thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ତିନି ମାସରେ ଦୁଇ ଗଣା ଟଙ୍କା ଦେବାକୁ କହି…

ଭୁବନେଶ୍ୱର: ଲୋକଙ୍କୁ ଚୁନା ମାରୁଥିଲା ଠକ। ଟଙ୍କା ତିନିଗୁଣା କରିଦେବ କହି ଲୋକଙ୍କୁ ଭୁଆଁ ବନାଉଥିଲା। ତିନି ମାସ ମଧ୍ୟରେ ଟଙ୍କା ଦୁଇ ଗୁଣ ହେବ ବୋଲି ଲୋକଙ୍କ ଠାରୁ ୫୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଏବେ ଫସିଛି ଆଇନ ଜାଲରେ। ଗିରଫ ହୋଇଛି ଠକ ଅଭିଯୁକ୍ତ ହେଲେ ମୋହନ ପରିଡ଼ା। ମୋହନ…

ପୁଣି କଲବଲ କରିବ ତାତି: ୩ରୁ ୫ଡିଗ୍ରୀ…

ଭୁବନେଶ୍ୱର: ପୁଣି ବଢିବ ତାତି। କଲବଲ କରିବ ଗୁଳୁଗୁଳି। ଖରା ସାଙ୍ଗକୁ ଭୀଷଣ ଗରମ ହେବ। ଆଗାମୀ ଦୁଇ ତିନି ଦିନରେ ତାପମାତ୍ରା ୩ ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ପ୍ରାୟ ସବୁ ଜାଗାରେ ତାତି ବଢିବା ନେଇ ପୂର୍ବ ଅନୁମାନ ହେଇଛି। ଆଗାମୀ ୫ ଦିନରେ ଓଡ଼ିଶାରେ…

30 ଜିଲ୍ଲାରେ ପରିବର୍ତ୍ତନର ଆଭାସ,…

ଭୁବନେଶ୍ୱର:ରାଜ୍ୟରେ ତିନି ଚରଣ ନିର୍ବାଚନ ଶେଷ ହୋଇଛି। ତିନୋଟି ପର୍ଯ୍ୟାୟରେ ୧୦୫ବିଧାନସଭା ଏବଂ ୧୫ଲୋକସଭାରେ ନିର୍ବାଚନ ଶେଷ ହୋଇଛି | ବର୍ତ୍ତମାନ ୩୦ ଜିଲ୍ଲାରେ ପରିବର୍ତ୍ତନର ଆଭାସ ମିଳୁଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କୁ ଏବଂ ରାଜ୍ୟରେ ବିଜେପି…

ବିଜେପିର ୯ ସେଲ୍ଫ ଗୋଲ, ଇସ୍ତାହାରରେ…

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପଣ୍ଡିଆନ। ଲୋକଙ୍କ ସେବା ପାଇଁ ବିଜେପି ଇସ୍ତାହାର ଆଣିନି ବରଂ ନିଜର ସେଲ୍ଫ ଗୋଲ ହାସଲ କରିବା ପାଇଁ ବିଜେପି ଏଭଳି ଇସ୍ତାହାର ଆଣିଛି ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ…

ପୁଣି ଫେରିବ ଖରା: ବଢିବ ତାତି,…

ଭୁବନେଶ୍ୱର :ଆଗକୁ ଖରା ବଢିବ।ଦିନ ତାପମାତ୍ରାରେ ବୃଦ୍ଧି ଘଟିବ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।କିଛି ଦିନ ହେଲା ରାଜ୍ୟରେ ତାତିର ତାଉ ନଥିଲା।ଖରାରୁ ଲୋକଙ୍କୁ ମୁକ୍ତି ମିଳିଥିଲା।ଏବେ କିନ୍ତୁ ତାତି ଫେରିବା ନେଇ ପୂର୍ଵ ଆକଳନ କରିଛି…

ଦଳ ବଦଳିଲା ହେଲେ ବଦଳିଲା ନାହିଁ…

ଖୋର୍ଦ୍ଧା:ପ୍ରଶାନ୍ତ ଜଗଦେବଙ୍କ ନୂଆ ଠିକଣା ଖୋର୍ଦ୍ଧା ଜେଲର ସେଲ ନମ୍ବର ୨। ବାହୁବଳୀ ଚିଲିକା ବିଧାୟକ ପୁଣି ଶୃଙ୍ଖଳା ଭାଙ୍ଗ କରି ଜେଲ ଯାଇଛନ୍ତି।ବିଜେଡିରେ ଥିଲା ବେଳେ ବିଜେପି କର୍ମୀଙ୍କୁ ଗାଡି ଚଢେଇବା ଘଟଣାରେ ଗିରଫ ହେବା ସହିତ ବିଜେଡିରୁ ବହିସ୍କୃତ ହୋଇଥିଲେ। ଏବେ ବିଜେପିରେ ଥାଇ ମଧ୍ୟ ଶୃଙ୍ଖଳା…

ବିଜେଡି କ୍ଲିନ ସୁଇପ କରିବ, ୮୫%…

ଭୁବନେଶ୍ୱର:ବିଜେଡି ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇ ଛନ୍ତି ବିଜେଡିର ବରିଷ୍ଠ ନେତା ତାହା ଦଳର ମୁଖ୍ୟ ନିର୍ବାଚନ ରାଣନୀତିକାର କାର୍ତ୍ତିକ ପାଣ୍ଡିଆନ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଏଭଳି ଦମ୍ଭୋକ୍ତି ଭରା ଧାଡି କହିଛନ୍ତି ପାଣ୍ଡିଆନ। ଚଳିତ ନିର୍ବାଚନରେ ବିଜେଡି ସୁଇପ କରୁଛି। ବିଜେଡି…

ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ଫଳ: କମାଲ…

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ ଫଳ ରବିବାର ଅପରାହ୍‌ଣରେ ପ୍ରକାଶିତ ହୋଇଛି।ଚଳିତ ବର୍ଷ କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ, ବିଜ୍ଞାନରେ ପାସ୍‌…

ବାହାରିଲା ମାଟ୍ରିକ ରେଜଲ୍ଟ : ୯୬.୦୭%…

କଟକ: ପ୍ରକାଶପାଇଲା ମାଟ୍ରିକ ପରୀକ୍ଷା ଫଳ। ପୁଅଙ୍କ ଅପେକ୍ଷା ଝିଅମାନେ ଏଥର ବାଜି ମାରିଛନ୍ତି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି। ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ, ଏଥି ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ…

ଶେଷ ଲଢେଇରେ ଉପକୂଳଗଡ଼, ଅଧିକରୁ ଅଧିକ…

ଭୁବନେଶ୍ୱର:ରାଜ୍ୟରେ ସରିଛି ତିନୋଟି ପର୍ଯ୍ୟାୟ ନିର୍ବାଚନ।୧୫ଟି ଲୋକସଭା ଏବଂ ୧୦୫ବିଧାନସଭା ଆସନରେ ଭୋଟ ପଡିସାରିଛି। ଏବେ ନଜର ଶେଷ ପର୍ଯ୍ୟାୟ ଭୋଟ ଉପରେ। ବାକି ଥିବା ୬ଲୋକସଭା ଏବଂ ୪୨ବିଧାନସଭା ଆସନ ପାଇଁ ଶେଷ ଲଢେଇ ହେବ। ଜୁନ ୧ରେ ହେବାକୁ ଥିବା ଏଇ ଲଢେଇରେ ସବୁ ଦଳ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି…