thelifelinemedia
Latest Odisha News, Breaking News Today
Browsing Category

ମନୋରଞ୍ଜନ

ଭୁବନେଶ୍ୱରର ‘କାସା ବକାର୍ଡି ଅନ୍ ଟୁର୍’…

ଭୁବନେଶ୍ୱର: ଜଣାଶୁଣା ପାନୀୟ ବ୍ରାଣ୍ଡ୍ ବକାର୍ଡି, ଭୁବନେଶ୍ୱରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ, ଦେଶର ସବୁଠାରୁ ଲୋକପ୍ରିୟ ତଥା ସ୍ୱାଧୀନ କଳାକାର ନ୍ୟୁକ୍ଲିୟା ଏବଂ ଅନ୍ୟତମ ଡିଜେ ଗୁର୍ବାକ୍ସ୍ଙ୍କ ସହିତ ‘କାସା ବକାର୍ଡି ଅନ୍ ଟୁର୍’ ମ୍ୟୁଜିକ୍ କନ୍ସର୍ଟର ଆୟୋଜନ କରିଛି । ୧୯ ନଭେମ୍ବର,୨୦୨୨…

‘ଶ୍ରଦ୍ଧାର ଆତ୍ମା ଆସି ତାର ୭୦ ଖଣ୍ଡ…’

ମୁମ୍ଵାଇ ୧୭।୧୧: ଶ୍ରଦ୍ଧା ୱାଲକର ହତ୍ୟା ମାମଲା ସମସ୍ତଙ୍କୁ ଥରାଇ ଦେଇଛି। ପ୍ରତିଦିନ ହେଉଥିବା ନୂଆ ଖୁଲାସା  ପରେ ସମସ୍ତେ ଚକିତ ହୋଇଯାଉଛନ୍ତି। ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲାଙ୍କ ବାସ୍ତବତା ଜାଣି ପ୍ରତ୍ୟେକ ବ୍ୟକ୍ତି ଶ୍ରଦ୍ଧାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ସାଧାରଣ ଜନତା ଠାରୁ ଆରମ୍ଭ କରି…

‘ସଲାମ୍‌ ଭେଙ୍କି’ରେ ସାମ୍ଵାଦିକ…

ମୁମ୍ଵାଇ ୧୫।୧୧: ଅପ୍‌କମିଙ୍ଗ ଫିଲ୍ମ ‘ସଲାମ୍‌ ଭେଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଆହାନା କୁମ୍‌ରା । ଏହି ଫିଲ୍ମରେ ପ୍ରଥମ ଥର ସେ ଜଣେ ସାମ୍ବାଦିକ ଭୂମିକାରେ ଅଛନ୍ତି। ଏହି ପ୍ରୋଜେକ୍ଟରେ ଇଣ୍ଡଷ୍ଟ୍ରିର ଜଣାଶୁଣା  ଅଭିନେତ୍ରୀ କାଜୋଲଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା…

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ…

ନୂଆଦିଲ୍ଲୀ ୧୫।୧୧: ମନିଲଣ୍ଡ୍ରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ପଟିଆଲା ହାଉସ୍ କୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଶେଷରେ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଅଭିନେତ୍ରୀଙ୍କ ଜାମିନ ନିବେଦନ ଉପରେ ଶୁଣାଣି ନଭେମ୍ବର ୧୧…

ଟି-୨୦ ବିଶ୍ବକପ୍ ଫାଇନାଲ, କ୍ରିକେଟ୍…

ନୂଆଦିଲ୍ଲୀ- ଟି-୨୦ ବିଶ୍ବକପ୍ ଫାଇନାଲରେ ଭାରତୀୟ କଣ୍ଠଶିଳ୍ପୀଙ୍କ ଜଲଓ୍ବା ଦେଖିବ ବିଶ୍ବ । ୧୩ ବର୍ଷିୟା ଜାନକୀ ଈଶ୍ବରଙ୍କ ରକ୍ ସଙ୍ଗୀତରେ ଦୁଲୁକିବ ମେଲବୋର୍ଣ୍ଣ କ୍ରିକେଟ୍ ଷ୍ଟାଡ଼ିୟମ ।  ରବିବାର ଫାଇନାଲକୁ ନେଇ କ୍ରିକେଟ୍ ପ୍ରେମୀ ଉତ୍ସାହିତ ରହିଥିବାବେଳେ କୁନି ଝିଅର ଗୀତରେ ଝୁମିବେ ୯୦ ହଜାର ଦର୍ଶକ…

