thelifelinemedia
Latest Odisha News, Breaking News Today

ବ୍ରିଟେନ ଶାସନ ଗାଦିରେ ବସିଲେ ଭାରତୀୟ ବଂଶୋଦ୍ଧବ

ଦିନେ ଯେଉଁ ଇଂରେଜ ଭାରତକୁ ଶାସନ କରୁଥିଲେ । ସେହି ଇଂରେଜଙ୍କ ଦେଶର ଶାସନ ଗାଦିରେ ବସିଛନ୍ତି ପ୍ରଥମ ହିନ୍ଦୁ ତଥା ଭାରତୀୟ ବଂଶୋଦ୍ଭବ ରୁଷି ସୁନକ । ବ୍ରିଟେନ ରାଜନୀତିର ସର୍ବୋଚ୍ଚ ପଦରେ ଋଷି ସୁନକ ପହଞ୍ଚିବା ପରେ ତାଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି ।

ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ପ୍ରଥମ ଅଣଶ୍ୱେତ, ପ୍ରଥମ ଭାରତୀୟ ଓ ଜଣେ ହିନ୍ଦୁ ବ୍ୟକ୍ତି ଋଷି ସୁନକ ବ୍ରିଟେନର ସର୍ବୋଚ୍ଚ ପଦବୀରେ ବସିଛନ୍ତି । ଏହା ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆଗକୁ ଭାରତ ଓ ବ୍ରିଟେନ ସମ୍ପର୍କରେ ବୈପ୍ଲିବକ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।

 

Leave A Reply

Your email address will not be published.