Browsing Category
ଦେଶ-ବିଦେଶ
ମାଡି ଆସୁଛି ବାତ୍ୟା ଇୟାନ
ନୂଆଦିଲ୍ଲୀ: ଆମେରିକାର ପଶ୍ଚିମ ଫ୍ଲୋରିଡା ଆଡକୁ ଅତି ଭୟଙ୍କର ରୂପରେ ମାଡି ଆସୁଛି ବାତ୍ୟା ଇୟାନ । କ୍ୟାଟେଗୋରୀ ତିନିରେ ଥିବା ଏହି ବାତ୍ୟା ଏବେ କ୍ୟାଟେଗୋରୀ ୪ର ରୂପ ନେଇଛି । ଏହି ବର୍ଗର ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର କ୍ଷତି ପହଞ୍ଚାଇଥାଏ । ଏହା ପୂର୍ବରୁ ବାତ୍ୟା ଇୟାନ କ୍ୟୁବାରେ ମଧ୍ୟ…
ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ବ୍ୟବଚ୍ଛେଦ…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣାରେ ତାଙ୍କ ପରିବାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦାବି କରି ବିକ୍ଷୋଭ କରିଥିଲେ। ରିପୋର୍ଟ ନ ମିଳିବା ଯାଏ ଅନ୍ତିମ ସଂସ୍କାର କରିବାକୁ ରାଜି ନଥିଲେ। ଅଙ୍କିତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ କରାଯାଉଥିଲା। ହେଲେ ବିଶେଷ ସୂତ୍ରରୁ…
କେନ୍ଦ୍ର ଏବଂ ନିର୍ବାଚନ କମିଶନ୍ଙ୍କୁ…
ନୂଆଦିଲ୍ଲୀ: ଗୁରୁତର ଅପରାଧରେ ଜଡ଼ିତ ଦେବାଳିଆ ବ୍ୟକ୍ତି ଲଢ଼ିପାରିବେ ନିର୍ବାଚନ । କେନ୍ଦ୍ର ଏବଂ ଇଲେକ୍ସନ କମିଶନ୍ଙ୍କୁ ସୁପ୍ରିମ୍କୋର୍ଟ ଏନେଇ ନୋଟିସ୍ ଜାରି କରିଛନ୍ତି । ଆଇନଜୀବୀ ଅଶ୍ୱୀନ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ଜନହିତକର ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।…
ଲେପ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ…
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଦେଶର ନୂଆ ସିଡିଏସ ନିଯୁକ୍ତ କରିଛନ୍ତି । ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ (ସେବା ନିବୃତ୍ତ)ଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ନିଯୁକ୍ତି ଦେଇଛନ୍ତି । ଏହାସହ ସେ ଭାରତ ସରକାରଙ୍କ…
ଭାରତ ପାଇଁ ଚିନ୍ତାର କାରଣ ପାଲଟିବେ…
ଦେଶରେ ୧୩୦ କୋଟି ଲୋକଙ୍କ ହାରାହାରି ବୟସ ହେଉଛି ୨୯ ବର୍ଷ । କିନ୍ତୁ ଆଗକୁ ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି । କାରଣ ବର୍ତ୍ତମାନ ୬୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଲକ୍ଷ୍ୟ କରାଯାଉଛି । ଭାରତ ଏକ ଜନବହୁଳ…
ଋଷ-ୟୁକ୍ରେନ ଯୁଦ୍ଧ: ଭାରତ ସବୁବେଳେ…
ମସ୍କୋ: ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତ ପୁଣିଥରେ ତାର ଆଭିମୁଖ୍ୟ ସ୍ଫଷ୍ଟ କରିଛି। ଭାରତ ସବୁବେଳେ ଶାନ୍ତି ପକ୍ଷରେ ଅଛି ବୋଲି ଜାତିସଂଘ ସାଧାରଣ ସଭାରେ ଯୋଗ ଦେଇ କହିଛନ୍ତି ବୈଦେଶି ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । କୁଟନୈତିକ ମାଧ୍ୟମରେ ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିବା ଶାନ୍ତି ପ୍ରତିଷ୍ଠା କରିବାର…
ଚଣ୍ଡିଗଡ଼ ୟୁନିଭର୍ସିଟି ଭିଡିଓ ଲିକ୍…
ନୂଆଦିଲ୍ଲୀ: ଚଣ୍ଡିଗଡ଼ ୟୁନିଭର୍ସିଟି ଭିଡିଓ ଲିକ୍ ମାମଲାରେ ଜଣେ ସେନା ଯବାନ ଗିରଫ। ଏହାକୁ ମିଶାଇ ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଗତ ସପ୍ତାହରେ ପଞ୍ଜାବ ପୁଲିସ ଚଣ୍ଡିଗଡ଼ର ୟୁନିଭର୍ସିଟିର ଜଣେ ଛାତ୍ରୀକୁ ଗିରଫ କରିଥିଲା।
ଛାତ୍ରୀ ଜଣଙ୍କ ହଷ୍ଟେଲ୍ରେ ଥିବା ଅନ୍ୟ ଛାତ୍ରୀମାନଙ୍କର…
‘ମନକି ବାତ’ ରେ ପ୍ରଧାନମନ୍ତ୍ରୀଙ୍କ…
ରବିବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନକି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମର ଏହା ୯୩ତମ ଅଧ୍ୟାୟ ଥିଲା। ଏହି କାର୍ଯ୍ୟକ୍ରମର ପ୍ରସାରଣ ଅଲ ଇଣ୍ଡିଆ ରେଡିଓ ସମେତ ଦୂରଦର୍ଶନ, ୟୁ ଟ୍ୟୁବ…
ପଶ୍ଚିମବଙ୍ଗରେ ଥମୁନି ଡେଙ୍ଗୁ ପ୍ରକୋପ
ପଶ୍ଚିମବଙ୍ଗରେ ଥମୁନି ଡେଙ୍ଗୁ ପ୍ରକୋପ। ଦୂର୍ଗାପୂଜା ଲାଗି ଆଉ ବେଶି ସମୟ ନାହିଁ। ପୂଜା ବେଳେ ଯେପରି ଡେଙ୍ଗୁ ନିୟନ୍ତ୍ରଣରେ ରହେ ସେଥିଲାଗି ସ୍ୱାସ୍ଥ୍ୟ ଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରି ଦିଯାଇଛି। ସ୍ୱାସ୍ଥ୍ୟ ବିଭାଗଙ୍କୁ ସତର୍କ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିରେ ପୂଜା ଅବସରରେ ଡାକ୍ତରଙ୍କ…
ଋଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର…
ମସ୍କୋ ୨୫।୯: ଋଷିଆ-ୟୁକ୍ରେନ ସଂଘର୍ଷକୁ ୭ ମାସ ହେଲାଣି। ନା ୟୁକ୍ରେନ ଝୁକୁଛି ନା ଋଷିଆ ହାର ମାନିବାକୁ ପ୍ରସ୍ତୁତ। ଉଭୟ ଦେଶଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବେ ଶେଷ ହେବା ଉପରେ। ତେବେ ମିତ୍ର ଦେଶଙ୍କ ସୈନ୍ୟ ସହାୟତା ବଳରେ ଚାଲିଥିବା ଯୁଦ୍ଧ ଏବେବି ଜାରି ରହିଛି। କିଛି ଦିନ ପୂର୍ବେ ଏକ ରିପୋର୍ଟରେ…