Browsing Category
ଦେଶ-ବିଦେଶ
ସିସୋଦିଆଙ୍କୁ ମିଳିଲା ଜାମିନ..୧୭ ମାସ…
ଦିଲ୍ଲୀ:ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ବଡ ଆଶ୍ବସ୍ତି। ଦୀର୍ଘ ୧୭ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।ସିବିଆଇ ଓ ଇଡି ଦୁଇଟି ଯାକ ମାମଲାରେ ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ…
ଧୂଳିସାତ ହେଲା ସ୍ୱର୍ଣ୍ଣ ପଦକ, ମାତ୍ର…
ବ୍ୟୁରୋ: ଭାରତୀୟ ଶିବିର ପାଇଁ ଖରାପ ଖବର। କୁସ୍ତିରେ ମହିଳା ୫୦ କିଲୋଗ୍ରାମ ବର୍ଗର ଅନ୍ତିମ ମ୍ୟାଚରୁ ଭିନେଶ ଫୋଗାଟ ବାହାରି ଯାଇଛନ୍ତି। ଓଜନ ଅଧିକ ହେବାରୁ ସେ ଖେଳରୁ ବାଦ ପଡିଛନ୍ତି।ତାଙ୍କର ୧୦୦ ଗ୍ରାମ୍ ଓଜନ ନିୟନ୍ତ୍ରଣ କରିବାରେ ଅସମର୍ଥତା ଯୋଗୁ ତାଙ୍କୁ କୌଣସି ପଦକ ଜିତିବାରୁ ଅଯୋଗ୍ୟ ଘୋଷଣା…
କୁସ୍ତିରେ ପଦକ ସୁନିଶ୍ଚିତ କଲେ ଭିନେଶ
ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ଚମକିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ। କୁସ୍ତି ଆଖଡ଼ାରେ ପଦକ ସୁନିଶ୍ଚିତ କରିଛନ୍ତି ସେ। ୫୦ କେଜି ଫ୍ରିଷ୍ଟାଇଲରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୟୁବାର ଲୋପେଜଙ୍କୁ ୫-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଫୋଗଟ। ଫାଇନାଲରେ ପହଞ୍ଚିବାସହ ଭାରତ ପାଇଁ ପ୍ୟାରିସରେ…
ଫେଲ ମାରିଲେ କିଶୋର ଜେନା, ଫାଇନାଲକୁ କରି…
ବ୍ୟୁରୋ: ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା।କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଖେଳିବାକୁ ଯାଇଥିବା ଓଡ଼ିଆ ପୁଅ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟରେ ଫେଲ ମାରିଛନ୍ତି । ଅନେକ ଆଶା ନେଇ ନିଜର ପ୍ରଥମ ଅଲିମ୍ପିକ୍ସରେ ପାଦ ରଖିଥିଲେ କିଶୋର। କିନ୍ତୁ ପ୍ରଥମ ପଦାର୍ପଣ ଅଲିମ୍ପିକ୍ସରେ ସେ ଫେଲ ମାରିଛନ୍ତି। ସବୁ…
ସରିଲା ଶେଖ ହସିନାଙ୍କ ରାଜୁତି, ଆଉ…
ଢାକା: ଲମ୍ବା ସମୟର ରାଜିନୀତିରେ ପୂର୍ଣ୍ଣଛେଦ ପଡିଛି। ବାଂଲାଦେଶର ସବୁଠୁ ଲୋକପ୍ରିୟ ଏବଂ ପ୍ରଭାବଶାଳୀ ନେତ୍ରୀ ଶେଖ ହସିନାଙ୍କ ଅପ୍ରତ୍ୟାଶୀତ ଭାବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ବିଶ୍ୱ ରାଜନୀତିକୁ ଚକିତ କରିଛି। ୧୫ ବର୍ଷର ରାଜୁତି ସରିଛି। ଆଉ ସେ ରାଜନୀତିକୁ ଫେରିବେ ନାହିଁ। ଏ କଥା କହିଛନ୍ତି ଶେଖ…
