thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ: କଂଗ୍ରେସ…

ଭୁବନେଶ୍ୱର: କ୍ଷମତା ଲୋଭରେ ଅନ୍ଧ କଂଗ୍ରେସ ଦଳ । କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଂଚା ଦିଏ ନାହିଁ କଂଗ୍ରେସ ଦଳ । ଦେଶ ବିଭାଜନକାରୀ ଓ ରାଷ୍ଟ୍ରବିରୋଧୀ ତତ୍ୱ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ୱାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ…

ଅନିଲ ଅମ୍ବାନିଙ୍କୁ ୫ବର୍ଷ ବାସନ୍ଦ କଲା…

ମୁମ୍ବାଇ: ଉଦ୍ୟୋଗପତି ଅନିଲ ଅମ୍ବାନିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ପୁଞ୍ଜି ବଜାରକ ନିୟମ ସେବି। ୫ ବର୍ଷ ପର୍ଯ୍ୟନ୍ତ ଅନିଲଙ୍କୁ ସେୟାର ବଜାରରୁ ନିଷିଦ୍ଧ କରିଛି ସେବି।୨୫କୋଟିର ଜରିମାନା ସହିତ ୫ ବର୍ଷ ପର୍ଯ୍ୟନ୍ତ ଅନିଲ ସେୟାର ବଜାରରେ ନିଜକୁ ସାମିଲ କାରି ପାରିବେ ନାହିଁ।ବ୍ୟବସାୟ…

ମୋଦୀ-ଜେଲେନେସ୍କି ଭେଟଘାଟ: ଯୁଦ୍ଧ…

ବ୍ୟୁରୋ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଦୁଇ ନେତା ମୋଦୀ ଓ ଜେଲେନେସ୍କିଙ୍କ ମଧ୍ୟରେ ବ୍ୟାପକ ସହମତି ହୋଇଛି। ଏହା ସହ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।୧୯୯୧ରେ ସ୍ବାଧୀନତା ଲାଭ ପରେ ୟୁକ୍ରେନକୁ ଜଣେ ଭାରତୀୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା…

ଦିବ୍ୟାଙ୍ଗ ହରିହର ସାହୁ ହତ୍ୟା ଘଟଣାର…

ପୁରୀ:ପୁରୀ ଟାଉନ ଥାନା ରାଧାଗୋବିନ୍ଦ ଲେନରେ ଗତ ୧୯ ତାରିଖ ଦିନ ଦିବ୍ୟାଙ୍ଗ ହରିହର ସାହୁଙ୍କୁ ହତ୍ୟା ଘଟଣାର ପର୍ଦ୍ଧାଫାଶ ହୋଇଛି।ଦୁଇ ମୁଖ୍ୟ ଅଭିଯୁକ୍ତ ସହ ଏହି ଘଟଣାରେ ୭ ନାବାଳକ ଗିରଫ ହୋଇଛନ୍ତି। ଅନ୍ୟ ଦୁଇ ନାବାଳକ ଫେରାର ଅଛନ୍ତି।ସେମାନଙ୍କ ଠାରୁ ଗୋଟିଏ ଲୁହା ରଡ଼, ଦୁଇଟି ଲୁହା କଟୁରୀ ଗୋଟିଏ…

ମାସ୍କୋ ଉପରେ ୟୁକ୍ରେନର ବଡ ଡ୍ରୋନ୍…

ବ୍ୟୁରୋ: ରୁଷ ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ। ତେଜିବାରେ ଲାଗିଛି ରୁଷ ୟୁକ୍ରେନ ଯୁଦ୍ଧ। ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ବଡ ଖବର ଆସିଛି। କ୍ରମାଗତ ଆକ୍ରମଣ ଯୋଗୁ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେ ୟୁକ୍ରେନ ଆକ୍ରମଣକୁ ଜୋରଦାର କରିଛି। ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ସବୁଠାରୁ…

୧୦ ବର୍ଷ ପରେ ଜମ୍ମୁ_କାଶ୍ମୀର ବିଧାନସଭା…

ନୂଆଦିଲ୍ଲୀ:୧୦ ବର୍ଷ ପରେ ଜମ୍ମୁ _କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ଦେଶରେ ପୁଣି ବାଜିଛି ନିର୍ବାଚନ ବିଗୁଲ । ଉଷ୍ଣ ହୋଇଛି ରାଜନୀତି । ଲୋକସଭା ନିର୍ବାଚନ ପରେ ପରେ ପୁଣି ତେଜିବ ରାଜନୈତିକ ଉଷ୍ମତା।ଜମ୍ମୁ ଓ କାଶ୍ମୀର ଏବଂ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ…

‘ଦମନ’ଶ୍ରେଷ୍ଠ ଓଡ଼ିଆ…

ନୂଆଦିଲ୍ଲୀ:ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଦମନ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି। ନୂଆଦିଲ୍ଲୀରେ ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ…

ପ୍ରମୋଦ ଭଗତଙ୍କୁ ଶକ୍ତ ଧକ୍କା, ୧୮ ମାସ…

ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଧକ୍କା। ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍ପେଣ୍ଡ ହେଲେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ। ଅନ୍ତର୍ଜାତୀୟ ପାରା ଅଲିମ୍ପିଆନ୍ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ୱ…

ବାଂଲାଦେଶରେ ଅରାଜକତା: ହିନ୍ଦୁଙ୍କୁ…

ଢାକା: ବାଂଲାଦେଶରେ ଉପୁଜିଥିବା ହିଂସା ଥମିବାର ନାଁ ନେଉନି। ଦିନକୁ ଦିନ ସ୍ଥିତି ଗମ୍ଭୀର ରୂପ ନେଉଛି।ପରିସ୍ଥିତି ଏମିତି ହେଲାଣି ଯେ ପ୍ରତି ମୁହୂର୍ତ୍ତରେ ଜୀବନ ଯାଉଛି। ସଂଖ୍ୟାଲଘୁ ହିନ୍ଦୁ ଏଠାରେ ଅସୁରକ୍ଷିତ ହୋଇପଡିଛନ୍ତି। ଟାର୍ଗେଟରେ ରହିଛନ୍ତି ହିନ୍ଦୁ। ଖୋଜି ଖୋଜି ସେମାନଙ୍କ ଉପରେ ଆକ୍ରମଣ…

କ୍ରିମି ଲେୟାରକୁ ନେଇ କେନ୍ଦ୍ରର ବଡ଼…

ଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ଥିବା ସ୍ୱଚ୍ଛଳ ବର୍ଗଙ୍କ ପାଇଁ ଅନ୍ୟ ଏକ କାଟେଗୋରୀ କ୍ରିମି ଲେୟାର ବ୍ୟବସ୍ଥା ରଖିବାକୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଅସାମ୍ବିଧାନିକ ବୋଲି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ଡକ୍ଟର ବି ଆର…