Browsing Category
ଦେଶ-ବିଦେଶ
ମୁମ୍ବାଇ ଦମକଳ ବିଭାଗ ଅଧିକାରୀ ପଦରେ ୨…
ଦୁଇ ମହିଳା ଅଗ୍ନିସମନ ଅଧିକାରୀଙ୍କୁ ମୁମ୍ବାଇ ଫାୟାର ବ୍ରିଗେଡ୍ (ଏମଏଫବି)ରେ ଷ୍ଟେସନ ଅଧିକାରୀ (ଏସଓ) ଭାବେ ପଦୋନ୍ନତୀ ମିଳିଛି। ଏମଏଫବିରେ କୌଣସି ମହିଳା ଅଧିକାରୀ ଏସଓ ପଦବୀକୁ ପଦୋନ୍ନତି ପାଇବାର ଏହା ପ୍ରଥମ ଘଟଣା। ସହାୟକ ଷ୍ଟେସନ ଅଫିସର ସୁନୀତା ଖୋତ ଏବଂ ଏସ.ଭି.ଭୋର ଏସଓ ଭାବେ ପଦୋନ୍ନତୀ…
ବଢ଼ିଲା ଭଡ଼ାଟିଆଙ୍କ ଚିନ୍ତା: ଘରଭଡ଼ାରେ…
ଭଡ଼ାଟିଆଙ୍କ ଚିନ୍ତା ବଢ଼ିଲା। ଘରଭଡ଼ାରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଜିଏସ୍ଟି। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍ଟି ନିୟମରେ ଏଭଳି ପ୍ରାବଧାନ ରହିଛି। ତେବେ କେଉଁ ଭଡ଼ାଟିଆମାନଙ୍କୁ ଜିଏସ୍ଟି ଦେବାକୁ ପଡ଼ିବ ସେ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଆବାସିକ ସ୍ଥଳୀକୁ…
ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ…
ଗୁରୁବାର ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ବୁଧବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି।
ସୂଚନାନୁସାରେ, ଗତ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ…
ଗୌତମ ଆଦାନୀଙ୍କୁ ଜେଡ ବର୍ଗର ସୁରକ୍ଷା…
ନୂଆଦିଲ୍ଲୀ: ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଆଇବିର ଗୁପ୍ତଚର ଇନପୁଟ ଆଧାରରେ ଏହି ସୁରକ୍ଷା ଆଦାନୀଙ୍କୁ ଦିଆଯାଇଛି। ତେବେ ଗୌତମ ଆଦାନୀ ନିଜେ ତାଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବେ। ଜେଡ ସୁରକ୍ଷା ଅଧୀନରେ…
‘ଦୋବାରା’ରେ ଧମାଲ କରିବେ ତାପସୀ
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ। ‘ବେବି’, ‘ପିଙ୍କ୍’, ‘ନାମ ଶବାନା’, ‘ସାବାସ୍ ମିଠୁ’ ଭଳି ଭିନ୍ନ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀଙ୍କ ତାଲିକାରେ ମଧ୍ୟ ତାଙ୍କ ନାମ ଅଛି । ଆଗକୁ…
ଅବିବାହିତ ମହିଳାଙ୍କୁ ଗର୍ଭପାତ ନିୟମ…
ନୂଆଦିଲ୍ଲୀ: ଅବିବାହିତ ମହିଳାଙ୍କୁ ଗର୍ଭପାତ ନିୟମ ଅଧିନରେ ଆଣିବା ପକ୍ଷରେ ରହିଛନ୍ତି ସୁପ୍ରିମକୋର୍ଟ। ଗର୍ଭପାତ ଓ ମେଡିକାଲ ଟରମିନେସନରେ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ଭେଦଭାବ ରହିବା କଥା ନୁହେଁ ବୋଲି ସୁପ୍ରିମକୋର୍ଟ ଜୋର୍ ଦେଇଛନ୍ତି।
ମେଡିକାଲ ଟର୍ମିନେସନ ଅଫ୍…
ଦେଶର ସବୁଠୁ ବଡ଼ ବୈଜ୍ଞାନିକ ସଂସ୍ଥାର…
ନୂଆଦିଲ୍ଲୀ: ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ୱି କଲାଇସେଲଭି ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହୋଇଛନ୍ତି । ସିଏସଆଇଆର ସାରା ଦେଶରେ ୩୮ଟି ଗବେଷଣା ସଂସ୍ଥାର ଏକ ସଂଘ ଅଟେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶ ଅନୁସାରେ, ସେ ଶେଖର ପାଣ୍ଡେଙ୍କ ସ୍ଥାନ ନେବେ । ଉଲ୍ଲେଖଯୋଗ୍ୟ ଯେ,…
ଆଜିଠୁ KBCର ନୂତନ ସିଜିନ୍
ମୁମ୍ବାଇ: ସବୁଠୁ ଲୋକ ପ୍ରିୟ ଶୋ କୌନ ବନେଗା କରୋଡପତି(KBC)ର ନୂତନ ସିଜିନ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଗତ ବର୍ଷ ତୂଳନାରେ ଚଳିତ ବର୍ଷ କେବିସିର ପ୍ରାୟୋଜକ ଏବଂ ବିଜ୍ଞାପନ ରେଟିଂରେ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ, ଦିନକୁ କେମିତି କେବିସିର…
Koffee With Karan 7ରେ ନଜର ଆସିବେ…
ମୁମ୍ୱାଇ: କଫି ୱିଥ୍ କରନ୍ ୭’ର ଆରମ୍ଭ ପୂର୍ବରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଏହି ସୋରେ ଅଂଶଗ୍ରହଣ କରିବେ କି ନାହିଁ ତାହା ଅନୁମାନ କରାଯାଉଥିଲା । ବିବାହ ପରେ, ଦମ୍ପତ୍ତି ଭାବେ ନଜର ଆସିବେ କି ନାହିଁ ହେଉଥିଲା ଚର୍ଚ୍ଚା । ପ୍ରଶଂସକମାନେ ସେମାନଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଥିଲେ ।…
ବିଷାକ୍ତ ଗ୍ୟାସ୍ ଲିକ୍, ୫୦ରୁ ଅଧିକ…
ବିଶାଖାପାଟଣା: ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ । ଯେଉଁଥିରେ ୫୦ରୁ ଅଧିକ ମହିଳା ଅସୁସ୍ଥ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ଅନୁଯାୟୀ, ବିଳମ୍ବିତ ରାତିରେ…