thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ପୋଲିଓର ନୂଆ ଭାଇରାସ, ଏମରର୍ଜେନ୍ସି…

ନୂଆଦିଲ୍ଲୀ: ସାରା ଦୁନିଆ କରୋନା ମହାମାରୀ କବଳରୁ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ମୁକୁଳି ପାରି ନାହିଁ । ଚୀନରେ ଏବେ ମଧ୍ୟ କରୋନା ପ୍ରକୋପ ଦେଖିବାକୁ ମିଳୁଛି।  ଏହାରି ଭିତରେ ଆମେରିକାର ନ୍ୟୁୟର୍କରୁ ଚିନ୍ତିତ କଲା ଭଳି ମାମଲା ସାମନାକୁ ଆସିଛି। ଏଠାରେ ପୋଲିଓର ନୂଆ ଭାଇରସ ଚିହ୍ନଟ ହେବା ପରେ ଆତଙ୍କ…

ପୁଣି ଥରେ ଜ୍ୟାକ୍‌ଲିନଙ୍କୁ ସମନ କଲା…

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଠକାମୀ ମାମଲାରେ ସମ୍ପୃକ୍ତି ନେଇ ଆଜି ପୁଣିଥରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲୀନ ଫର୍ଣ୍ଣାଣ୍ଡିଜଙ୍କୁ ସମନ କରିଛି ଦିଲ୍ଲୀ ପୁଲିସ। ସେପ୍ଟେମ୍ବର ୧୪ ତାରିଖରେ ପୁଲିସ ଆଗରେ ହାଜର ହେବାକୁ ସମନର କୁହାଯାଇଛି। ଏହାକୁ ମିଶାଇ ଜ୍ୟାକ୍‌ଲିନଙ୍କୁ ୩ଥର ସମନ କଲାଣି…

ଅନୁଷ୍ଠିତ ହେବାକୁ ଯାଉଛି ଦେଶର ପ୍ରଥମ…

ଭୋପାଲ ୧୧।୯: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ କାର୍ଯ୍ୟକ୍ରମ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ସେପ୍ଟେମ୍ବର ୧୮ ତାରିଖ ଦିନ ଭୋପାଲରେ ଏପରି ଏକ ବିବାହ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ବିବାହର ସମସ୍ତ ରିତି ନୀତି ରହିବ, ବ୍ୟାଣ୍ଡ, ବାଜା, ବାରାତି ମଧ୍ୟ…

ଜ୍ଞାନବାପୀ ଶୃଙ୍ଗାର ଗୌରୀ ମାମଲାରେ…

ଲକ୍ଷ୍ନୌ: ବାରାଣସୀର ଶୃଙ୍ଗାର ଗୌରୀ ଜ୍ଞାନବାପୀ ମାମଲାରେ ସୋମବାର ଜିଲ୍ଲା ଜଜ୍ କୋର୍ଟ ରାୟ ଶୁଣାଇବେ । ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ଏବଂ ବିଗ୍ରହର ସୁରକ୍ଷାକୁ ନେଇ ଚାଲିଥିବା ମକଦ୍ଦମା ଶୁଣାଣି ପାଇଁ ଯୋଗ୍ୟ କି ନାହିଁ ତାହା ଉପରେ କୋର୍ଟଙ୍କ ନିଷ୍ପତ୍ତି ଆସିବ । ସବୁ ପକ୍ଷର ରାୟ ଶୁଣିବା ପରେ…

ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ…

ଇନ୍ଦୋର: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ । ୯୯ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ମଧ୍ୟ ପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି। ସୂଚନା ଅନୁସାରେ ଶନିବାର ଅପରାହ୍ଣ ୩ଟା ସମୟରେ ସେ ନିଜ ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି…

କେସିଆରଙ୍କ ବଡ଼ ଘୋଷଣା- ଖୁବଶୀଘ୍ର…

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତିର ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଖୁବଶୀଘ୍ର ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବେ। ରବିବାର ଏନେଇ ନିଜେ ମୁଖ୍ୟମନ୍ତ୍ରୀ କେସିଆର ଘୋଷଣା କରିଛନ୍ତି । ଖୁବଶୀଘ୍ର ଏକ ରାଷ୍ଟ୍ରୀୟ ଦଳ ଶୁଭାରମ୍ଭ କରିବେ ବୋଲି ସେ ଘୋଷଣା କରିଛନ୍ତି।…

ଖରିଫ ରୁତୁରେ ହ୍ରାସ ପାଇବ ଚାଉଳ ଉତ୍ପାଦନ

ଖରିଫ ଋତୁରେ ଚାଉଳ ଉତ୍ପାଦନ ପାଖାପାଖି ୧୦ ରୁ ୧୨ ନିୟୁତ ଟନ୍ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ । ପ୍ରମୁଖ ଚାଉଳ ଉତ୍ପାନକାରୀ ରାଜ୍ୟ ଉତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ତେଣୁ ଏଠାକାର…

ସାରାଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର…

ମୁମ୍ଵାଇ ୦୯।୦୯: ବଲିଉଡ୍‌ର ଚୁଲବୁଲି ତଥା ବବଲି ଅଭିନେତ୍ରୀ ସାରା ଅଲି ଖାନ । ତାଙ୍କ ହସ ଆଉ କଥାବାର୍ତ୍ତା ଶୈଳୀ ପ୍ରାୟ ସମସ୍ତଙ୍କୁ ବେଶ୍‌ ପସନ୍ଦ । କିନ୍ତୁ ଏବେ ତାଙ୍କୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁଭମମ୍‌ ଗିଲ୍‌ ଏବଂ ସାରାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଉଭୟ ଡେଟିଂକୁ ନେଇ କଳ୍ପନା…

ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ହନି ସିଂହ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂହ ଓ ତାଙ୍କ ପତ୍ନୀ ଶାଲିନୀ ତଲୱାରଙ୍କ ମଧ୍ୟରେ ଛଡ଼ାପତ୍ର ହୋଇଛି। ଏହି ଛାଡ଼ପତ୍ର ପାଇଁ ହନି ସିଂହ ୧ କୋଟି ଟଙ୍କା ଭରଣପୋଷଣ ରାଶି ଦେଇଥିବା ସୂଚନା ମିଳିଛି। ୨୦୨୧ରେ ଶାଳିନୀ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ…

ବିଜେପିର ମିଶନ ୨୦୨୪ ଆରମ୍ଭ, ବିହାର,…

ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦଳ ୧୩ଟି ରାଜ୍ୟରେ ନିଜର ନୂତନ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କରିଛି। ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି, ଜେପି ନଡ୍ଡା ପ୍ରଭାରୀ ସୂଚୀ ଉପରେ ମୋହର…