Browsing Category
ରାଜ୍ୟ
ରଣେନ୍ଦ୍ର ପ୍ରତାପ ହେଲେ କାମଚଳା…
ଭୁବନେଶ୍ୱର:କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ରାଜ୍ୟପାଳ ରଘୁବାର ଦାସ ଶପଥ ପାଠ କରାଇଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତରେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆସନ୍ତା ୧୮ ଓ ୧୯ତାରିଖରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ…
ବିନା କାରଣ ଦର୍ଶାଅ ନୋଟିସରେ ବହିଷ୍କାର..…
ଭୁବନେଶ୍ୱର:ବିନା ନୋଟିସରେ ଦଳରୁ ବହିଷ୍କାର। କାରଣ ଦର୍ଶାଅ ନୋଟିସ ନ ଦେଇ ଜଣେ ଶୃଙ୍ଖଳିତ କର୍ମୀଙ୍କୁ ଦଳରୁ ବହିଷ୍କାର କରିବା ରାଜ୍ୟ କଂଗ୍ରେସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି।କଂଗ୍ରେସର ଆଗଧାଡିର ୪ନେତାଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁରରୁ…
ହଟିଲା ଫାଇବ ଟି ବ୍ୟବସ୍ଥା, ମୋହନ…
ଭୁବନେଶ୍ୱର: ରାଜ୍ୟରୁ ହଟିଲା ୫ଟି ଓ ମୋ ସରକାର ବ୍ୟବସ୍ଥା। ବିଜେଡି ସରକାରରେ ଏହି ବ୍ୟବସ୍ଥା ଦ୍ୱାରା ସରକାରୀ କାମ ହେଉଥିଲା।ନବୀନ ପଟ୍ଟନାୟକ ୫ମ ପାଳିରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ୫ଟି ଆଧାରରେ ରାଜ୍ୟର ବିକାଶ ହୋଇପାରିବ ବୋଲି ନବୀନ ସରକାର ଚିନ୍ତା କରିଥିଲେ। କିନ୍ତୁ ଏବେ ରାଜ୍ୟରେ ଚାଲିବନି…
ରାଜ୍ୟ ପ୍ରଶାସନରେ ହେବ ଅଦଳ ବଦଳ..ମୋହନ…
ଭୁବନେଶ୍ୱର: ରାଜ୍ୟ ପ୍ରଶାସନରେ ହେବାକୁ ଯାଉଛି ବ୍ୟାପକ ଅଦଳ ବଦଳ। ସଚିବଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଜିଲ୍ଲାପାଳ ମାନଙ୍କ ପର୍ଯ୍ୟନ୍ତ ଅଦଳ ବଦଳ ହୋଇପାରେ। ଖାଲି ସେତିକି ନୁହେଁ ପୋଲିସ ଡିଜିଙ୍କ ମଧ୍ୟ ପରିବର୍ତ୍ତନ ହୋଇପାରେ।ରାଜ୍ଯରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ…
ବଡଦାଣ୍ଡରେ ଛାଇଗଲା ବିଜେପି ଟିମ, ମୋହନ…
ଭୁବନେଶ୍ୱର:ସକାଳୁ ସକାଳୁ ବଡଦାଣ୍ଡ ପାଲଟିଥିଲା ଜନ ସମୁଦ୍ର। ଶପଥ ଗ୍ରହଣ ପରେ ପ୍ରଥମ ଥର ମୋହନ ଟିମ ଯାଇଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ଅବସର ଥିଲା ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା। ସକାଳୁ ସକାଳୁ କଡା ସୁରକ୍ଷା ଭିତରେ ବଡଦାଣ୍ଡରେ ପହଞ୍ଚିଥିଲେ ମୁଖମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ…
ଖୋଲିଲା ଶ୍ରୀ ମନ୍ଦିର ଚାରି…
ପୁରୀ: ଖୋଲିଲା ଶ୍ରୀ ମନ୍ଦିର ଚାରିଦ୍ୱାର। ସବୁ ପ୍ରତୀକ୍ଷାର ହେଲା ଅନ୍ତ। କଥା ରଖିଲା ବିଜେପି ସରକାର। ନିର୍ବାଚନୀ ପ୍ରତିଶୃତି ପୂରଣ କଲା ମୋହନ ସରକାର।ଶ୍ରୀମନ୍ଦିରରେ ବନ୍ଦ ରହିଥିବା ଦ୍ୱାର ଖୋଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ କେଭି ସିଂ ଦେଓ,…
ମୋହନ ସରକାର ପ୍ରଥମ ନିଷ୍ପତ୍ତି, କାଲିଠୁ…
ଭୁବନେଶ୍ୱର: ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମୋହର । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବ । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବ । ମନ୍ତ୍ରୀମାନଙ୍କ ଉପସ୍ଥିତିରେ ୪…
ଶପଥ ନେବା ପରେ ମୋହନ ସରକାରଙ୍କ ପ୍ରଥମ…
ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ ହୋଇଛି । ମନ୍ତ୍ରୀମଣ୍ଡଳ ଶପଥ ନେବାର ଗୋଟିଏ ଘଣ୍ଟା ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ୨୦୨୦ ମାର୍ଚ୍ଚ ମାସରୁ ସାମ୍ବାଦିକଙ୍କ ପାଇଁ ମନା ଥିବା ଲୋକସେବା ଭବନ ତୁରନ୍ତ ସାମ୍ବାଦିକଙ୍କ ପାଇଁ ଖୋଲାହୋଇଛି । ଲୋକସେବା ଭବନକୁ ପ୍ରବେଶ…
ନିମନ୍ତ୍ରଣ ରକ୍ଷା କରି ଆସିଲେ ନବୀନ,…
ଭୁବନେଶ୍ୱର: ଆଜି ଶପଥ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଶପଥ ଗ୍ରହଣରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ମଞ୍ଚରେ ପହଞ୍ଚିଥିଲେ । ଆଉ ଏହି ସମୟରେ ନବୀନଙ୍କ ସମ୍ମାନରେ ସମସ୍ତେ ଛିଡ଼ା ହୋଇଯାଇଥିଲେ । ଆଉ ସ୍ୱଭାବ ସୁଲଭ ଢ଼ଙ୍ଗରେ ନମସ୍କାର ଓ ପ୍ରତି ନମସ୍କାର କରି, ଆସନ ପାଖକୁ…
କୁଆଡେ ଗଲେ ଅପରାଜିତା?
ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇଛି ‘ମୋହନ’ ଯୁଗ। ମୋହନ ମାଝୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେଇଛନ୍ତି। ଶପଥ…