ଶାହରୁଖ ଖାନ୍‌ଙ୍କୁ ବିମାନ ବନ୍ଦରରେ…

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ୍ ବାଦଶାହ ଶାହରୁଖ ଖାନ୍‌ଙ୍କୁ ଅଟକାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତ କାଲି ରାତିରେ ତାଙ୍କୁ କିଛି ଘଣ୍ଟା ପାଇଁ ଅଟକ ରଖାଯାଇଥିଲା। ଶାହରଖୁ ସାଙ୍ଗର ନେଇଥିବା କିଛି ଦାମିକିଆ ଘଣ୍ଟା ପାଇଁ ତାଙ୍କୁ ଅଟକ ରଖିଥିଲା ଇଡି। ଶେଷରେ ଶାହରୁଖ ଇଡିକୁ ୬.୮୩ ଲକ୍ଷ…

ଏବେ OTTରେ ରିଲିଜ୍‌ ହେବ ‘ସୀତା…

ମୁମ୍ଵାଇ ୧୦।୧୧: ବଲିଉଡ ପରେ ସାଉଥ ସିନେମାରେ ପାଦ ରଖିଥିବା ଅଭିନେତ୍ରୀ ମୃଣାଲ ଠାକୁର । ବର୍ତ୍ତମାନ ମାଲାୟାଲମ୍ ସିନେମାର ପ୍ରସିଦ୍ଧ ଅଭିନେତା ଦୁଲକର୍ ସଲମାନଙ୍କ ଫିଲ୍ମ ‘ସୀତା ରାମ’ ବକ୍ସ ଅଫିସରେ ଜିତିଛି। ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତାମିଲ, ତେଲୁଗୁ ଏବଂ ମାଲାୟାଲମର ବଡ ପ୍ରତିକ୍ରିୟା…

ED ଉପରେ ଅଭିଯୋଗ ଲଗାଇଲେ ଜ୍ୟାକଲିନ୍‌,…

ମୁମ୍ଵାଇ ୧୦।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ରେଗୁଲାର ଜାମିନ ଆବେଦନ ଉପରେ ଆଜି ପଟିଆଲା ହାଉସ କୋର୍ଟର ଶୁଣାଣି ଚାଲିଛି। କୋର୍ଟରେ ଶୁଣାଣି ସମୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତାଙ୍କୁ ହଇରାଣ କରିଥିବା ଅଭିଯୋଗ…

ଅଡୁଆରେ ମାଲାୟଲମ୍‌ ଅଭିନେତା ଦିଲ୍ଲୀପ,…

ମୁମ୍ଵାଇ ୦୯।୧୧: ଶାରୀରିକ ନିର୍ଯ୍ୟାତନା ମାମଲାରେ ଫସି ରହିଥିବା ମାଲାୟାଲମ୍ ଅଭିନେତା ଦିଲ୍ଲୀପ୍‌ ପୁଣି ଅଡୁଆରେ ପଡିଛନ୍ତି। କେରଳ ହାଇକୋର୍ଟ ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେରଳ ପୋଲିସ୍‌ର ଦ୍ଵାରା ସର୍ତ୍ତ ଉଲ୍ଲଂଘନ ଜାମିନକୁ ବାତିଲ କରିବାକୁ ଆବେଦନ ଉପରେ ଦିଲୀପଙ୍କୁ ନୋଟିସ ଜାରି…

ଆଉ ନାହାନ୍ତି ପ୍ରସିଦ୍ଧ ଲେଖକ ଟିପି…

ମୁମ୍ଵାଇ ୦୪।୧୧: ପ୍ରସିଦ୍ଧ ମାଲାୟାଲମ୍ ଏବଂ ଇଂରାଜୀ ଭାଷା କବି, ଉପନ୍ୟାସିକ ତଥା ସ୍କ୍ରିନ୍ ରାଇଟର୍ ଟି.ପି ରାଜୀବଙ୍କ ଦେହାନ୍ତ। ବୁଧବାର ବିଳମ୍ବିତ ରାତିରେ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ପାଖାପାଖି ୬୩ ବର୍ଷ ହୋଇଥିଲା।  ପରିବାର ସୂତ୍ରରୁ ପ୍ରକାଶ…