ପ୍ରଧାନମନ୍ତ୍ରୀ ପଦ ଛାଡିଲେ ଶେଖ…
ଢାକା:ପଦ ଛାଡିଲେ ଶେଖ ହସିନା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଉପୁଜିଥିବା ହିଂସା କାରଣରୁ ସ୍ଥିତି ବିଗିଡ଼ିଥିଲା। କୋଟାକୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇଥିଲେ ଛାତ୍ରଛାତ୍ରୀ। ଏହାକୁ ନେଇ ପୁରା ଦେଶ ଜଳୁଥିଲା। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି…
ସେମିରେ ଖେଳିବେନି ଅମିତ: ଭାରତକୁ ଝଟକା
ପ୍ୟାରିସ : ଜର୍ମାନୀ ବିପକ୍ଷ ସେମି ଫାଇନାଲରେ ଖେଳିବେନି ଭାରତୀୟ ହକି ଦଳର ତାରକା ରକ୍ଷଣ ଭାଗ ଖେଳାଳି ତଥା ଓଡ଼ିଆ ପୁଅ ଅମିତ ରୋହିଦାସ। ସେମି ଫାଇନାଲରେ ତାଙ୍କୁ ଖେଳିବାକୁ ସୁଯୋଗ ଦିଆ ଯିବନି। ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚରେ ତାଙ୍କୁ ରେଡ କାର୍ଡ ମିଳିଥିବାରୁ ସେ ସେମି ଫାଇନାଲରେ ଜର୍ମାନୀ ବିପକ୍ଷ…
ବ୍ୟାଟିଂରେ ଚରମ ବିଫଳତା, ଶ୍ରୀଲଙ୍କା…
ବ୍ୟୁରୋ: ବ୍ୟାଟିଂରେ ଚରମ ବିଫଳତା। ଶ୍ରୀଲଙ୍କା ଠାରୁ ହାରିଲା ଭାରତ। ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିଅମରେ ଖେଳାଯାଉଥିବା
୨ୟ ଦିନିକିଆରେ ଭାରତକୁ ୩୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଶ୍ରୀଲଙ୍କା ଦ୍ବାରା ବିଜୟ ପାଇଁ ୨୪୧ ରନର ଲକ୍ଷ୍ୟ ରଖାଯାଇଥିବାବେଳେ
ଟାର୍ଗେଟ ସେତେ ବଡ ନଥିଲା। କିନ୍ତୁ…
ବାଂଲାଦେଶରେ ସାନି ହିଂସା, ୭୨ଜଣଙ୍କ…
ଢାକା:ବାଂଲାଦେଶରେ ପୁଣି ସାନି ହିଂସା। କିଛି ଦିନ ହେଲା ସ୍ଥିତି ଶାନ୍ତ ପଡ଼ିଥିବା ବେଳେ ଏବେ ପୁଣି ହିଂସା ମୁଣ୍ଡ ଟେକିଛି। ଯେଉଁଥିରେ ୭୨ଜଣଙ୍କର ମୃତ୍ୟୁ ହୋଇଛି।ରାଜଧାନୀ ଢାକାରେ ଶାସକ ଆୱାମୀ ଲିଗର ସମର୍ଥକ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରେ…
ଘନେଇଲା ତୃତୀୟ ବିଶ୍ୱ ଯୁଦ୍ଧ, ଇସ୍ରାଏଲ…
ବ୍ୟୁରୋ :ବିଶ୍ୱ ଆକାଶରେ ତୃତୀୟ ବିଶ୍ୱଯୁଦ୍ଧର କଲା ବାଦଲ। ମଧ୍ୟ ପ୍ରାଚ୍ୟ ଅଶାନ୍ତ। ହମାସର ସର୍ବୋଚ୍ଚ ନେତା ଇସମାଇଲ ହାନିଆଙ୍କ ମୃତ୍ୟୁ ପରେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରରେ ଠିଆ ହୋଇଛି । ହାନିଆଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ ଏବଂ ଏହାର ସହଯୋଗୀମାନେ ଇସ୍ରାଏଲ ଉପରେ ରକେଟ୍ ମାଡ଼…