Browsing Category
ଦେଶ-ବିଦେଶ
ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ: ପଦ ଓ…
ନୂଆଦିଲ୍ଲୀ: ଦିଲ୍ଲୀ କମାଣ ସମ୍ଭାଳିଛନ୍ତି ଅତିଶୀ। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅତିଶୀ। ୫ ଜଣ ବରିଷ୍ଠ ନେତା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ସହିତ ଅତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଥମେ ଉପ ରାଜ୍ୟପାଳ ଅତିଶୀଙ୍କୁ ଶପଥ ପାଠ କରାଇଥିଲେ ଏହା ପରେ…
ତିରୁପତି ଲଡ଼ୁରେ ପଶୁ ଚର୍ବି ମାମଲା…
ତିରୁପତି ଲଡ଼ୁରେ ପଶୁ ଚର୍ବି ମାମଲା :ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଭକ୍ତଙ୍କୁ ଅର୍ପଣ ହେଉଥିବା ଲଡ଼ୁରେ ବ୍ୟବହୃତ ପଶୁ ଚର୍ବି ଓ ମାଛ ତେଲ ମିଶିବା ବିବାଦ ଘନେଇବାରେ ଲାଗିଛି। କଥା ଯାଇ ଦିଲ୍ଲୀରେ…
ଦିଲ୍ଲୀ କମାଣ ସମ୍ଭାଳିବେ ଅତିଶୀ: ଆଜି…
ନୂଆଦିଲ୍ଲୀ:ଆଜି ଦିଲ୍ଲୀ ରାଜନୀତି ଇତିହାସରେ ନୂଆ ଫର୍ଦ ଯୋଡି ହେବାକୁ ଯାଉଛି। ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅତିଶୀ। ମାତ୍ର ୪୩ ବର୍ଷ ବୟସରେ ଦିଲ୍ଲୀ ଗାଦିରେ ବସିବେ। ୫ ଜଣ ଜଣେ ବିଧାୟକଙ୍କ ସହ ନୂତନ ମନ୍ତ୍ରୀ ପରିଷଦର ଅଂଶ ଭାବେ ଶପଥ ଗ୍ରହଣ କରି ସେ ବନିଯିବେ ଦିଲ୍ଲୀର…
ମୋଦୀଙ୍କ ତିନିଦିନିଆ ଆମେରିକା ଗସ୍ତ:…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦିନିଆ ଆମେରିକା ଗସ୍ତ। ଏହି ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅୟୋଜନ କରୁଥିବା କ୍ୱାଡ୍ ସମ୍ମିଳନୀରେ ଭାଗ ନେବାକୁ ଯାଉଥିବା ନେଇ ମୋଦି କହିଛନ୍ତି। ଏଥିସହ ରାଷ୍ଟ୍ରପତି ବାଇଡେନ୍, ପ୍ରଧାନମନ୍ତ୍ରୀ ଅଲ୍ୱାନିଜ ଓ ପ୍ରଧାନମନ୍ତ୍ରୀ…
ପୋଲିସ ରକ୍ଷକ ନୁହେଁ ଭକ୍ଷକ ସାଜିଛି:…
ବ୍ୟୁରୋ: ସୁରକ୍ଷା ଓ ନ୍ୟାୟ ପାଇଁ ମହିଳା ଯିବେ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଭରତପୁର ଥାନା ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ବୋଲି ପ୍ରିୟଙ୍କା କହିଛନ୍ତି। ଅଧା ରାତିରେ ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ ମାରିବା ସହିତ…
ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ:…
ନୂଆଦିଲ୍ଲୀ: ଆତିଶୀ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବା ପରେ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ଦଳର ନେତା ଭାବେ ଚୟନ କରାଯାଇଛି।ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ । ଏହାପୂର୍ବରୁ ଦିବଂଗତ ସୁଷମା ସ୍ୱରାଜ ଏବଂ ଶୀଲା ଦୀକ୍ଷିତ…
କେଜ୍ରିଓ୍ବାଲଙ୍କ ଇସ୍ତଫା ଉପରେ ଡାଇଲଗ…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଆମ୍ ଆଦମୀ ପାର୍ଟିର ନେତାମାନେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆପ୍ ସାଂସଦ ରାଘବ ଚଡ୍ଡା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ ଅଭିଯୁକ୍ତ…
୧ ନଭେମ୍ବରରୁ ଆଉ ମିଳିବନି ରାସନ
ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଦେଶର ଅନେକ ଲୋକ ସରକାରୀ ଯୋଜନାର ସୁବିଧା ପାଆନ୍ତି। ଯେଉଁଥିରେ ମୁଖ୍ୟତଃ ଗରିବ ଅଭାବୀ ଲୋକ ଅନ୍ତର୍ଭୁକ୍ତ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଭାରତ ସରକାର ଏହି ଗରିବ ଅଭାବୀ ଲୋକଙ୍କୁ ଅତି କମ୍ ଦରରେ ରାସନ…
ଇସ୍ତଫା ଦେବେ କେଜ୍ରିୱାଲ: ଜାତୀୟ…
ନୂଆଦିଲ୍ଲୀ: ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)ର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ…
ମଙ୍କିପକ୍ସ ପାଇଁ ପ୍ରଥମ ଟିକାକୁ…
ନୂଆଦିଲ୍ଲୀ: ମଙ୍କିପକ୍ସର ପ୍ରଥମ ଟିକାକୁ ଅନୁମତି ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଲଚ୍ଓ। ଆଫିକ୍ରା ମହାଦେଶରେ ଏମପକ୍ସ ବ୍ୟାପିବାରେ ଲାଗିବ ରୋକ। ଭାରତରେ ବି କିଛି ମାତ୍ରାରେ ଚିହ୍ନଟ ହୋଇଛି ମଙ୍କିପକ୍ସ ରୋଗୀ। ତେଣୁ ଏହି ରୋଗକୁ ପାଇଁ ଟିକା ଜରୁରୀ ଥିଲା। ବିଶ୍ୱ ସ୍ୱାସ୍ଥ୍ୟ…