Browsing Category
ଦେଶ-ବିଦେଶ
ମୋରବି ଝୁଲା ପୋଲ ଟ୍ରାଜେଡ଼ି; ଗୁଜରାଟ…
ଗାନ୍ଧିନଗର: ମୋରବି ପୋଲ ଭିଶୁଡ଼ିବା ଘଟଣାରେ ଗୁଜରାଟ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ । ଘଟଣା କେମିତି ଘଟିଲା ? କାହିଁକି ବ୍ରିଜ୍ ମରାମତି ହୋଇନଥିଲା ? ଟେଣ୍ଡର ପ୍ରକ୍ରିୟାରେ କାହିଁକି ବିଳମ୍ବ ହେଉଥିଲା ? ବିନା ନିଲାମୀରେ ଅଜନ୍ତା କମ୍ପାନୀକୁ କିପରି କାମ ଦିଆଗଲା ? ତାକୁ ନେଇ ସିଧା ସିଧା ଜବାବ…
ଗ୍ରାହକଙ୍କୁ SBIର ଝଟକା ! ସୁଧହାର…
ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା ଦେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)। ବ୍ୟାଙ୍କ ଭିନ୍ନ ଭିନ୍ନ ଅବଧିର ମାର୍ଜିନାଲ କଷ୍ଟ ବେସ୍ଡ ଲେଡିଂ ରେଟ୍ ଅର୍ଥାତ ଏମସିଏଲଆରରେ ୧୫ ବେସିସ୍ ପଏଣ୍ଟ ଅର୍ଥାତ ୦.୧୫ ପ୍ରତିଶତ ବୃଦ୍ଧି କରିଛି। ଫଳରେ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ହୋଇଯିବ। ଏହି ନୂତନ ଦର ନଭେମ୍ବର…
‘ସଲାମ୍ ଭେଙ୍କି’ରେ ସାମ୍ଵାଦିକ…
ମୁମ୍ଵାଇ ୧୫।୧୧: ଅପ୍କମିଙ୍ଗ ଫିଲ୍ମ ‘ସଲାମ୍ ଭେଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଆହାନା କୁମ୍ରା । ଏହି ଫିଲ୍ମରେ ପ୍ରଥମ ଥର ସେ ଜଣେ ସାମ୍ବାଦିକ ଭୂମିକାରେ ଅଛନ୍ତି। ଏହି ପ୍ରୋଜେକ୍ଟରେ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କାଜୋଲଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା…
ଉଦ୍ଧବ ଠାକରେଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ…
ନୂଆଦିଲ୍ଲୀ ୧୫।୧୧: ଦିଲ୍ଲୀ ହାଇକୋର୍ଟ ନିର୍ବାଚନ ଚିହ୍ନ ମାମଲାରେ ଉଦ୍ଧବ ଠାକରେଙ୍କ ଶିବସେନାକୁ ଝଟକା ଦେଇଛନ୍ତି। ହାଇକୋର୍ଟ ମଙ୍ଗଳବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଏକ ପିଟିସନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିରେ ଶିବ ସେନାର ନିର୍ବାଚନ ଚିହ୍ନ ଧନୁ ଓ ତୀରକୁ ଫ୍ରିଜ କରିବା ଲାଗି ଭାରତୀୟ…
ମୋ ବୟଫ୍ରେଣ୍ଡ ହେଲେ ମୁଁ ଦେବି ୫୭ ଲକ୍ଷ…
ନୂଆଦିଲ୍ଲୀ ୧୫/୧୧ : ଆପଣ ଅନେକ ପ୍ରକାରର ପ୍ରେମ କାହାଣୀ ଶୁଣିଥିବେ । କିନ୍ତୁ କେବେ ଶୁଣିଛନ୍ତି ପ୍ରେମିକ ହେବାକୁ ଦରମା ପାଇବା କଥା। ହୁଏତ ନାଁ , କିନ୍ତୁ ଏବେ ଘଟିଛି ସେମିତି କିଛି। ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଦେଉଛନ୍ତି ମାସିକିଆ ଦରମା। ସ୍କଟଲ୍ୟାଣ୍ଡରେ ରହୁଥିବା ଏହି ଝିଅର ନାଁ ଜେନ୍…
୧.୫ ଡିଗ୍ରୀ ଭିତରେ ନ ରହିଲେ, ‘ବଞ୍ଚି…
ନୂଆଦିଲ୍ଲୀ: ଦୁନିଆର ତାପମାତ୍ର ବୃଦ୍ଧିକୁ ୧.୫ ଡିଗ୍ରୀ ସୀମା ଭିତରେ କିପରି ରାଖିଯିବ ? ଇଜିପ୍ଟର ଶର୍ମ ଉଲ ଶେଖରେ ଚାଲିଥିବା ମିଳିତ ଜାତିସଂଘ ଜଳବାୟୁ ସମ୍ମିଳନୀରେ ସାରା ଦୁନିଆର ନୀତି ନିର୍ମାତା, ବୈଜ୍ଞାନିକ ଏବଂ ପରିବେଶବିଦ୍ ଏହା ଉପରେ ମନ୍ଥନ କରୁଛନ୍ତି ।
ମଣିଷଙ୍କ ଜୀବନରେ ମେସିନର ପ୍ରବେଶ…
ବାଲିରେ ବାଲିଯାତ୍ରା କଥା କହିଲେ ପିଏମ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ବାଲି ସହରରେ ଅଛନ୍ତି । ଏହି ଅବସରରେ ସେ ଭାରତୀୟ ସମୁଦାୟର ଲୋକଙ୍କୁ ଭେଟି ସମ୍ୱୋଧିତ କରିଛନ୍ତି । ଲୋକଙ୍କୁ ସମ୍ୱୋଧିତ କରି ସେ କହିଛନ୍ତି, ଇଣ୍ଡୋନେସିଆର ବାଲିରେ ପହଞ୍ଚିବା ପରେ ପ୍ରତିଟି ଭାରତୀୟ…
ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ…
ନୂଆଦିଲ୍ଲୀ ୧୫।୧୧: ମନିଲଣ୍ଡ୍ରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍ଙ୍କୁ ପଟିଆଲା ହାଉସ୍ କୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଶେଷରେ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଅଭିନେତ୍ରୀଙ୍କ ଜାମିନ ନିବେଦନ ଉପରେ ଶୁଣାଣି ନଭେମ୍ବର ୧୧…
ଇସ୍ତାନବୁଲ ବିସ୍ଫୋରଣ ଘଟଣା: ଜଣେ…
ତୁର୍କୀ ଇସ୍ତାନବୁଲ ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଇସ୍ତାନବୁଲ ପୁଲିସ କହିଛି ଆକ୍ରମଣ ଘଟଣା ପଛରେ ୩ଜଣ ବ୍ୟକ୍ତିଙ୍କ ହାତ ରହିଛି ଓ ସେଥିରେ ଜଣଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ଓ ଦୁଇଜଣ ଯୁବକ ଆକ୍ରଣ ଘଟଣା ସମ୍ପୃକ୍ତ ଥିଲେ । ୧୩ ନଭେମ୍ବର ହୋଇଥିବା ଆକ୍ରମଣ ଘଟଣାରେ ଏବେ…
ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ…
ଓଡିଆ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରିୟ ଖେଳ ପୁରସ୍କାର ସମାରୋହ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ଅର୍ଜୁନ ପୁରସ୍କାର ସହ ଦ୍ରୋଣାଚାର୍ଯ୍ୟ ପୁରସ୍କାର,…