thelifelinemedia
Latest Odisha News, Breaking News Today
Browsing Category

ମନୋରଞ୍ଜନ

ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ…

ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍‌ ରାସ୍ତାରେ ପହଞ୍ଚିଛି। ଆଜି ଭୁବନେଶ୍ୱର ଡିସିପି ଅଫିସ ନିକଟରେ ଉଭୟ ପହଞ୍ଚିଥିବା ବେଳେ ଦେଖିବାକୁ ମିଳିଲା ହାଇଡ୍ରାମା।  ପରେ ଡିସିପିଙ୍କ ଉପସ୍ଥିତିରେ ଏହି…

ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା:…

ଭୁବନେଶ୍ୱର: ବାହା ହେଲେ ଓଲିଉଡ଼ ନାୟିକା ଏଲିନା। ପ୍ରେମିକ ଅନୁରାଗଙ୍କ ହାତ ଧରିଲେ ଓଲିଉଡ଼ ଜଗତର ଚୁଲବୁଲି ନାୟିକା । ଲମ୍ବା ସମୟଧରି ପ୍ରେମ ସମ୍ପର୍କରେ ଥିଲେ ଏଲିନା ଓ ଅନୁରାଗ ପଣ୍ଡା। ଶେଷରେ ପ୍ରେମ ବିବାହର ରୂପ ନେଇଛି।ପ୍ରେମିକ ଅନୁରାଗଙ୍କୁ ସାତ ଜନମର ସାଥୀ କରିଛନ୍ତି। ଇଣ୍ଡୋନେସିଆ ବାଲିର ଏକ…

ହାସ୍ୟ ଅଭିନେତା ଜୟୀରାମଙ୍କୁ ଜୀବନ…

ଭୁବନେଶ୍ୱର:ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୋଟ ୩୩ଟି ବର୍ଗ ପାଇଁ ପ୍ରଦାନ ହେବ ସମ୍ମାନ। ସବୁଠୁ ବଡ଼କଥା ହେଲା ବଳଦିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ନାମ। ଜୟଦେବ ପୁରସ୍କାର ବଦଳରେ ହେଲା ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର।…

ଯାତ୍ରା ମଞ୍ଚରେ ଅଶୀଳ ନୃତ୍ୟ ପରିବେଷଣକୁ…

ଯାଜପୁର: ପୁଣି ଯାତ୍ରା ମଞ୍ଚରେ ଅଶୀଳ ନୃତ୍ୟ ପରିବେଷଣକୁ ବିରୋଧ। ଦର୍ଶକଙ୍କ ଚେୟାର ମାଡରେ ଫାଟିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ମୁଣ୍ଡ। ଯାଜପୁର ଜିଲା କୋରେଇ ଥାନା ରଗଡି ଠାରେ ମା କାମୁଡ଼େଇ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଅୟୋଜିତ ଯାତ୍ରାରେ ନୃତ୍ୟ ପରିବେଷଣ କରୁଥିବା ଅଭିନେତ୍ରୀ ନିଶା…

‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ ସ୍ତରରେ ସଫଳତାର ଶୀର୍ଷ ଛୁଇଁଲା ଓଡ଼ିଆ ଚଳଚିତ୍ର ଦମନ। ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ…

ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି:…

ବ୍ୟୁରୋ: ଗୋବିନ୍ଦାଙ୍କ ଦେହରେ ଗୁଳି ବାଜିଛି। ଆଉ କେହି ନୁହେଁ ନିଜ ରିଭଲଭର ବନ୍ଧୁକରୁ ତାଙ୍କ ଦେହରେ ଗୁଳି ବାଜିଛି। ବନ୍ଧୁକ ସଫା କରୁଥିବା ବେଳେ ଅସାଵଧାନତା ହେତୁ ଗୋବିନ୍ଦାଙ୍କ ଦେହରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା…

କଙ୍ଗନାଙ୍କ ‘ଇମର୍ଜେନ୍‌ସି’କୁ ଅନୁମତି…

ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ସ୍ଥିତି, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଆଦିକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଇମର୍ଜେନ୍‌ସି’କୁ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫ୍‌ସି) ପକ୍ଷରୁ ଅନୁମତି ମିଳିଛି। ତେବେ ଫିଲ୍ମରେ ଦିଆଯାଇଥିବା ତଥ୍ୟ କେଉଁଠାରୁ ସଂଗୃହୀତ ହୋଇଛି…

ପୂଜା ବଜାର ହଲଚଲ : ପରଦାକୁ ଆସିଲା ଆଇ ଲଭ…

ବ୍ୟୁରୋ: ରିଲିଜ ହେଲା ବହୁ ପ୍ରତକ୍ଷିତ ଫିଲ୍ମ ଆଇ ଲଭ ୟୁ-ଟୁ। ଫିଲ୍ମ୍ ଫ୍ରାଇଡେରେ ବଡ଼ ପରଦାକୁ ଆସିଲା। ଗଣେଶ ପୂଜାରେ ବଜାରରେ ଲୋକଙ୍କୁ ଆକୃଷ୍ଟ କରିବ ଏହି ଫିଲ୍ମ୍। ବସନ୍ତ ନାୟକ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ନିର୍ମିତ ସିନେମା 'ଆଇ ଲଭ ୟୁ- ଟୁ'  ଆଜି ବିଭିନ୍ନ ହଲ୍ ମୁକ୍ତି ଲାଭ କରିଛି ଯାଉଛି।…

ନବୀନ ନିବାସରେ ‘ଦମନ’ ଟିମ୍

ଭୁବନେଶ୍ୱର :ନବୀନ ନିବାସରେ ଦମନ ଟିମ। ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ନବୀନ ନିବାସରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ । ଦମନ ଶ୍ରେଷ୍ଠ…

‘ଦମନ’ଶ୍ରେଷ୍ଠ ଓଡ଼ିଆ…

ନୂଆଦିଲ୍ଲୀ:ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଦମନ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି। ନୂଆଦିଲ୍ଲୀରେ ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ…