thelifelinemedia
Latest Odisha News, Breaking News Today

ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି

ଦ୍ବୈତ ନଗରୀ କଟକ- ଭୁବନେଶ୍ଵର ସହ ଯୋଡ଼ି ହେବ ପୁରୀ । ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି । ଏହାଦ୍ବାରା ସହରର ଆକାର ବଢ଼ିବ । ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ । ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ରିପଲ ସିଟିର ନୂଆ ପରିକଳ୍ପନା କରାଯାଇଛି । ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.