thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ରତ୍ନ ଭଣ୍ଡାର କେବେ ଖୋଲିବ ସରକାର ଘୋଷଣା…

କଟକ:ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ। ଏ ନେଇ ନିଷ୍ପତ୍ତି ସରିଛି।ଖୁବଶୀଘ୍ର ଏ ନେଇ ମୋଡ଼ାଲିଟ ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ମଧ୍ୟ ସରକାର ଘୋଷଣା କରିବେ ଏବଂ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ । କିନ୍ତୁ ସାମାଜିକ ଗଣମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲିଛି ତାହା ଗୁଜବ।…

ଏବର୍ଷ ବିରଳ ରଥଯାତ୍ରା.. ଦୁଇ ଦିନ ଟଣା…

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ,ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ…

ଭତ୍ତା ହେବ ୩୦୦୦ଟଙ୍କା: ମନ୍ତ୍ରୀ କହିଲେ…

ଭୁବନେଶ୍ୱର:ଏଣିକି ଭତ୍ତା ମିଳିବ ୩୦୦୦ଟଙ୍କା। ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି, ସେଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ଖୁବ ଶୀଘ୍ର କରାଯିବ ବୋଲି ଜଣାପଡିଛି। ମନ୍ତ୍ରୀ…

ବନ୍ଦ ହୋଇଥିବା ସ୍କୁଲ ଖୋଲିବ: ଗଣଶିକ୍ଷା…

ଭୁବନେଶ୍ୱର:ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାରର ଯୋଜନା ଚାଲିଛି । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇଛି, ସେହି ସବୁ…

ମନ ଇଚ୍ଛା କାଟି ପାରିବେନି ତାଳ ଗଛ..…

ଭୁବନେଶ୍ୱର:ତାଳ ଗଛ କଟା ହେବ କାଳ । ଏଣିକି ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି । ମନଇଚ୍ଛା ତାଳ ଗଛ କାଟିଲେ ହେବ କାର୍ଯ୍ୟନୁଷ୍ଠାନ । ରାଜ୍ୟରେ ବଢ଼ୁଥିବା…

ଦୁର୍ବଳ ହେଲା ଲଘୁଚାପ.. ଏଥର କମିବ ବର୍ଷା

ଭୁବନେଶ୍ୱର:ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ସେପଟେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ। କିନ୍ତୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା।ଆସନ୍ତା ୨୪ଘଣ୍ଟା…

ପ୍ରତିଶ୍ରୁତି ରଖୁ ବିଜେପି..୩୦୦ ୟୁନିଟ୍…

ଭୁବନେଶ୍ୱର:ବିଜେପିର ପ୍ରତିଶ୍ରୁତି କଥାକୁ ମନେ ପକାଇଲା ବିଜେଡି। ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଛି ତାକୁ ପୂରଣ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ବିଜୁଳି ବିଲ୍ ଦେବାକୁ ପଡିବନି।…

ନୂଆ ସରକାରର ପ୍ରଶାସନିକ କଳେବର

ଭୁବନେଶ୍ୱର:ମୋହନ ସରକାରର ପ୍ରଶାସନିକ କଳେବର। ନୂଆ ସରକାରର ପ୍ରସାଶନିକ ମୁଖିଆ ଭାବେ ମନୋଜ ଆହୁଜା ଦାୟିତ୍ୱ ନେବା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓର ହୋଇଛି ନବ କଳେବର। ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅତିରିକ୍ତ ମୁଖ୍ୟ ସଚିବ ଭାବେ…

ମନୋଜ ଆହୁଜା ମୁଖ୍ୟ ସଚିବ

ଭୁବନେଶ୍ୱର:ଓଡ଼ିଶାକୁ ମିଳିଲେ ମୁଖ୍ୟ ଶାସନ ସାଚିବ ।ବରିଷ୍ଠ ଓ ଦକ୍ଷ ଆଇଏଏସ ଅଧିକାରୀ ମନୋଜ ଆଉଜା ହେଲେ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ…

ବଦଳିବ ମେକ ଇନ ଓଡିଶା ନାଁ.. ଉତ୍କଳ…

ଭୁବନେଶ୍ୱର:ବଦଳିବ ମେକ ଇନ୍ ଓଡ଼ିଶା କନକ୍ଲେଭର ନାମ। ନୂଆ ନାମ ହେବ ଉତ୍କଳ ଇନଭେଷ୍ଟ ସମିଟ ।ଏ ନେଇ ଆଜି ଇସାରା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।ରାଜ୍ୟ ସରକାର ଆୟୋଜନ କରିବେ ଉତ୍କଳ ଇନଭେଷ୍ଟ ସମିଟ। ଅଧିକ ପୁଞ୍ଜି ନିବେଶ ଆଣିବାକୁ ରାଜ୍ୟ ସରକାର ଉତ୍କଳ ଇନଭେଷ୍ଟ ସମିଟ ଆୟୋଜନ କରିବେ।…