Browsing Category
ଦେଶ-ବିଦେଶ
୨୨ରେ ପୁଣି ଲଘୁଚାପ:ନେଇପାରେ ବାତ୍ୟାର…
ଭୁବନେଶ୍ୱର:ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି।ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫଏସ୍ ମଡେଲ ଦର୍ଶାଇଛି, ବଡ଼ ନ ହେଲେ…
ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା…
ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ ଓ କଶ୍ମୀର ନିର୍ବାଚନ ପରେ ଏବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ନିର୍ବାଚନୀ ବିଗୁଲ ବାଜିଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏହି ଦୁଇ ରାଜ୍ୟ ପାଇଁ ତାରିଖ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ ଓ ନଭେମ୍ବର ୨୩ରେ ଗଣତି ହେବ ।…
ଉତ୍ତର ପ୍ରଦେଶ ବହରାଇଚରେ ଥମୁନି ହିଂସା :…
ବ୍ୟୁରୋ: ଉତ୍ତର ପ୍ରଦେଶ ବହରାଇଚରେ ଦୁର୍ଗାପୂଜା ଭସାଣ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସାଙ୍ଘାତିକ ରୂପ ନେବାକୁ ଯାଉଛି।ରବିବାର ସନ୍ଧ୍ୟାରେ ଧାର୍ମିକ ଭାବନାକୁ କେନ୍ଦ୍ର କରି ଉପୁଜିଥିବା ହିଂସା ଥମିବାର ନାଁ ନେଉନି। ପଥରମାଡ଼ ଓ ଗୁଳିକାଣ୍ଡରେ ଜଣେ ଯୁବକର ମୃତ୍ୟୁ ପରେ ସ୍ଥିତି ଆହୁରି…
ନୋଟାରୀ ବିବାହ ବୈଧ ନୁହେଁ: ନୋଟାରୀ…
ନୂଆଦିଲ୍ଲୀ: ଏଣିକି ନୋଟାରୀ ପାଖରେ ବିବାବ ବୈଧ ନୁହେଁ। ନୋଟାରୀ ବିବାହକୁ ଆଇନଗତ ହିସାବରେ ବୈଧ କରାଯିବନି।ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ଓ ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଅବୈଧ। କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧ୍ଵବଦ୍ଧ ବିଜ୍ଞପ୍ତି ପ୍ରକାଶିତ…
ଅର୍ଥନୀତିରେ ୩ ଜଣ ପାଇବେ ନୋବେଲ…
ନୂଆଦିଲ୍ଲୀ: ଅର୍ଥନୀତି ବିଭାଗ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ପାଇବେ ୩ ଜଣ ଅର୍ଥଶାସ୍ତ୍ରୀ। ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି।
ଡାରୋନ…
ପଞ୍ଚଭୂତରେ ବିଲୀନ ରତନ ଟାଟାଙ୍କ ପାର୍ଥିବ…
ମୁମ୍ବାଇ: ମୁମ୍ବାଇର ୱର୍ଲି ଶ୍ମଶାନରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ଅନ୍ତିମ ସତ୍କାର କରାଯାଇଛି। ଏହି ସମୟରେ ୱର୍ଲି ଶ୍ମଶାନରେ ଶୋକାକୂଳ ପରିସ୍ଥିତି ଉପୁଜିଥିଲା।
ତାଙ୍କର ମୃତଦେହକୁ ଶେଷ ଦର୍ଶନ ପାଇଁ ମୁମ୍ବାଇର…
ରତ୍ନ ହରାଇଲା ଭାରତ: ୮୬ ବର୍ଷରେ ରତନ…
ବ୍ୟୁରୋ : ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଦେଶ ଜଣେ ରତ୍ନକୁ ହରାଇଛି। କେବଳ ବିଜିନେସ ଦୁନିଆରେ ବଡ଼ କ୍ଷତି ନୁହେଁ ସବୁ କ୍ଷେତ୍ରରେ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି ରତନ ଟାଟାଙ୍କ ଅନୁପସ୍ଥିତି।ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା ୮୬ ବର୍ଷ…
ମୋଦୀ ସରକାରଙ୍କ ବଡ ଘୋଷଣା, ୨୦୨୮ ଯାଏଁ…
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଅନେକ ଯୋଜନାକୁ ସବୁଜ ସଙ୍କେତ ଦେଇଛନ୍ତି। ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ମାଗଣା ଚାଉଳ ଯୋଗାଣ ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି । କେନ୍ଦ୍ର…
ହରିୟାଣାରେ ମୋଦିଙ୍କ ସପକ୍ଷରେ ଜନାଦେଶ
ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ଏକ ପ୍ରକାର ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ। ହରିୟାଣା ନିର୍ବାଚନ ଫଳାଫଳ ରୋମାଞ୍ଚକର ସ୍ଥିତି ଆଡକୁ ଗତି କରିଛି। ୯୦ ଆସନରୁ ୪୮ ଆସନ ହାତେଇ ଭାରତୀୟ ଜନତା ପାର୍ଟି ବାଜି ମାରିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ…
‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର
ନୂଆଦିଲ୍ଲୀ:
ଜାତୀୟ ସ୍ତରରେ ସଫଳତାର ଶୀର୍ଷ ଛୁଇଁଲା ଓଡ଼ିଆ ଚଳଚିତ୍ର ଦମନ। ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ…