Browsing Category
ରାଜ୍ୟ
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡିର…
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି କ୍ଲିନ ସୁଇପ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ୨୮ଟି ବିଧାନସଭା ଆସନରୁ ଦଳ ୨୪ଟିରେ ଜିତିବ।ବିଜେଡି ପ୍ରଥମ ପର୍ଯ୍ୟାୟରେ ୯୦ ପ୍ରତିଶତ ଆସନରେ ଜିତିବ ବୋଲି ଦୃଢୋକ୍ତି ବାଢିଛନ୍ତି ପାଣ୍ଡିଆନ।ଲୋକ…
ନବୀନଙ୍କୁ ବନ୍ଦୀ କରି ରଖା ଯାଇଛି ,…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଦୀ କରି କବଜା କରାଯାଇଛି।୨୦୧୮ଆଗରୁ ନବୀନ କେମିତି ଥିଲେ । ଆଉ ଆଜି କେମିତି ଦିଶୁଛନ୍ତି ।ଏହା ଦୁଃଖର କଥା।ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କବଜା କରି ରଖାଯାଇଛି ।ତାଙ୍କୁ କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଉଛି ।ଜଣେ ଲୋକ ତାଙ୍କ ପାଖରେ ରହୁଛି ।କ୍ୟାମେରା…
ମାସ ଶେଷକୁ ଘୂର୍ଣ୍ଣିବଳୟ, ଭାରି ବର୍ଷା…
ଭୁବନେଶ୍ୱର: ଆସନ୍ତା ମେ’ ଚତୁର୍ଥ ସପ୍ତାହରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅର୍ଥାତ ମାସ ଶେଷରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।ଆସନ୍ତା ୨୧ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି…
ଭୋଟ ଦେଉଛି ଓଡିଶା, ୪ଟି ଲୋକସଭା ଆସନ ଓ…
ଭୁବନେଶ୍ୱର : ଭୋଟ ଦେଉଛି ଓଡିଶା। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେଉଛି।ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା।ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ମହିଳା ପର୍ଯ୍ୟନ୍ତ ସଭିଏଁ ଆଜି ପ୍ରଥମ…
ଆସନ୍ତାକାଲି ଓଡିଶାରେ ଭୋଟ, ହିଂସାମୁକ୍ତ…
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ। ଚାରୋଟି ଲୋକସଭା ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ସହ ୨୮ବିଧାନସଭାରେ ମତଦାନ ହେବ।ସେଥିପାଇଁ ପ୍ରସ୍ତୁତି ସରିଛି। ସବୁ ମତଦାନ କେନ୍ଦ୍ରକୁ EVM, VVPAT, ପୁଲିଂ ପାର୍ଟି ପହଂଚିଛନ୍ତି। ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ…
କନ୍ଧମାଳରୁ କଂଗ୍ରେସକୁ ଟାର୍ଗେଟ କଲେ…
କନ୍ଧମାଳ: କନ୍ଧମାଳ ବିଜୟ ସଂକଳ୍ପ ସମାବେଶରୁ ମୋଦିଙ୍କ ତଗଡା ପ୍ରଚାର। ଡବଲ ଇଂଜିନ ସରକାର ପାଇଁ ମୋଦି ଅପିଲ କରିଛନ୍ତି। ଓଡିଶାରେ ୨୧ ସାଂସଦଙ୍କୁ ବିଜୟ ସହିତ ଡବଲ ଇଂଜିନର ଅପିଲ କରିଛନ୍ତି ମୋଦି। କନ୍ଧମାଳ ବିଜୟ ସକଳ୍ପ ସମାବେଶରୁ କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି। କହିଛନ୍ତି କଂଗ୍ରେସ ଦେଶର ମନକୁ…
ରାଜନୀତିରୁ ସନ୍ନ୍ୟାସ ନେବେ କହିଲେ…
ଭୁବନେଶ୍ୱର: ବିଜେଡି ନେତା ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଖୋଲା ଆହ୍ୱାନ ଦେଲେ ବିଜେଡିର ପ୍ରମୁଖ ନିର୍ବାଚନୀ ରଣନୀତିକାର ପାଣ୍ଡିଆନ।ନିର୍ବାଚନ ପ୍ରଚାର ସଭାରୁ ରାଜନୀତିରୁ ସନ୍ନ୍ୟାସ ନେବା କଥା କହିଲେ।ଏମିତି କହି
ଧର୍ମେନ୍ଦ୍ର ପ୍ରଧାନଙ୍କୁ…
ମୋଦିଙ୍କ ବିଶାଳ ରୋଡ ଶୋ: ସମ୍ବଲପୁରୀ…
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି କାର୍ଯ୍ଯାଳୟରୁ ବାଣୀବିହାର ଲୋକାରଣ୍ଯ ଜନପଥ ଲାଗୁଥିଲା ଗେରୁଆ ଗେରୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିଥିଲେ ଲକ୍ଷାଧିକ ପ୍ରଶଂସକ ଯୁବ ପିଢ଼ିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ଯକ୍ତି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ‘ମୋଦି... ମୋଦି...’…
ନବୀନଙ୍କ ମାନିଫେଷ୍ଟୋ, ସଶକ୍ତ..ସମୃଦ୍ଧ ଓ…
ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାର।ଏହି ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଗତ ୨୪ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ…
ଗର୍ଭବତୀଙ୍କୁ ଘାତକ ରୁବେଲା ଭାଇରସ,…
ଭୁବନେଶ୍ୱର: ରୁବେଲା ଭାଇରସକୁ ନେଇ ସାବଧାନ ଗର୍ଭବତୀ ମହିଳା। ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କାରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଭାଇରସ ଜନ୍ମରୁ ଦେଖା ଦେଇଥାଏ ।ସେଥି ପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ…