Browsing Category
ରାଜ୍ୟ
ତୃତୀୟ ପର୍ଯ୍ୟାୟରେ ବିପୁଳ ବିଜୟ, ସରକାର…
ଭୁବନେଶ୍ୱର:ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରି ସରକାର କରିବ। ୮୦% ରୁ ୮୫% ବିଜୟ ଉଭୟ ଲୋକସଭା ଓ ବିଧାନସଭାରେ ଜିତି ସାରିଛୁ ।ଏବେ ତୃତୀୟ ପର୍ଯ୍ୟାୟ ପରେ ସରକାର ଗଠନ କରି ସାରିଛି ବିଜେଡି। ଅର୍ଥାତ ତୃତୀୟ ପର୍ଯ୍ୟାୟରେ…
ପଶ୍ଚିମରେ ପୂର୍ବ ଝଡ଼, ବବିଙ୍କ ସପକ୍ଷରେ…
ସମ୍ବଲପୁର: ପଶ୍ଚିମରେ ପୂର୍ବ ଝଡର ଝଲକ। ସବୁଠୁ ହାଇ ପ୍ରୋଫାଇଲ ସଂସଦୀୟ କ୍ଷେତ୍ରରେ ସରିଛି ନିର୍ବାଚନ। ବବି ବନାମ ଧର୍ମେନ୍ଦ୍ର ଲଢ଼ୁଥିବା ନିର୍ବାଚନୀ ମଇଦାନରେ ଭୋଟିଙ୍ଗ ସରିଛି।୬ ସଂସଦୀୟ କ୍ଷେତ୍ରରୁ ସବୁଠୁ ଦ୍ୱିତୀୟ ସର୍ବାଧିକ ମତଦାନ ରହିଛି ସମ୍ବଲପୁରରେ। ୭୭ପ୍ରତିଶତ ମତଦାନ ହୋଇଛି ସମ୍ବଲପୁରରେ।…
ବିଜେପିକୁ ନବୀନଙ୍କ `ଏଆଇ’ ଆଟାକ୍, ଏଆଇ…
ଭୁବନେଶ୍ୱର:ବିଜେପିକୁ ଶବ୍ଦ ତୀର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ଏଆଇ ଭିଡିଓ ପ୍ରସଙ୍ଗରେ ବିଜେପିର ବୁଦ୍ଧିମତାକୁ ତାଚ୍ଛଲ୍ଯ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଆଇ ବ୍ଯବହାର କରି ଭିଡିଓ ପ୍ରସ୍ତୁତ କରିବା ଖବରକୁ ବାଏଁ ବାଏଁ ଉଡାଇବା ସହିତ ନବୀନ ଦେଇଛନ୍ତି ମୁହଁତୋଡ ଜବାବ…
ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ, ଓଡିଶା…
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ।୨୪ରେ ଏହା ଅବପାତର ରୂପ ନେବ।ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ସଂଲଗ୍ନ ଉତ୍ତର ତାମିଲନାଡୁଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ…
ମୁଖ୍ୟମନ୍ତ୍ରୀ ହେବେନି, ପଛରେ ରହି…
ଭୁବନେଶ୍ୱର:ମୁଁ ରାଜନୀତି ଶିଖିନି। ମୋତେ ରାଜନୀତି ଆସେନି। ଲୋକଙ୍କ ସେବା କରିବାକୁ ଆସିଛି।ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ମୁଁ ତାଙ୍କୁ ସହଯୋଗ କରି ଆସିଛି ବୋଲି ଏଏନଆଇକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଗାମୀ ସମୟରେ ପାଣ୍ଡିଆନ…
କ୍ଷମା ପ୍ରାର୍ଥନା କଲେ ସମ୍ବିତ: କହିଲେ…
ପୁରୀ : ଚାରିଆଡୁ ନିନ୍ଦିତ ହେବା ପରେ ଶେଷରେ ନିଜ ଭୁଲ ମାନିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ସେ କହିଥିଲେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଏହା ପରେ ତାଙ୍କ…
ବାତ୍ୟା ନୁହେଁ ତୀବ୍ର ଅବପାତ ହେବ…
ଭୁବନେଶ୍ୱର:ବାତ୍ୟା ଆଶଙ୍କା ଟଳିଛି। ବାତ୍ୟା ନୁହେଁ ଲଘୁଚାପ ତୀବ୍ର ଅବପାତ ହୋଇ ମିଆଁମାର ଆଡକୁ ମୁହାଁଇ ପାରେ ବୋଲି କିଛି ପାଣିପାଗ ମଡେଲ ଆକଳନ କରିଛନ୍ତି। ଓଡିଶା ଉପରେ କୌଣସି ପ୍ରଭାବ ବା ବର୍ଷା ନାହିଁ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି।ଆସନ୍ତା ୨୨ତାରିଖ…
ରାଜ୍ୟରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ,…
ଭୁବନେଶ୍ୱର: ରାଜ୍ୟରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ।ଅପରାହ୍ନ ୫ଟା ସୁଦ୍ଧା ୬୦ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।ଏଥର ଭଲ ଭୋଟିଙ୍ଗ ହୋଇଛି।ଦିନ ବେଳା ପ୍ରବଳ ଖରା ସହ ଗୁଳୁଗୁଳି ହୋଇଥିଲା ।ତା ସତ୍ତ୍ୱେ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା।ଅଧିକ…
ଭୋଟ ଦେଉଛି ଓଡିଶା, ନେତା ବାଛୁଛନ୍ତି…
ଭୁବନେଶ୍ୱର: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ଭୋଟର। ଆଜି ଦେଶର ପଞ୍ଚମ ଓ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେଉଛି।ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ଭୋଟରମାନେ ମତଦାନ…
ଘନେଇଲା ବାତ୍ୟା ଭୟ, ଓଡିଶାରେ ମାଡ…
ଭୁବନେଶ୍ୱର: ବାତ୍ୟା ପାଇଁ ପାଗ ଅନୁକୂଳ।ପ୍ରବଳ ପବନ ସାଙ୍ଗକୁ ବର୍ଷା ଛେଚିବ। ଉପକୂଳ ଓ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା ଓ ପବନ ଧୁମ ମଚାଇବା। ତୃତୀୟ ପର୍ଯ୍ୟାୟ ଭୋଟ ଦିନ ସଂନ୍ଧ୍ୟା ବେଳକୁ ବାତ୍ୟା ପାରାଦ୍ୱୀପ ଓ ବାଲେଶ୍ୱର ମଧ୍ୟରେ ମାଡ ହୋଇପାରେ ବୋଲି ଆକଳନ କରୁଛନ୍ତି ବିଦେଶୀ ପାଣିପାଗ ସଂସ୍ଥା। ଯଦିଓ…