thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଆଣ୍ଡାମାନ ଛୁଇଁଲା ମୌସୁମୀ, ମେ ୩୧ବେଳକୁ…

ଭୁବନେଶ୍ୱର: ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ। ମାଳଦୀପ ଓ କମରିନର କିଛି ଅଂଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି।ଏହାସହ ଦକ୍ଷିଣ ବଙ୍ଗୋପସାଗର ଓ ନିକୋବର ଦ୍ଵୀପପୁଞ୍ଜର କିଛି ଅଂଚଳରେ ବି ମୌସୁମୀ ପ୍ରବେଶ କରିଛି।ପରେ ୩୧ମେ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ବେଳେ ଏହା ପରେ ହିଁ ଓଡିଶାକୁ…

ପଦ୍ମ ଧରିଲେ ସମୀର ଦାଶ, ଟିକେଟ ନପାଇବାକୁ…

ଭୁବନେଶ୍ୱର:ପଦ୍ମ ଧରିଲେ ନିମାପଡା ରାଜନୀତି ତଥା ରାଜ୍ୟର ଜଣାଶୁଣା ଚର୍ଚ୍ଚିତ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ଆଜି ସକାଳୁ ବିଜେଡିରୁ ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ସମୀର ।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ନିମାପଡାର ଟାଣୁଆ ନେତା…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜାଗ…

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଥିବା କଥା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ।ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ, ଆସ୍କା, କନ୍ଧମାଳ ୫ଟି ଲୋକସଭା ଓ ୩୫ ଟି ବିଧାନସଭା ପାଇଁ ଭୋଟ…

ନିର୍ବାଚନ ବେଳେ ବାତ୍ୟା ଆଶଙ୍କା, ସମୁଦ୍ର…

ଭୁବନେଶ୍ୱର:ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବାତ୍ୟା ଆଶଙ୍କା ଘନଉଛି। ୨୪ତାରିଖ ବେଳକୁ ବାତ୍ୟା ହୋଇପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଅନୁମାନ କରିଛନ୍ତି।୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ…

ତୃତୀୟ ପର୍ଯ୍ୟାୟରେ ସବୁଠୁ ଧନୀ ପ୍ରାର୍ଥୀ…

ଭୁବନେଶ୍ୱର: ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଲ୍ହେଇଥିବା ପ୍ରାର୍ଥୀଙ୍କ ଭିତରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଧନୀ ପ୍ରାର୍ଥୀ ତାଲିକାରେ ସବୁଠୁ ଆଗରେ।ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନା ୨୨୭କୋଟିର ମାଲିକ।ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ…

ରାଜ୍ୟରେ ଥମିଲା ଦ୍ୱିତୀୟ ପର୍ଯ୍ୟାୟ…

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର।୫ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପ୍ରଚାରକୁ ଜୋରଦାର କରିଥିଲେ ଦଳୀୟ ପ୍ରାର୍ଥୀ ଓ ନେତା। ଦ୍ୱିତୀୟ ପର୍ଯ୍ୟାୟରେ ୭୯ଲକ୍ଷ ୬୯ ହଜାର ୮୩୭ ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିବେ। ପୁରୁଷଙ୍କ ସଂଖ୍ୟା ୪୦ ଲକ୍ଷ ୩୩ହଜାର ଏବଂ ମହିଳା…

ଓଡିଶାର କଳା, ସଂସ୍କୃତି, ଐତିହ୍ୟ,…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି । ପୂରା ଭାରତର ନୂଆ ନିର୍ମାଣ ହେଉଛି । ଦେଶର ଏମିତି ବିକଶ ଦେଖି ବିଶ୍ୱ ବି ଚକିତ । ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି । ଓଡ଼ିଶାରେ…

କୋରେଇରେ ଜୋରଦାର ସନ୍ଧ୍ୟାରାଣୀଙ୍କ…

ଭୁବନେଶ୍ୱର: କୋରେଇରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ରାଜନୈତୀକ ମହାଲୋ ସରଗରମ ହୋଇଛି । କାରଣ ଏଥର ଦଳ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ୍ ଦେଇଛି । ପୂର୍ବରୁ ଏହି ଆସନ ପାଇଁ ବିଧାୟକ ଅଶୋତ ବଳ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ପତ୍ନୀ ତଥା ଅଭିନେତ୍ରୀ…

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ…

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ବିଜେଡି ଜିତିବ ବୋଲି ଡିଣ୍ଡିମ ପିଟୁଛି । ବାସ୍ତବରେ କ୍ଷେତ୍ରରେ ଓଡ଼ିଶାର ଲୋକ ବିଜେଡିକୁ ଭୋଟ ଦେଉଥିଲେ ନବୀନ ବାବୁଙ୍କ ପାଇଁ, କିନ୍ତୁ ଏବେ ଓଡ଼ିଶାରେ ନବୀନ ଶାସନ ଚାଲୁନାହିଁ । ନବୀନ ବାବୁଙ୍କୁ ଓଡ଼ିଶାର ଲୋକେ ଦେଖିବା ତ ଦୂରର କଥା ଦଳର ନେତା, ମନ୍ତ୍ରୀମାନେ ମଧ୍ୟ…

ସାବଧାନ: ମେ ମାସରୁ ମାଡି ଆସୁଛି ବାତ୍ୟା…

ଭୁବନେଶ୍ୱର: ମେ' ମାସ ଶେଷରେ ଏକ ପ୍ରଳୟଙ୍କରୀ ବାତ୍ୟା ଦେଖିପାରେ ଭାରତ । ଚଳିତ ମାସର ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟକୁ ନେଇ ଗ୍ଲୋବାଲ ଏଜେନ୍ସି ତରଫରୁ ସୂଚନା ଦିଆଯାଇଛି । ତେବେ ଓଡ଼ିଶା ପାଇଁ ଏହାର ପ୍ରଭାବ କିପରି ରହିବ, ସେ…