁବନେଶ୍ୱର ୪୬ .୬ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର। ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗିରହିଥିବା ବେଳେ ଆହୁରି ୫ ଅସହ୍ୟ ତାତିରେ ସନ୍ତୁଳି ହେବ ସାରା ରାଜ୍ୟ। ଭୀଷଣ ଗ୍ରୀଷ୍ମପ୍ରବାହ…

ଜୀବନ ନେଇଯିବ ମୁଣ୍ଡଫଟା ଖରା: ପଦାକୁ…

ଭୁବନେଶ୍ୱର: ପ୍ରଚଣ୍ଡ ଖରାରେ ସିଜୁଛି ଓଡିଶା। ତାତିରେ ଆଉଟୁପାଉଟ ହେଇଛନ୍ତି ରାଜ୍ୟ ବାସୀ। ଖରା ଏମିତି ହେଉଛି ଯେ ସତେ ଯେମିତି ଜୀବନ ନେଇଯିବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨°C ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆହୁରି ୪ ରୁ ୫ ଦିନ ଯାଏଁ…

ଏଥର ନବରଙ୍ଗପୁରରେ ଖୁଡି-ପୁତୁରା ଲଢେଇ

ଭୁବନେଶ୍ବର: ନବରଙ୍ଗପୁରରେ ଖୁଡ଼ି-ପୁତୁରା ଲଢେଇ। ଖୁଡି କୌଶଲ୍ୟା ପ୍ରଧାନୀ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ତ ପୁତୁରା ଦିଲ୍ଲୀପ ପ୍ରଧାନୀ କଂଗ୍ରେସରୁ ମଇଦାନକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ଲୋକସଭାରୁ ୯ଥର ସାଂସଦ ହୋଇଥିଲେ ଖଗପତି ପ୍ରଧାନୀ । ତାଙ୍କ ସାନଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା…

ବଡମ୍ବାରେ ବିଜେପିରେ ବିଦ୍ରୋହ, ଫାଇଦା…

ବଡମ୍ବା : ବଡମ୍ବାରେ ଦୁଇଫାଳ ବିଜେପି। ଦିନକୁ ଦିନ ତୀବ୍ର ହେଉଛି ବଡମ୍ବା ବିଜେପିରେ ଲାଗିରହିଥିବା କନ୍ଦଳ। ସମ୍ବିତଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରି ପାରୁନାହାନ୍ତି ବିଜୟଙ୍କ ସମର୍ଥକ। ଏଠାରେ ବିଜେପିର ପ୍ରାର୍ଥୀ ଘୋଷଣାଠାରୁ ବିବାଦ ଲାଗି ରହିଛି। ବିଜୟ ଦଳବେହେରାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା…