thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଓଡ଼ିଶା-ଛତିଶଗଡ଼ ଜଳ ବିବାଦ.. ରାଜସ୍ୱ…

-ଭୁବନେଶ୍ୱର: ଜଳ ବିବାଦର ସମାଧାନ ପାଇଁ ବିଗତ ୨୪ ବର୍ଷ ଭିତରେ ତତ୍କାଳୀନ ସରକାର କୌଣସି ଉଚିତ ପଦକ୍ଷେପ ନେଇ ନାହାନ୍ତି। ଏହାର ସମାଧାନ ପାଇଁ ଏକାଧିକ ପ୍ଲାଟଫର୍ମ ଥିବା ସତ୍ତ୍ୱେ ବିଜେଡି ସରକାର କୌଣସି ଚେଷ୍ଟା କଲେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଅନ୍ତ ରାଜ୍ୟ ଜଳ ବିବାଦର…

କଟକରେ ନୋ ପାର୍କିଙ୍ଗ ଜୋନ.. ଲାଗିଲା…

କଟକ :କଟକରେ ଲାଗୁ ହେଲା ଟ୍ରାଫିକ କଟକଣା। ସହରର ପ୍ରମୁଖ ୧୯ଟି ରୁଟ ବା ରାସ୍ତାକୁ ‘ନୋ ପାର୍କି ଜୋନ’ ଘୋଷଣା କଲା କମିଶନରେଟ ପୋଲିସ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ବୁଧବାର ଠାରୁ ନୋ ପାର୍କି ଜୋନ’ ଘୋଷଣା ହୋଇଥିବା ରୁଟରେ ବେଆଇନ ଭାବେ ପାର୍କିଂ ହୋଇ ଥିବା ଗାଡି ଗୁଡିକ ଉପରେ ଫାଇନ ଲଗାଇବା ସହ ଅନେକ…

ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି

ଦ୍ବୈତ ନଗରୀ କଟକ- ଭୁବନେଶ୍ଵର ସହ ଯୋଡ଼ି ହେବ ପୁରୀ । ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି । ଏହାଦ୍ବାରା ସହରର ଆକାର ବଢ଼ିବ । ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ । ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ରିପଲ ସିଟିର ନୂଆ ପରିକଳ୍ପନା କରାଯାଇଛି । ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ…

ସୁଭଦ୍ରା ଯୋଜନା: କେମିତି କରିବେ ଆବେଦନ ?…

ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ବଢ଼ୁଛି ଉତ୍କଣ୍ଠା। ତେବେ କେମିତି କରିବେ ଆବେଦନ କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ? କେଉଁମାନେ ଏହାର ଲାଭ ପାଇ ପାରିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଚାଲିଛି। ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି ।…

ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ……

ଭୁବନେଶ୍ୱର:ମା ପାଇଁ ଗଛଟିଏ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ନିଜେ ସେ ଗଛ ଲଗାଇବା ସହିତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଗଛ ଲଗେଇବାକୁ। ପର୍ଯ୍ୟଟନ ବିଭାଗରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ।ବିଭାଗରେ ସମସ୍ତ କର୍ମଚାରୀ ଆଗଭର ହୋଇଛନ୍ତି…

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ…

କେନ୍ଦୁଝର:ଜନ୍ମମାଟି କେନ୍ଦୁଝରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। ସାଧାରଣ ଗରିବ ଆଦିବାସୀ ଘରର ପୁଅ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ କାମ କରିବି ବୋଲି ଜନ୍ମମାଟି କେନ୍ଦୁଝରରୁ ଏଭଳି ପ୍ରତିଶୃତି ଭରାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି କେନ୍ଦୁଝରର ବିକାଶ ସହ ଭାରତରେ କେନ୍ଦୁଝରକୁ ଏକ…

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ…

ନୂଆଦିଲ୍ଲୀ: କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା…

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ସବୁ ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଛି। ୩୦ଟି ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ୮ରେ ମାଲକାନାଗିରି…

ସମ୍ଭାବ୍ୟ ବନ୍ୟାକୁ ନେଇ…

ଭୁବନେଶ୍ୱର:ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟାକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ବନ୍ୟା ପରିଚାଳନା ନୀତି, ମହାନଦୀ ରିଯୁଭେନେସନ ଓ ଜଳ ସଂରକ୍ଷଣ ନୀତି ସହିତ ଅନ୍ତ୍ ନଦୀ ଜଳ ପଥର ଉନ୍ନତି ପାଇଁ ଗଠନ ହେବ କମିଟି।୧୦୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ…

ଭୁବନେଶ୍ୱର :୨୦୩୬ ଯାଏ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା। ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ଥିଲା ଓଡିଶା । ରାଜ୍ୟ ସରକାର ଏବେ ଏହାକୁ ୨୦୩୬ ପର୍ଯ୍ୟନ୍ତ ବଢାଇଛନ୍ତି ।ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ୨୦୩୬ ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି ଆଉ ୩ବର୍ଷ ବୃଦ୍ଧି କରାଯାଇଛି। ତେଣୁ…