thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ସେପ୍ଟେମ୍ବରରେ ଓଡ଼ିଶା ଆସିବେ ବିଜେପି…

ଭୁବନେଶ୍ବର : ସେପ୍ଟେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ସଭାପତି ଜଗତ ପ୍ରକାଶ (ଜେପି) ନଡ୍ଡା । ମିସନ ୨୦୨୪ ପାଇଁ ବିଜେପି ଓଡ଼ିଶା ଉପରେ ମଧ୍ୟ ଫୋକସ କରୁଥିବାରୁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି କର୍ମୀଙ୍କ ପାଇଁ ଆୟୋଜନ…

ନଗ୍ନ ଫଟୋ ଶୁଟ୍‌ ମାମଲା: ଫଟୋରେ ଏଭଳି…

ନୂଆଦିଲ୍ଲୀ: ନଗ୍ନ ଫଟୋ ଶୁଟ୍‌କୁ ନେଇ ବିବାଦରେ ଫସିଥିବା ବଲିଉଡ୍ ଅଭିନେତା ରଣବୀର କପୁର ଗତକାଲି ଥାନାକୁ ଆସି ମାମଲା ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଫଟୋ ଶୁଟ୍‌ର ପ୍ରଭାବ ଏମିତି ହେବ, ତାହା ସେ ଜାଣି ନଥିଲେ ବୋଲି ରଣବୀର ପୁଲିସକୁ କହିଛନ୍ତି। ନଗ୍ନ ଫଟୋ ଶୁଟ୍ ନେଇ ରଣବୀରଙ୍କ…

ସଡ଼କ ଦୁର୍ଘଟଣାକୁ ନେଇ ଏନସିଆରବି…

ନୂଆଦିଲ୍ଲୀ: ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ଦୁଇ ଚକିଆ ବାହାନ ଚାଳକଙ୍କ ଅଧିକ ଜୀବନ ଯାଇଛି । ଗୋଟିଏ ବର୍ଷରେ ପ୍ରାୟ ୭୦,୦୦୦ ହଜାର ଦୁଇ ଚକିଆ ଚାଳକ ଏବଂ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏନସିଆରବିର ସଦ୍ୟ ରିପୋର୍ଟରେ ଏହି ଖବର ସାମନାକୁ ଆସିଛି । ଏହାସହ ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ୧,୫୫,୬୨୨ ଜଣଙ୍କ…

ସ୍ୱାମୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ…

ବିଳାଶପୁର ୩୦।୮:  ସ୍ୱାମୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଗାଳି ଗୁଲଜ କରିବା ମହିଳାଙ୍କ ଦ୍ୱାରା ନିର୍ଯାତନା ବୋଲି ଛତିଶଗଡ଼ ହାଇକୋର୍ଟ କହିଛନ୍ତି। ମାମଲାରେ କୋର୍ଟ  କ୍ରୁରତା ନେଇ  ରାୟପୁର ଫ୍ୟାମିଲି କୋର୍ଟଙ୍କ ରାୟକୁ ହାଇକୋର୍ଟ କାୟମ ରଖିଥିବା ବେଳେ ମହିଳାଙ୍କୁ ଛାଡପତ୍ର ଲାଗି ତାଙ୍କ ସ୍ୱାମୀଙ୍କୁ…

ଅକ୍ଷୟ କୁମାରଙ୍କୁ ଆଇନଗତ ନୋଟିସ ପଠାଇଲେ…

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିନେତା ଅକ୍ଷୟ କୁମାରଙ୍କୁ ଫିଲ୍ମ ରାମ ସେତୁ ପାଇଁ ଆଇନଗତ ନୋଟିସ ପଠାଇଛନ୍ତି । ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିସ ଏବଂ ଫିଲ୍ମର ନିର୍ମାତାଙ୍କୁ ଏହି ନୋଟିସ ପଠାଇଛନ୍ତି । ଅକ୍ଷୟ କୁମାରଙ୍କ…

ତାଲିବାନ କବଜାର ଗୋଟିଏ ବର୍ଷ ପରେ…

ନୂଆଦିଲ୍ଲୀ: ତାଲିବାନ ପକ୍ଷରୁ ଆଫଗାନିସ୍ତାନକୁ କବଜା କରିବାର ପ୍ରାୟ ଗୋଟିଏ ବର୍ଷ ପରେ ଦେଶର ସିନେମାଘର ଖୋଲିବାକୁ ଯାଉଛି। ସିନେମାଘରେ ଶୋକୁ ଅନୁମତି ଦିଆଯାଇଛି। ମାତ୍ର ମହିଳା କଳାକାରଙ୍କ ଭୂମିକା ବହୁତ ସୀମିତ ରହିଛି। ତଥାପି ଏହା ଆଫଗାନିସ୍ତାନ ପାଇଁ ବହୁତ ବଡ ଖବର। ତାଲିବାନ ଗତ ବର୍ଷ ଅଗଷ୍ଟରେ…

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ…

ନୂଆଦିଲ୍ଲୀ: କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି। ଅକ୍ଟୋବର ୧୭ରେ ଦଳର ନୂତନ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହା ସହ ଅକ୍ଟୋବର ୧୯ରେ ଭୋଟ ଗଣନା ହେବ। ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ର ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ…

ଟ୍ୱିନ୍ ଟାୱାର ସହ ମାଟିରେ ମିଶିଲା ୯୦୦…

ନୋଏଡା ୨୮।୮: ନୋଏଡା ଟ୍ୱିନ୍‌ ଟାୱାର ରବିବାର ମାଟିରେ ମିଶିଛି। ଏହାର ନିର୍ମାଣ କାର୍ଯ୍ୟ ରିଏଲିଟି କମ୍ପାନୀ ସୁପରଟେକ୍ କରୁଥିଲେ। ଟାୱାର ନିର୍ମାଣରେ ଅନିୟମିତତାର ଅଭିଯୋଗ ହେବା ପରେ ପ୍ରଥମେ ମାମଲା ନିମ୍ନ ଅଦାଲତ ପରେ ହାଇକୋର୍ଟ ଓ ଶେଷରେ ସୁପ୍ରିମକୋର୍ଟକୁ ପହଞ୍ଚିଥିଲା। ଅବୈଧ ନିର୍ମାଣକୁ ଭାଙ୍ଗି…

ପୁଣି କରୋନାରେ ସଂକ୍ରମିତ ହେଲେ ଅମିତାଭ…

ପୁଣି କରୋନାରେ ସଂକ୍ରମିତ ହୋଇଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚନ । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବିଗ ବି । ଏ ନେଇ ସେ ଟୁଇଟ କରି ସୂଚନା ଦେବା ସହ ତାଙ୍କ ସହ ସର୍ମ୍ପକରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।…

ଦକ୍ଷିଣ-ପଶ୍ଚିମ ଚୀନ୍‌ରେ ପ୍ରବଳ ଗ୍ରୀଷ୍ମ…

ଚୋଙ୍ଗକିଙ୍ଗ: ଦକ୍ଷୀଣ-ପଶ୍ଚିମ ଚୀନ୍‌ରେ ଗ୍ରୀଷ୍ମ ଏବେ ତାର ରୌଦ୍ର ରୂପ ଦେଖାଉଛି। ଫଳରେ ଜଳ ଉତ୍ସ ସବୁ ସୁଖି ମରୁଡି ଭଳି ପରିସ୍ଥିତି ଉପୁଜିଥିବା ବେଳେ ସୁଖିଲା ଘାଷରେ ନିଆଁ ଲାଗି ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ଜନବସତୀ ଆଖପାଖ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ୧୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…