Browsing Category
ରାଜ୍ୟ
ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି…
ଭୁବନେଶ୍ୱର: କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ କରିଛନ୍ତି ଅସନ୍ତୁଷ୍ଟ ଯୁବକ । ମୁହଁରେ ମୁଖା ପିନ୍ଧି ଆସି କାଳିମାଡ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । କାଳିମାଡ କରିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ…
ଚାଉଳଠାରୁ ତେଲ ଯାଏଁ ସବୁର ଦର ଆକାଶଛୁଆଁ
ଭୁବନେଶ୍ୱର: ଆକାଶଛୁଆଁ ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ଗତ କିଛି ଦିନ ହେଲା ଡାଲି, ଚାଉଳ ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଖୁଚୁରା ବଜାରରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । ଏପଟେ କିଛିଦିନ ହେବ ରାଜ୍ୟର ପରିବା ମାର୍କେଟ ଉପରେ ବି ଚଡ଼କ ପଡିଛି । ଏହାକୁ ନେଇ ଚିନ୍ତାରେ ଖାଉଟି ।…
କାମଚଳା ବାଚସ୍ପତି ହେଲେ ଭର୍ତ୍ତୃହରି…
ଭୁବନେଶ୍ୱର: ବିଜେପି ସାଂସଦ ଭର୍ତ୍ତୃହରି ମହତାବ ୧୮ତମ ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବେ । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି । ସେ ସଂସଦରେ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ ।
ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର…
ମିଳିଲା ଆଶ୍ବସ୍ତି, ଆଉ ୪ ଜିଲ୍ଲାକୁ…
ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଂଶକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବରୁ ମାଲକାନଗିରି କୋରାପୁଟ ଜିଲ୍ଲା ଛୁଇଁଥିଲା ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଆସନ୍ତା ୩ ଦିନରେ ରାଜ୍ୟର ଅନେକ ଜିଲ୍ଲାକୁ ଛୁଇଁବ ମୌସୁମୀ ।
ସେପଟେ ଆସନ୍ତା ୫ ଦିନ ଯାଏଁ ବିଜୁଳି…
ସୁରମା ପାଢ଼ୀ ହେଲେ ବାଚସ୍ପତି.. ଓଡ଼ିଶା…
ଭୁବନେଶ୍ୱର:ସସୁରମା ପାଢ଼ୀ ହେଲେ ଓଡିଶା ବିଧାନସଭାର ବାଚସ୍ପତି। ପ୍ରମିଳା ମଲ୍ଲିକଙ୍କ ପରେ ପୁଣି ଜଣେ ମହିଳା ବାଚସ୍ପତି ପାଇଲା ଓଡିଶା ବିଧାନସଭା। ରଣପୁର ବିଧାୟିକା ତଥା ରାଜ୍ୟ ବିଜେପିର ଆଗ ଧାଡିର ନେତ୍ରୀ ନିର୍ଦ୍ବନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ…
ଜୁନ ୨୨ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ…
ବାଲେଶ୍ୱର: ପରିସ୍ଥିତିକୁ ନଜରରେ ରଖି ବାଲେଶ୍ୱରରେ ଇଣ୍ଟରନେଟ ସେବା ବନ୍ଦକୁ ବଢ଼ାଇ ଦିଆଯାଇଛି।ଗୁରୁବାର ଇଣ୍ଟରନେଟ୍ ସେବା ବନ୍ଦ ଆଦେଶକୁ ଜୁନ୍ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁବାର ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ…
ଖୋଲିବ ମହାପ୍ରଭୁଙ୍କ…
ପୁରୀ :ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବ।ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି।ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ। ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକଙ୍କ ସୂଚନା ଆସିବା ପରେ ଭକ୍ତ ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ…
ବାହାରିଲା OSSTET ରେଜଲ୍ଟ, ୱେବସାଇଟ୍ରୁ…
ଭୁବନେଶ୍ୱର:ପ୍ରକାଶ ପାଇଲା OSSTET ରେଜଲ୍ଟ।ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟ ଟେଷ୍ଟ ବା ଓଷ୍ଟେଟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodiaha.ac.in ୱେବସାଇଟରେ ଉପଲବ୍ଧ ହେଉଛି ଏହି ରେଜଲ୍ଟ। ପ୍ରଥମ…
ମହାନଦୀ ପ୍ରସଙ୍ଗରେ ପ୍ରସନ୍ନ- ସୁରେଶ…
ଭୁବନେଶ୍ୱର:ମହାନଦୀ ପ୍ରସଙ୍ଗରେ ମୁହାଁମୁହିଁ ଶାସକ ଓ ବିରୋଧୀ। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ମହାନଦୀ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। କହିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ବର୍ତ୍ତମାନ ସହଜ ହେବ। ରାଜ୍ୟ କେନ୍ଦ୍ର ଓ ଛତିଶଗଡ଼ରେ ସମାନ ସରକାର । ରାଜ୍ୟ ସରକାର ରାଜ୍ୟର…
ସୁରମା ପାଢ଼ୀ ହେଲେ ନୂଆ ବାଚସ୍ପତି
ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବାଚସ୍ପତି ଚୟନ ନେଇ ଆଲୋଚନା ହେବା ପରେ…